"ନୂରଜାହାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନୂରଜାହାନ
(କିଛି ବଦଳିନାହିଁ)

୧୮:୦୭, ୧୦ ଜାନୁଆରୀ ୨୦୧୩ ଅନୁସାରେ କରାଯାଇଥିବା ବଦଳ

ନୂରଜାହାନ ହେଉଛନ୍ତି ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କର ପତ୍ନୀ । ନୂରଜାହାନଙ୍କର ପିଲାଦିନର ନାମ ଥିଲା ମେହେର-ଉନ୍ନିସା । ତାନକ ପିତା ମିର୍ଜା ଗିୟାସ ବେଗ ଆକବରଙ୍କ ରାଜତ୍ଵ କାଳରେ ପାରସ୍ୟ ଦେଶରୁ ଭାରତକୁ ପଳେଇଆସି ଆକବରଙ୍କ ଦରବାରରେ ଚାକିରି କରୁଥିଲେ ।

ବେଗମ ନୂରଜାହାନ
ମୋଗଲ ସାମ୍ରାଜ୍ଞୀ

ଜୀବନସାଥୀ Sher Afghan Quli Khan
Jahangir
ସନ୍ତାନସନ୍ତତିଗଣ
Mehr-Un-Nisaa
ବଂଶ Timurid
ବାପା Mirza Ghias Beg
ମାଆ Asmat Begum
ଜନ୍ମ 31 may 1577
Kandahar, Mughal Empire
ମୃତ୍ୟ 17 December 1645
ଲାହୋର, ମୋଗଲ ସାମ୍ରାଜ୍ୟ
ସମାଧି Shahdara Bagh, Lahore
ଧର୍ମ ଶିଆ ଇସଲାମ

ଜାହାଙ୍ଗୀରଙ୍କ ସହ ବିବାହ

ମୋଗଲ ସାମ୍ରାଜ୍ୟ

ନୂରଜାହାନ ସୁନ୍ଦରୀ, ବୁଦ୍ଧିମତୀଓ ଗୁଣବତୀ ଥିଲେ । ତାଙ୍କ ଠାରେ ଉଚ୍ଚାଭିଳାଷ ପୁରି ରହିଥିଲା । ସାମ୍ରାଜ୍ଞୀ ହେବା ପରେ ସେ ଜାହାଙ୍ଗୀରଙ୍କ ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲେ । ଜାହାଙ୍ଗୀର ମ୍ଦ୍ୟପାନ ଓ ବିଳାସ ବ୍ୟସନରେ କାଳାତିପାତ କରିବାରୁ ନୂରଜାହାନ ଶାସନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରି ସର୍ବେସର୍ବା ହୋଇଉଠିଲେ । ସେ ତାନକ ପିତା ମିର୍ଜାଗିୟାସ ବେଗ ଓ ଭ୍ରାତା ଆସଫ ଖାଁଙ୍କୁ ଉଚ୍ଚ କାର୍ଯ୍ୟରେ ନିଯୁକ୍ତ କରିଥିଲେ । ରାଜଦରବାର ରେ ବସି ଜାହାଙ୍ଗୀରଙ୍କ ସହିତ ରାଜକାର୍ଯ୍ୟ ପରିଚାଲନା କରୁଥିଲେ । ମୁଦ୍ରାମାନଙ୍କରେ ଜାହାଙ୍ଗୀରଙ୍କ ସହିତ ତାଙ୍କ ସ୍ଥାନ ପାଇଥିଲା । [୧]

ମୃତ୍ୟୁ

ଆଧାର

ବାହାର ତଥ୍ୟ