"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଲେଖାଗଲା
→‎ଇତିହାସ: ସମାଜ ଓ ସଭ୍ୟତା ସହ ନିମୋନିଆ ସମାପ୍ତ ହେଲା ।
୧୭୧ କ ଧାଡ଼ି:
ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍‌ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ । ଏହାକୁ ସେ ବୃଦ୍ଧମାନଙ୍କର ସାଙ୍ଗ ନାମ ଦେଇଥିଲେ କାରଣ ଲୋକମାନେ କଷ୍ଟ ବିହୀନ ଚଞ୍ଚଳ ମୃତ୍ୟୁ ଲାଭ କରୁଥିଲେ ।<br />
ବିଂଶ ଶତାବ୍ଦିରେ ପେନିସିଲିନ ଓ ଅନ୍ୟାନ୍ୟ ଆଣ୍ଟିବାୟୋଟିକର ଆବିଷ୍କାର, ଅପରେଶନ, ଇଣ୍ଟେନ୍‌ସିଭ କେୟାର ଇତ୍ୟାଦିର ପ୍ରଚଳନ ପରେ ନିମୋନିଆ ଚିକିତ୍ସାର ଫଳାଫଳରେ ପରିବର୍ତ୍ତନ ଦେଖାଗଲା । ଟିକା ଉଦ୍ଭାବନ ପରେ ମଧ୍ୟ ନିମୋନିଆର ହାର ଆହୁରି କମିଗଲା ।<br />
== ସମାଜ ଓ ସଭ୍ୟତା ==
ବିକାଶଶୀଳ ଦେଶମାନଙ୍କରେ ଅତ୍ୟଧିକ ନିମୋନିଆ ହେଉଥିବାରୁ ବିକଶିତ ଦେଶମାନଙ୍କର ସଚେତନତା ଅଭାବ ଯୋଗୁ ୧୨ ନଭେମ୍ଵର ତାରିଖକୁ ନିମୋନିଆ ଦିବସ ରୁପେ ଅଭିହିତ କରା ହୋଇଛି । ଏହି ଦିନ ଚିନ୍ତାଶୀଳ ନାଗରିକମାନେ ଓ ନୀତି ନିର୍ଦ୍ଧାରକମାନେ ଉପଯୁକ୍ତ କର୍ମ ପନ୍ଥା ନେବା ନିମନ୍ତେ ସ୍ଥିର କରିବାକୁ ପରାମର୍ଶ ଦିଆ ଯାଇଛି । ଏହି ରୋଗ ନିମନ୍ତେ ପୃଥିବୀରେ ବାର୍ଷିକ ୧୭ ବିଲିଅନ୍ ଡଲାର ଖର୍ଚ ହେଉଛି ।
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି