"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଚିକିତ୍ସା: ଲେଖାଗଲା
୧୦୨ କ ଧାଡ଼ି:
ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।<ref>{{cite journal|last=Taminato|first=M|coauthors=Fram, D; Torloni, MR; Belasco, AG; Saconato, H; Barbosa, DA|title=Screening for group B Streptococcus in pregnant women: a systematic review and meta-analysis|journal=Revista latino-americana de enfermagem|date=November–December 2011 |volume=19|issue=6|pages=1470–8|pmid=22249684}}</ref><ref>{{cite journal|last=Darville|first=T|title=Chlamydia trachomatis infections in neonates and young children|journal=Seminars in pediatric infectious diseases|date=October 2005 |volume=16|issue=4|pages=235–44|pmid=16210104|doi=10.1053/j.spid.2005.06.004}}</ref> ଏଚ୍.ଆଇ.ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।<ref>{{cite book|title=Global Action Plan for Prevention and Control of Pneumonia (GAPP)|year=2009|publisher=World Health Organization|url=http://whqlibdoc.who.int/hq/2009/WHO_FCH_CAH_NCH_09.04_eng.pdf}}</ref> ନବଜାତ ଶିଶୁର ତଣ୍ଟିରୁ [[ମେକୋନିଅମ୍]] ଓ [[ଆମ୍ନିଓଟିକ୍ ]] ପଦାର୍ଥ ଶୋଷିବା ଦ୍ଵାରା ଆସ୍ପିରେଶନ୍ ନିମୋନିଆ<ref name=Rog2009>{{cite journal|last=Roggensack|first=A|coauthors=Jefferies, AL; Farine, D; Basso, M; Delisle, MF; Hudon, L; Mundle, WR; Murphy-Kaulbeck, LC; Ouellet, A; Pressey, T|title=Management of meconium at birth|journal=Journal of obstetrics and gynaecology Canada : JOGC = Journal d'obstetrique et gynecologie du Canada : JOGC|date=April 2009 |volume=31|issue=4|pages=353–4, 355–7|pmid=19497156}}</ref> କମିବା ହାର କମିବା ଜଣା ନ ପଡୁ ଥିବାରୁ ଅନେକ ସ୍ଥାନରେ ଏହି ପ୍ରଥାକୁ ଉତ୍ସାହିତ କରାଯାଉ ନାହିଁ । ଦୁର୍ବଳ ତଥା ବୟସ୍କା ମହିଳାମାନଙ୍କର ପାଟି ସ୍ଵାସ୍ଥ୍ୟର ଯତ୍ନ ନେଲେ ଆସ୍ପିରେଶନ୍ ନିମୋନିଆ ସଙ୍କଟ କମ୍ ହୁଏ ।<ref>{{cite journal|last=van der Maarel-Wierink|first=CD|coauthors=Vanobbergen, JN; Bronkhorst, EM; Schols, JM; de Baat, C|title=Oral health care and aspiration pneumonia in frail older people: a systematic literature review|journal=Gerodontology|date=6 March 2012 |pmid=22390255|doi=10.1111/j.1741-2358.2012.00637.x|pages=no}}</ref>
== ଚିକିତ୍ସା ==
{|class="wikitable" align="right"
|-
!colspan=2| ସି.ୟୁ.ଆର୍.ବି-୬୫(CURB -65)
|-
! ଲକ୍ଷଣ !! ସଂଖ୍ୟା
|-
| ବ୍ୟାକୁଳତା ||<center>୧</center>
|-
| ୟୁରିଆ>7&nbsp;ମି.ମୋଲ୍/ଲି ||<center>୧</center>
|-
| ଶ୍ଵାସ କ୍ରିୟା ହାର>୩୦ ||<center>୧</center>
|-
| [[Blood pressure|ସିସ୍ଟୋଲିକ୍ ଚାପ]]<୯0mmHg, ଡାୟାସ୍ଟୋଲିକ୍ ଚାପ<୬0mmHg||<center>୧</center>
|-
| ବୟସ>='''୬୫''' ||<center>୧</center>
|-
|}
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍‌ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।<ref name=PIDS11>{{cite journal|last=Bradley|first=JS|coauthors=Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT|title=The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America|journal=Clinical infectious diseases : an official publication of the Infectious Diseases Society of America|date=2011-08-31|pmid =21880587|volume= 53|issue= 7|pages= e25–76|doi=10.1093/cid/cir531}}</ref>
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି