"ଉର୍ଦ୍ଦୁ ଭାଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Modifying arz:اردو to arz:اوردو
୩୪ କ ଧାଡ଼ି:
==ଇତିହାସ==
==ଭାଷାର ସୃଷ୍ଟି==
ମୁସଲମାନ ଶାସକ ଓ ଧର୍ମପ୍ରଚାରକମାନେ କାଳକ୍ରମେ ହିନ୍ଦୁମାନଙ୍କ [[ଯୋଗ]] ଓ [[ବେଦାନ୍ତ]] ପ୍ରଭୃତି ଦର୍ଶନଶାସ୍ତ୍ର, ଚିକିତ୍ସାଶାସ୍ତ୍ର ଓ ଜ୍ୟୋତିଷଶାସ୍ତ୍ର ଅଦ୍ଦ୍ୟୟନ ପ୍ରତି ଆକୃଷ୍ଟ ହୋଇଥିଲେ । ଏ ଯୁଗର ଶ୍ରେଷ୍ଠ ଫାର୍ସୀକବି ଅମିର ଖସ୍ରୁ ଭାରତୀୟ କାବ୍ୟ ଅନୁସରଣରେ କାବ୍ୟ ରଚନା କରିଥିଲେ । ଉତ୍ତର ଭାରତର ବହୁପ୍ରଚଳିତ [[ହିନ୍ଦୀ ଭାଷା]] ଓ ମୁସଲମାନ ସୁଲତାନମାନଙ୍କ ପୃଷ୍ଠପୋଷକତା ଲାଭ କରୁଥିବା ଫାର୍ସୀଭାଷାର ସମ୍ମିଶ୍ରଣରେ ସେଯୁଗରେ '''ଉର୍ଦ୍ଦୁ''' ନାମକ ଏକ ନୂତନ ଭାଷା ଉତ୍ପତ୍ତି ଘଟିଥିଲା । ଏହାହିଁ ଭାରତୀୟ ମୁସଲମାନଙ୍କର ପ୍ରଧାନ ଭାଷାରେ ପରିଣତ ହେଲା ଓ ପରବର୍ତ୍ତୀ କାଳରେ ଏଥିରେ ବହୁ ପୁସ୍ତକ ରଚିତ ହୋଇଥିଲା ।
 
==ଆଧାର==
{{ଆଧାର}}