"ସରସ୍ୱତୀ ସମ୍ମାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
୩ କ ଧାଡ଼ି:
'''ସରସ୍ଵତୀ ସମ୍ମାନ''', ଭାରତୀୟ ଭାଷାରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ । ଏହି ପୁରସ୍କାର [[ଭାରତୀୟ ସମ୍ବିଧାନ]]ର ସିଡୁଲ-୮ ରେ ତାଲିକାଭୁକ୍ତ ଯେକୌଣସି ଭାଷା ପାଇଁ ଦିଆଯାଇଥାଏ । ଏହା ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନ ମାନଙ୍କ ଭିତରେ ଅନ୍ୟତମ । ଏହି ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଏକ ଫଳକ ପ୍ରଦାନ କରାଯାଏ <ref name="toi1">{{cite news|url=http://timesofindia.indiatimes.com/city/bangalore/Saraswati-Samman-for-writer-Bhyrappa/articleshow/7880219.cms|title=Saraswati Samman for writer Bhyrappa|newspaper= The Times of India, ପ୍ରଥମ ଅନୁଚ୍ଛେଦ|date=6 April 2011}}</ref>। ଏହା କେ.କେ. ବିର୍ଲା ଫାଉଣ୍ଡେସନ ଦ୍ଵାରା ୧୯୯୧ ରେ ସ୍ଥାପିତ ହୋଇଥିଲା ।
==ବିଜେତା==
* ୧୯୯୦ - ଇସ୍ମତ ଚୁଗ୍ତାଇ - ଉର୍ଦ୍ଧୁ ସାହିତ୍ୟ ପାଇଁ
* ୧୯୯୧ - ହରିବଂଶ ରାୟବଚ୍ଚନ - ନିଜ ଆତ୍ମଜୀବନୀ ପାଇଁ
* ୧୯୯୨ - [[ରମାକାନ୍ତ ରଥ]] - ଓଡ଼ିଆ କାବ୍ୟଗ୍ରନ୍ଥ "[[ଶ୍ରୀରାଧା]]" ପାଇଁ
* ୧୯୯୩ - ବିଜୟ ତେନ୍ଦୁଲ୍କର
* ୧୯୯୪ - ହର୍ବଜନ ସିଂ (କବି)
* ୧୯୯୫ - ବଳମାନୀ ଆମ୍ମା - କବିତା ସଂକଳନ ''"ନିବେଦ୍ୟମ"'' ପାଇଁ
* ୧୯୯୬ - ସମ୍ସୁର ରହମାନ ଫାରୁକି - ''"ଶେର-ଏ ଶୋର-ଅଙ୍ଗ୍ରେଜ"'' ପାଇଁ
* ୧୯୯୭ - ମନୁଭାଇ ପଞ୍ଚୋଳି
* ୧୯୯୮ - ଶଙ୍କର ଘୋଷ - "ଗନ୍ଧର୍ବ କବିତାଗୁଚ୍ଛ" ସଂକଳନ ପାଇଁ
* ୧୯୯୯ - ଇନ୍ଦିରା ପାର୍ଥସାରଥୀ
* ୨୦୦୦ - [[ମନୋଜ ଦାସ]] - "[[ଅମୃତ ଫଳ]]" ଉପନ୍ୟାସ ପାଇଁ
* ୨୦୦୧ - ଦଲିପ କୌର - ଉପନ୍ୟାସ ''"କଥା କହୋ ଉର୍ବଶୀ"''
* ୨୦୦୨ - ମହେଶ ଏଲ୍କୁଞ୍ଚୱାର - ନାଟକ "ଯୁଗାନ୍ତ"
* ୨୦୦୩ - ଗୋବିନ୍ଦ ଚନ୍ଦ୍ର ପାଣ୍ଡେ - ୧୬୩ଟି ସଂସ୍କୃତ କବିତା ବିଶିଷ୍ଟ ସଂକଳନ "ଭାଗୀରଥୀ" ପାଇଁ
* ୨୦୦୪ - ସୁନୀଲ ଗଙ୍ଗୋପାଧ୍ୟାୟ - ଉପନ୍ୟାସ "ପ୍ରଥମ ଆଲୋ" ପାଇଁ
*
* ୨୦୦୬ - [[ଜଗନ୍ନାଥ ପ୍ରସାଦ ଦାସ]] - କବିତା ସଂକଳନ "ପରିକ୍ରମା" ପାଇଁ
* ୨୦୦୭ - ନୈୟର ମାସୁଦ - କ୍ଷୁଦ୍ର ଗଳ୍ପ ସଂକଳନ ''"ତଊସ ଚମନ କି ମୈନା"'' (ମୟୂର ବଗିଚାର ବଣି)
* ୨୦୦୮ - ଲକ୍ଷ୍ମୀ ନନ୍ଦନ ବୋରା - ଉପନ୍ୟାସ ''"କୟାକଳ୍ପ"''
* ୨୦୦୯ - ସୁର୍ଜିତ ପାତର - "ଲଫ୍ଜା ଦି ଦର୍ଘା" ପାଇଁ
* ୨୦୧୦ - ଏସ. ଏଲ. ଭ୍ୟାରପ୍ପା - ଉପନ୍ୟାସ "ମନ୍ଦ୍ର" ପାଇଁ
* ୨୦୧୧- ଏ. ଏ. ମନବାଲନ - "ଇରମ କଥୟମ ଇରମୟକଲୁ" ପାଇଁ
==ଆଧାର==
|