"କାର୍ତ୍ତିକ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Robot: Adding uk:Картіка, ru:Картика |
ଟିକେ ପଞ୍ଚକ ପ୍ରସଙ୍ଗକୁ ତଥ୍ୟ ଘୁଞ୍ଚାଗଲା |
||
୧ କ ଧାଡ଼ି:
{{About| କାର୍ତ୍ତିକ ମାସ |ହିନ୍ଦୁଦେବତାଙ୍କ ପାଇଁ|କାର୍ତ୍ତିକେୟ}}
{{ଛୋଟ|Kartika}}
{{
ନାରଦୀୟ ପୁରାଣ ମତେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ, ଯେପରି ଯୁଗ ମଧ୍ୟରେ ଶ୍ରେଷ୍ଠ ସତ୍ୟଯୁଗ । ଏହା ଧର୍ମ ମାସ ହୋଇଥିବାରୁ ଗାଁ ରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ
▲ଏହା ଧର୍ମ ମାସ ହୋଇଥିବାରୁ ଗାଁ ରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ଭଲ ଭାବରେ ପାଳନ କରନ୍ତି । ମାସଟି ପାଳି ନ ପାରିଲେ [[ପଞ୍ଚୁକ]] ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ , ବୋଇତ ବନ୍ଦାଣ , ରାଧା ଦାମୋଦର ପୂଜା ,ବଡ଼ଓଷା , ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି ।
ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମାସ ମହାତ୍ମ୍ୟ ବୁଝାଇ କହୁଛନ୍ତି – ମାସମାନଙ୍କ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବଦରିକାଶ୍ରମ ଶ୍ରେଷ୍ଠ ଅଟେ I
ଏ ତିନି କଳିଯୁଗରେ ଅତ୍ୟନ୍ତ ଦୁର୍ଲଭ I<br/>
“ ନା କାର୍ତ୍ତିକ ସମୋ ମାସୋ ନ କୃତେନ ସମଂ ଯୁଗମ୍ବ<br/>
ନ ବେଦ ସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗାୟା ସମମ୍ I ”<br/>
ଅର୍ଥାତ କାର୍ତ୍ତିକ ପରି ମାସ ନାହିଁ, ସତ୍ୟଯୁଗ ପରି ଯୁଗ ନାହିଁ, ବେଦସଦୃଶ ଶାସ୍ତ୍ର ନାହିଁ ଏବଂ ଗଙ୍ଗା ପରି ତୀର୍ଥ ନାହିଁ I କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ । ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ । ଏହି ପାଞ୍ଚଦିନକୁ ଭୀଷ୍ମ ପଞ୍ଚକ, ବକ ପଞ୍ଚକ, ମହାପଞ୍ଚକ ଇତ୍ୟାଦି କୁହାଯାଏ । ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି । ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ , ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି ।
==ପର୍ବପର୍ବାଣୀ==
ଏହି ମାସରେ ପୟାଶ୍ରାଦ୍ଧ, ଦୀପାବଳି, ଗିରିଗୋବର୍ଦ୍ଧନ ପୂଜା, ଅଁଳାନବମୀ- ସାକ୍ଷୀଗୋପାଳରେ ରାଧାପାଦ ଦର୍ଶନ, ପ୍ରବୋଧିନୀ ଏକାଦଶୀ, ଧନ୍ନନ୍ତରୀ ଜୟନ୍ତୀ, ଭୀଷ୍ମ ପଞ୍ଚକ, ରାସ ପୂର୍ଣ୍ଣିମା ପ୍ରଭୃତି ବହୁପର୍ବ ପାଳିତ ହୁଏ I ତେଣୁ ଯଥାର୍ଥରେ କୁହାଯାଇଛି- “ ନ କାର୍ତ୍ତିକ ସମୋ ମାସୋ ନ ବ୍ରତଃ ପଞ୍ଚକାତ୍ ପରଃ ” ଇତିଶମ୍ I <ref>ହୟଗ୍ରୀବ ତ୍ରିପାଠୀ, ଅନୁପମଭାରତ, ପୃଷ୍ଠା- ୫, ୨୪.୧୧.୨୦୧୨</ref>
== ଆଧାର ==
|