"ପୋଲିଓମାୟେଲାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୫୮ କ ଧାଡ଼ି:
ପ୍ରତିରୋଧ ଅକ୍ଷମତା, ପୋଷକ ଅଭାବ ଓ ଟନସିଲ ଅପରେଶନ ପରେ, ଗର୍ଭାବସ୍ଥରେ ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । ଭୁତାଣୁ ପ୍ଲାସେଣ୍ଟା ଭିତରକୁ ଯାଇପାରେ କିନ୍ତୁ ମାଆ ପାଖାରୁ ସଂକ୍ରମିତ ହୋଇ ପାରେ ନାହିଁ । ମାଆ ଦେହରେ ଥିବା ଆଣ୍ଟିବଡି ପ୍ଲାସେଣ୍ଟା ଭିତରକୁ ଯାଇ ଗର୍ଭସ୍ଥ ଶିଶୁର ପ୍ରତିରୋଧ ଶକ୍ତି ବଢାଏ ।
== ନିଦାନ-ଶରୀରତତ୍ତ୍ଵ ==
[[Image:Polio spine.png|thumb|left|ମେରୁଦଣ୍ଡକୁ ରକ୍ତ ବାହୀ ନଳୀ ଭୁତାଣୁ ଦ୍ଵାରା ବନ୍ଦ ହୋଇଯାଇଛି ।]]
ପୋଲିଓ ଭୁତାଣୁ ଖାଦ୍ୟ ସହ ପାଟିରେ ପ୍ରବେଶ କରି ଗଳା ଓ ଅନ୍ତନଳୀରେ ଥିବା ଜୀବକୋଷମାନଙ୍କୁ ଆକ୍ରମଣ କରେ । ଏହି କୋଷମାନଙ୍କର କୋଷ ପରଦାରେ ସି.ଡି.୧୫୫ ନାମକ ରେସେପ୍ଟର ସାଥୀରେ ଭୁତାଣୁ ଲାଗି ରହି ସଂଖ୍ୟା ବୃଦ୍ଧି କରନ୍ତି । ପାକ-ଅନ୍ତନଳୀରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଭକ୍ତ ହେଲା ପରେ ଟନସିଲକୁ ଯାଆନ୍ତି । ଲସିକା ଗ୍ରନ୍ଥିମାନଙ୍କରେ ବହୁଧା ବିଭକ୍ତ ହେବାପରେ ଭୁତାଣୁ ରକ୍ତରେ ପ୍ରବେଶ କରନ୍ତି । <br />
ଲସିକା ନଳୀ ଓ ରକ୍ତରେ ଭୁତାଣୁ ୧୭ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ।<ref>{{cite web| author = Todar K | title = Polio | work = Ken Todar's Microbial World | publisher = University of Wisconsin - Madison | year = 2006 | url=http://textbookofbacteriology.net/themicrobialworld/Polio.html | accessdate = 2007-04-23}}</ref> ମାଂସପେଶୀ ଓ ଆର୍.ଇ. ତନ୍ତୁରେ ମଧ୍ୟ କିଛି ଭୁତାଣୁ ରହି ପାରନ୍ତି ।<ref>{{cite journal |author=Sabin A |title=Pathogenesis of poliomyelitis; reappraisal in the light of new data |journal=[[Science (journal)|Science]] |volume=123 |issue=3209 |pages=1151–7 |year=1956 |pmid=13337331 |doi=10.1126/science.123.3209.1151}}</ref> ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କ୍ୱଚିତ ପ୍ରବେଶ କରନ୍ତି । ମେନିଞ୍ଜେସକୁ ସଂକ୍ରମିତ କରନ୍ତି କିନ୍ତୁ ପାରାଲିସିସ୍ ହୁଏ ନାହିଁ । <br />
=== ପାରାଲିସିସ ସୃଷ୍ଟିକାରୀ ପୋଲିଓ ===
 
== ଆଧାର ==