"କୁମ୍ଭ ମେଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.1) (Robot: Adding zh:大壺節
ଟିକେ କୁମ୍ଭ ମେଳା ତାଲିକା
୧୯ କ ଧାଡ଼ି:
'''କୁମ୍ଭ ମେଳା''', [[ହିନ୍ଦୁ ଧର୍ମ]]ର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ । ଏହା [[ଭାରତ]] ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ୧୨ ବର୍ଷରେ ଥରେ ହୁଏ କୁମ୍ଭ ମେଳା ଓ ପ୍ରତିତିନି ବର୍ଷରେ ଅଲଗା ଅଲଗା ସ୍ଥାନ [[ହରିଦ୍ଵାର]], [[ପ୍ରୟାଗ]], [[ଉଜ୍ଜୈନ]] ଓ [[ନାଶିକ]]ରେ ଅନୁଷ୍ଠିତ ହୁଏ । ଗଙ୍ଗା-ଯମୁନା-ସରସ୍ଵତୀର ସଙ୍ଗମସ୍ଥଳରେ ମହାକୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ସାଧୁସନ୍ଥ ତଥା ହିନ୍ଦୁ ଶ୍ରଦ୍ଧାଳୁ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତି । ଏହି ମେଳା ଚାରି ମାସ ଧରି ଚାଲେ ।
==ସମୟ==
{| class="wikitable sortable"
|-
! ବର୍ଷ !! ପ୍ରୟାଗ !! ନାଶିକ!! ଉଜ୍ଜୈନ !! ହରିଦ୍ଵାର
|-
| ୧୯୮୩ || ଅର୍ଦ୍ଧ କୁମ୍ଭ || - || - ||
|-
| ୧୯୮୬ || - || - || - || କୁମ୍ଭ
|-
| ୧୯୮୯ || କୁମ୍ଭ || - ||- ||
|-
| ୧୯୯୧ || - || କୁମ୍ଭ || - ||
|-
| ୧୯୯୨ || - || - || କୁମ୍ଭ || ଅର୍ଦ୍ଧ କୁମ୍ଭ
|-
| ୧୯୯୫ || ଅର୍ଦ୍ଧ କୁମ୍ଭ || - || - ||
|-
| ୧୯୯୮ || - || - || - || କୁମ୍ଭ ||
|-
|୨୦୦୧ || କୁମ୍ଭ || - || - ||
|-
| ୨୦୦୩|| - || କୁମ୍ଭ || - ||
|-
| ୨୦୦୪ || - || - || କୁମ୍ଭ || ଅର୍ଦ୍ଧ କୁମ୍ଭ
|-
| ୨୦୦୭ || ଅର୍ଦ୍ଧ କୁମ୍ଭ|| - || - ||
|-
| ୨୦୧୦ || - || - || - || କୁମ୍ଭ
|-
| ୨୦୧୩ || ମହା କୁମ୍ଭ|| - || - ||
|-
| ୨୦୧୫ || - || କୁମ୍ଭ|| - ||
|-
| ୨୦୧୬ || - || - || କୁମ୍ଭ || ଅର୍ଦ୍ଧ କୁମ୍ଭ
|-
| ୨୦୧୯ || ଅର୍ଦ୍ଧ କୁମ୍ଭ || - || - ||
|-
| ୨୦୨୨ || - || - || - || କୁମ୍ଭ
|}
 
==ପୌରାଣିକ==
==ସ୍ଥାନ==