"ପୃଥିବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ r2.7.2) (Robot: Adding sn:Rinopasi
ଟିକେ ଛବି
୧ କ ଧାଡ଼ି:
{{ଛୋଟ|Earth}}
[[File:The Earth seen from Apollo 17.jpg|thumb|ଆପୋଲୋ ମହାକାଶଯାନରୁ ପୃଥିବୀର ଦୃଶ୍ୟ]]
[[ସୌରଜଗତ]] ମୁଖ୍ୟତଃ ସୂର୍ଯ[[ସୂର୍ଯ୍ୟ]] ଏବଂ ଏହା ଅନ୍ତର୍ଗତ ଗ୍ରହ ମାନଙ୍କୁ ନେଇ ଗଠିତ । ଯେଉଁଥିରେ ପୃଥିବୀ ହେଉଛି ତୃତୀୟ ଗ୍ରହ ।
==ବିଶେଷତା==
ଏହି ଗ୍ରହର ବିଶେଷତ୍ଵ ହେଉଛି ଯେ ଏଠାରେ ଜୀବଜଗତ ଦେଖିବାକୁ ମିଳିଥାଏ ।
Line ୬ ⟶ ୭:
ବିଭିନ୍ନ ଅଧାରକୁ ବିଚାରକୁ ନେଲେ ପୃଥିବୀରେ ପ୍ରାୟ କୋଟି କୋଟି ପ୍ରାଣୀ ଓ ଉଦ୍ଭିଦ ଦେଖିବାକୁ ମିଳନ୍ତି ।
==ବ୍ୟବସ୍ଥା==
ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରୁଥାଏ ଏବଂ ଏକ କକ୍ଷ ପଥରେ [[ସୂର୍ଯ୍ୟ]] ଚାରିପଟେ ଘୂରିବୁଲୁଥାଏ । ଏଠାରେ ଦିନରାତି ହୁଏ ଏବଂ ଥରେ ସୂର୍ଯ୍ୟଚାରିପଟେ ଘୁରି ଆସିବାକୁ ପ୍ରାୟ ୩୬୫ ଦିନ ଲାଗିଥାଏ ।ପୃଥିବୀ। ପୃଥିବୀ ପୃଷ୍ଠରେ କାଳ୍ପନିକ [[ଅକ୍ଷାଂଶ]] ଏବଂ [[ଦ୍ରାଘିମା]] ଅଛି ଯାହାଦ୍ୱାରା ସମୟ ନିରୂପଣ କରାଯାଇଥାଏ ।
==ଉପାଦାନ==
ପୃଥିବୀ ପୃଷ୍ଠରେ ଅନେକ ପ୍ରକାର ଉପାଦାନ ମିଳିଥାଏ ।
Line ୩୦ ⟶ ୩୧:
{{ମୁଣ୍ଡିଆ}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ab:Адгьыл]]
[[ace:Bumoë]]
"https://or.wikipedia.org/wiki/ପୃଥିବୀ"ରୁ ଅଣାଯାଇଅଛି