"ଦଶମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding hi:दशमी
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
୧ କ ଧାଡ଼ି:
{{ଛୋଟ|Dashami}}
'ଦଶମୀ' ଚନ୍ଦ୍ରପକ୍ଷର ଦଶମ ଦିବସ - ଚନ୍ଦ୍ରର ଦଶମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] [[ନବମୀ]]ର ପରବର୍ତ୍ତୀ ଓ [[ଏକାଦଶୀ]]ର ପୂର୍ବବର୍ତ୍ତୀ ତିଥି୤ତିଥି । କୃଷ୍ଣ ପକ୍ଷର ଦଶମୀକୁ କୃଷ୍ଣା ଦଶମୀ ଓ ଶୁକ୍ଳ ପକ୍ଷର ଦଶମୀକୁ ଶୁକ୍ଳା ଦଶମୀ କୁହାଯାଇଥାଏ
{{See also|ତିଥି}}
==ପର୍ବପର୍ବାଣୀ==
'ଦଶମୀ' ଚନ୍ଦ୍ରପକ୍ଷର ଦଶମ ଦିବସ - ଚନ୍ଦ୍ରର ଦଶମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] ୤ [[ନବମୀ]]ର ପରବର୍ତ୍ତୀ ଓ [[ଏକାଦଶୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ଦଶମୀକୁ କୃଷ୍ଣା ଦଶମୀ ଓ ଶୁକ୍ଳ ପକ୍ଷର ଦଶମୀକୁ ଶୁକ୍ଳା ଦଶମୀ କୁହାଯାଇଥାଏ ୤
* ଶୁକ୍ଳପକ୍ଷର ଦଶମୀ [[ଗୁରୁବାର]] ଦିନ ପଡ଼ିଲେ [[ସୁଦଶା ବ୍ରତ]] ପାଳନ କରାଯାଏ
 
* [[ପୌଷ]] ଶୁକ୍ଳ ଦଶମୀ: ସମ୍ବର[[ଶାମ୍ବ ଦଶମୀ]] : (ସମ୍ବର ଦଶମୀ, ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
* ଶୁକ୍ଳପକ୍ଷର ଦଶମୀ [[ଗୁରୁବାର]] ଦିନ ପଡ଼ିଲେ [[ସୁଦଶା ବ୍ରତ]] ପାଳନ କରାଯାଏ ୤
 
* [[ପୌଷ]] ଶୁକ୍ଳ ଦଶମୀ: ସମ୍ବର ଦଶମୀ (ଶାମ୍ବରୀ ଦଶମୀ; ସୂର୍ଯ୍ୟପୂଜା)
* [[ଫାଲ୍‌ଗୁନ]] ଶୁକ୍ଳ ଦଶମୀ: ଫଗୁ ଦଶମୀ (ଦୋଳଯାତ୍ରାର ଆରମ୍ଭ ଦିନ; ଶ୍ରୀକୃଷ୍ଣପୂଜା)
* [[ଆଶ୍ୱିନ]] ଶୁକ୍ଳପକ୍ଷ ଦଶମୀ: ବିଜୟା ଦଶମୀ (ଦଶହରା)
* [[ଆଷାଢ଼]] ଶୁକ୍ଳପକ୍ଷ ଦଶମୀ: ବାହୁଡ଼ା ଦଶମୀ (ଏ ଦିନ [[ଜଗନ୍ନାଥ|ଶ୍ରୀଜଗନ୍ନାଥ]] ମହାପ୍ରଭୁ ରଥରେ [[ଗୁଣ୍ଡିଚା ମନ୍ଦିର|ଗୁଣ୍ଡିଚା ଘରୁ]] [[ଜଗନ୍ନାଥ ମନ୍ଦିର|ବଡ଼ ଦେଉଳ]]କୁ ଫେରନ୍ତି )
* [[ଜ୍ୟୈଷ୍ଠ]] ଶୁକ୍ଳପକ୍ଷ ଦଶମୀ: ଦଶହରା ଗଙ୍ଗାସ୍ନାନ (ଏ ଦିନ ଗଙ୍ଗାଙ୍କ ଜନ୍ମଦିବସ ଅର୍ଥାତ୍ ଗଙ୍ଗା ପୃଥିବୀରେ ଅବତରଣ କରିଥିଲେ ଏ ଦିନ ଗଙ୍ଗାସ୍ନାନ ବିଶେଷ ପାପନାଶକ )
==ଆଧାର==
{{ଆଧାର}}
{{ପକ୍ଷ}}
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
 
{{ଅଧାଗଢା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Dashami]]
[[hi:दशमी]]
"https://or.wikipedia.org/wiki/ଦଶମୀ"ରୁ ଅଣାଯାଇଅଛି