"ରମାଦେବୀ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ଇଂରାଜୀ ଠିକଣା, ସନ୍ତାନ
୧ କ ଧାଡ଼ି:
{{ଛୋଟ|Ramadevi Choudhury}}
{{Infobox person
| honorific_prefix =
Line ୩୭ ⟶ ୩୮:
| spouse = ଗୋପବନ୍ଧୁ ଚୌଧୁରୀ
| partner =
| children = ମନମୋହନ ଚୌଧୁରୀ, [[ଅନ୍ନପୂର୍ଣ୍ଣା ମହାରଣା]]
| parents = ଗୋପାଳ ବଲ୍ଲଭ ଦାସ (ବାପା)
| relatives = ଉତ୍କଳଗୌରବ [[ମଧୁସୂଦନ ଦାସ]] (ବଡ଼ ବାପା)
Line ୪୭ ⟶ ୪୮:
}}
 
୧୮୯୯ ମସିହା ଡିସେମ୍ବର ୩ ତାରିଖରେ [[କଟକ]] ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ ୤ ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ [[ମଧୁସୂଦନ ଦାସ]]ଙ୍କ ଝିଆରୀ ୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଖ୍ୟାତନାମା ଓକିଲ [[ଗୋପବନ୍ଧୁ ଚୌଧୁରୀ]]ଙ୍କୁ ସେ ବିବାହ କରିଥିଲେ
 
୧୯୨୧ ମସିହା ମାର୍ଚ୍ଚ ମାସରେ [[ମହାତ୍ମା ଗାନ୍ଧୀ]] [[କଟକ]] ଆସିଥିବା ସମୟରେ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ [[ମହାତ୍ମା ଗାନ୍ଧୀ|ଗାନ୍ଧୀଜି]]ଙ୍କଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ତାଙ୍କର ସମସ୍ତ ଗହଣା ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ