"ଲକ୍ଷ୍ମୀ ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଧିକ ତଥ୍ୟ
ଟିକେ ତଥ୍ୟ ପେଡ଼ି
୧ କ ଧାଡ଼ି:
{{ଛୋଟ|Lakshmi Puja}}
{{Infobox Holiday
[[ଫାଇଲ:Ravi Varma-Lakshmi.jpg| thumb| [[ଲକ୍ଷ୍ମୀ]]]]
|holiday_name = ଲକ୍ଷ୍ମୀ ପୂଜା
ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ବଡ଼ ଧୂମ୍​ଧାମ୍​ରେ ପାଳନ କରାଯାଏ।
|type = hindu
 
|longtype = ଭାରତୀୟ ହିନ୍ଦୁ
== ମାସ/ତିଥି ==
|image = Ravi Varma-Lakshmi.jpg
ଆଶ୍ଵିନ ପୂର୍ଣିମା (ସେପ୍ଟେମ୍ବର-ଅକ୍ଟୋବର)
|caption = ଦେବୀ ଲକ୍ଷ୍ମୀ
 
|official_name =
== ଅଞ୍ଚଳ ==
|nickname =
ଢେଙ୍କାନାଳ, ଚୌଦ୍ଵାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ।
|observedby = [[ହିନ୍ଦୁ|ହିନ୍ଦୁ ଧର୍ମାବଲମ୍ବୀ]]
===ଢେଙ୍କାନାଳ===
|begins = [[ଆଶ୍ଵିନ]] [[ପୂର୍ଣ୍ଣିମା]]
|ends =
|date2013 = ୧୮ ଅକ୍ଟୋବର, ଶୁକ୍ରବାର
|celebrations =
|observances =
|relatedto = [[ଲକ୍ଷ୍ମୀ]], [[କୁମାର ପୂର୍ଣ୍ଣିମା]]
}}
ମହାଲକ୍ଷ୍ମୀଙ୍କର ପାର୍ବଣ । ପାଖାପାଖି ସପ୍ତହେ ବ୍ୟାପି ମହାଲକ୍ଷ୍ମୀଙ୍କର ଏଇ ପୂଜା ଢେଙ୍କାନାଳ, ଚୌଦ୍ଵାର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବଡ଼ ଧୂମ୍​ଧାମ୍​ରେ ପାଳନ କରାଯାଏ।
===ଢେଙ୍କାନାଳ===
[[File:Laxmi Puja Light Gate.jpg|thumb|ଆଲୋକ ତୋରଣ, ଢେଙ୍କାନାଳ ଲକ୍ଷ୍ମୀ ପୂଜା]]
[[ଢେଙ୍କାନାଳ]]ରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । [[ଢେଙ୍କାନାଳ]] ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ [[ବୈଷ୍ଣବ ମଠ]] ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, [[ବଳରାମ ମନ୍ଦିର]], [[ଜଗନ୍ନାଥ ମନ୍ଦିର]], [[ବୃନ୍ଦାବନ ମଦିର]], ବୃନ୍ଦାବନଚନ୍ଦ୍ର ମନ୍ଦିର, [[କପିଳାସ]]ର [[ନାରାୟଣ ମଦିର]], ନୃସିଂହ ଓ [[ଲକ୍ଷ୍ମୀ]]ମୁର୍ତ୍ତୀ ପ୍ରତିଷ୍ଠା, [[ଚୈତନ୍ୟ]]ଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।