"ଚଉଷଠି ଯୋଗିନୀ ମନ୍ଦିର, ହୀରାପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୩ କ ଧାଡ଼ି:
 
==ପୂଜା ପ୍ରକାର==
ଚଉଷଠି ଯୋଗିନୀ ମନ୍ଦିର ଏକ [[ବଜ୍ରଯାନ]] ବା ତନ୍ତ୍ରପୂଜାର ମନ୍ଦିର ଯେଉଁଥିରେ ଭୂମଣ୍ଡଳର ୫ଟି ଉପାଦାନ (ନିଆଁ, ଜଳ, ବସୁଧା, ଆକାଶ ଓ ପବନ)କୁ ପୂଜା କରାଯାଇଥାଏ । ଯୋଗିନୀ ମାନଙ୍କ ମୁର୍ତ୍ତୀମୂର୍ତ୍ତୀ ସାଧାରଣତଃ ଏକ ଉଲଙ୍ଗ ନାରୀ ମୁର୍ତ୍ତୀମୂର୍ତ୍ତୀ ଯାହା ପଶୁ, ମଣିଷ ନା ଅସୁର ଉପରେ ବିଜେ କରିଥିବାର ଦେଖିବାକୁ ମିଳିଥାଏ ଯାହା ନାରୀ ଶକ୍ତିକୁ ସୂଚାଇଥାଏ । ମୂର୍ତ୍ତୀସବୁ ରାଗ, ଅନୁରାଗ, ସୁଖ, ଦୁଃଖକୁ ପ୍ରକାଶ କରିଥାନ୍ତି ।
 
==କିମ୍ବଦନ୍ତୀ==