"ଅମାବାସ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.5.4) (Robot: Adding hi:अमावस्या
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
୧ କ ଧାଡ଼ି:
{{ଛୋଟ|Amavasya}}
କୃଷ୍ଣପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ଅମାବାସ୍ୟା କୁହାଯାଏ ଅମାବାସ୍ୟା ପରଦିନଠାରୁ ଶୁକ୍ଳପକ୍ଷ ଆରମ୍ଭ ହୁଏ ।
 
* [[ବୈଶାଖ]] ଅମାବାସ୍ୟା:ରୁକ୍ମିଣୀ ଅମାବାସ୍ୟା
* [[ଜ୍ୟୈଷ୍ଠ]] ଅମାବାସ୍ୟା: ସାବିତ୍ରୀ ଅମାବାସ୍ୟା: [[ସାବିତ୍ରୀ ଓଷା]]
* [[ଆଷାଢ଼]] ଅମାବାସ୍ୟା: ବିଜୟ(ଉଭା) ଅମାବାସ୍ୟା
* [[ଶ୍ରାବଣ]] ଅମାବାସ୍ୟା: ଚିତାଲାଗି (ଚିତଉ) ଅମାବାସ୍ୟା
* [[ଭାଦ୍ରବ]] ଅମାବାସ୍ୟା: ସପ୍ତପୁରୀ (ସାତପୁରୀ) ଅମାବାସ୍ୟା
* [[ଆଶ୍ୱିନ]] ଅମାବାସ୍ୟା: ମହାଳୟା (ଫୁଲ୍ଲୋରି, ଫୁଲୁରି,ସର୍ବପିତୃ ) ଅମାବାସ୍ୟା
* [[କାର୍ତ୍ତିକ]] ଅମାବାସ୍ୟା: ପ୍ରଦୀପ (ପୟା) ଅମାବାସ୍ୟା ବା ପୂପେଇ/ପିପେଇ ଅମାବାସ୍ୟା ।
:ଏ ଦିନ ସନ୍ଧ୍ୟା ପରେ ପିଣ୍ଡବର୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୂପ ଦୀପ ଅର୍ଥାତ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଓ ବଡ଼ ବଡୁଆଙ୍କୁ ନିଆଁ ହୁଳା ଦେଖାଇ ଡକାଯାଏ –“ବଡ଼ ବଡ଼ୁଆଏ ହେ ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶି ପାହାଚରେ ଗଡ଼ଗଡ଼ାଉଥାଅ ୤ ”
* [[ମାର୍ଗଶୀର]] ଅମାବାସ୍ୟା: ମହୋଦଧି ଅମାବାସ୍ୟା
* [[ପୌଷ]] ଅମାବାସ୍ୟା: [[ବଉଳ (ଅମାବାସ୍ୟା‎]] ବା ବକୁଳ) ଅମାବାସ୍ୟା : ବରାହ ଜନ୍ମ
* [[ମାଘ]] ଅମାବାସ୍ୟା: ତ୍ରିବେଣୀ(ବିରଜା,ମୌନୀ) ଅମାବାସ୍ୟା
* [[ଫାଲ୍‌ଗୁନ]] ଅମାବାସ୍ୟା: ଉଜ୍ଜାଗରଣ (ଜାଗର) ଅମାବାସ୍ୟା
* [[ଚୈତ୍ର]] ଅମାବାସ୍ୟା: ନିମକୋଳି(ମଧୁ) ଅମାବାସ୍ୟା
==ଆଧାର==
{{ଆଧାର}}
{{ପକ୍ଷ}}
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
 
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Amavasya]]
[[es:Amavasha]]