"କୁମ୍ଭ ମେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.3) (Robot: Adding fa:کومبه میلا
ଟିକେ କିମ୍ବଦନ୍ତୀ
୪ କ ଧାଡ଼ି:
|type = [[ହିନ୍ଦୁ ଧର୍ମ]]
|image = Third Shahi Snan in Hari Ki Pauri.jpg
|caption = ରାଜକୀୟ ସ୍ନାନ ନିମନ୍ତେ ଏକତ୍ରୀତ ହୋଇଥିବା ଶ୍ରଦ୍ଧାଳୁ, [[ହରିଦ୍ଵାର]], ୨୦୧୦
|caption = [[Haridwar]] Pilgrims gather at the third Shahi Snan in [[Har ki Pauri]] to take the Royal Bath in [[Ganges in Hinduism|ganga]], 2010.
|official_name = କୁମ୍ଭ ମେଳା, ମହା କୁମ୍ଭ ମେଳା
|nickname =
୧୭ କ ଧାଡ଼ି:
}}
{{Hinduism}}
'''କୁମ୍ଭ ମେଳା''', [[ହିନ୍ଦୁ ଧର୍ମ]]ର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା [[ଭାରତ]] ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ [[ହରିଦ୍ଵାର]], [[ପ୍ରୟାଗ]], [[ଉଜ୍ଜୈନ]] ଓ [[ନାଶିକ]]ରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ଵତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଏହି ମେଳା ଚାରିଦୁଇ ମାସ ଧରି ଚାଲେ ।
ହିନ୍ଦୁମତେ ପବିତ୍ର ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ଵତୀ ନଦୀର ସଙ୍ଗମ ସ୍ଥଳରେ ରାଜକୀୟ ସ୍ନାନ ଓ ଦର୍ଶନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସାଧୁ, ସନ୍ଥ, ବାବାଜୀ, ମହନ୍ତ, ଧର୍ମଗୁରୁ ଓ ଉଲଗ୍ନ ନାଗା ସାଧୁଗଣଙ୍କ ସମେତ ପ୍ରାୟ ୧୦କୋଟି ଶ୍ରଦ୍ଧାଳୁ ଏକତ୍ର ହୋଇଥାନ୍ତି ।
==ସମୟ==
{| class="wikitable sortable"
Line ୫୮ ⟶ ୫୯:
|}
 
==କିମ୍ବଦନ୍ତୀ==
==ପୌରାଣିକ==
ପୌରାଣିକ ମତେ ଅମୃତ ଭାଣ୍ଡ ପାଇଁ ଦେବାସୁରଙ୍କ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଉକ୍ତ ଭାଣ୍ଡରୁ ଚାରିଟୋପା ଅମୃତ ଚାରୋଟି ସ୍ଥାନ ଆଲ୍ଲାହାବାଦ (ପ୍ରୟାଗ), ହରିଦ୍ଵାର, ଉଜ୍ଜୈନ ଓ ନାଶିକରେ ପଡ଼ିଯାଇଥିଲା । ଏବେ ସେହି ଚାରୋଟି ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହେଉଛି ।
 
==ସ୍ଥାନ==
==ଆହୁରି ଦେଖନ୍ତୁ==
Line ୬୪ ⟶ ୬୭:
==ଆଧାର==
{{ଆଧାର}}
==ବାହାରଅଧିକ ତଥ୍ୟ==
*[http://www.amritfilm.net/?lang=en "Amrit Nectar of Immortality", documentary about the Kumbh Mela 2010 in Haridwar]
*[http://www.mahakumbhfestival.com/kumbh-mela/ mahakumbhfestival.com]
Line ୭୧ ⟶ ୭୪:
*[http://www.galli.in/2012/11/sinners-neeraj-mahajan.html Photo essay on Kumbh Mela]
{{ହିନ୍ଦୁ ଧର୍ମ}}
 
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ହିନ୍ଦୁ ପର୍ବ]]
 
{{ଅଧାଗଢା}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ar:كومبه ميلا]]
[[bn:কুম্ভমেলা]]