"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଜୀବାଣୁ ଜନିତ: ବିକାରୀ ଶରୀର କ୍ରିୟା ଲେଖାଗଲା
→‎ରୋଗ ନିର୍ଣ୍ଣୟ: ବିଷୟ ଲେଖାଗଲା
୭୦ କ ଧାଡ଼ି:
ନାକ ଓ ଗଳାରେ ରହୁଥିବା ଅଧିକାଂଶ ଜୀବାଣୁ ଶୋଷି ହୋଇ ଶ୍ଵାସ ପଥ ଦେଇ ଫୁସ୍‌ଫୁସ୍‌ର ପହଞ୍ଚେ । ଶୋଇଥିବା ଅବସ୍ଥାରେ ସାଧାରଣ ଜନ ସମୁଦାୟର ଅର୍ଦ୍ଧେକ ସଂଖ୍ୟା ଏହି ଉପାୟରେ ସଂକ୍ରମିତ ହୁଅନ୍ତି । ଗଳାରେ ସର୍ବଦା ଜୀବାଣୁ ଥିଲେ ମଧ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ କେତେକ ନିର୍ଦ୍ଦିଷ୍ଟ ସମୟରେ ଓ ଅବସ୍ଥାରେ ରହନ୍ତି । ପ୍ରଦୂଷିତ ବାୟୁ କଣାରେ ଥିବା ଯକ୍ଷ୍ମା ଓ ଲେଜିଓନେଲା ନିମୋଫିଲା ଜୀବାଣୁ ପ୍ରଶ୍ଵାସରେ ପ୍ରବେଶ କରନ୍ତି । ରକ୍ତ ମାଧ୍ୟମରେ ମଧ୍ୟ ଜୀବାଣୁ ବିସ୍ତାର ଲାଭ କରନ୍ତି । ଫୁସ୍‌ଫୁସ୍‌ରେ ପ୍ରବେଶ କରିବା ପରେ ବାୟୁ ଥଳୀ ଓ ଫୁସ୍‌ଫୁସ୍‌ କୋଷ ମଧ୍ୟରେ ଥିବା ସ୍ଥାନରେ ଜୀବାଣୁ ପ୍ରବେଶ କଲେ ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ଦ୍ଵୟ ଏମାନଙ୍କୁ କର୍ତ୍ତବ୍ୟ ଶୁନ୍ୟ କରିବାକୁ ଚେଷ୍ଟା କରନ୍ତି ।<ref>{{cite book|last=Hammer|first=edited by Stephen J. McPhee, Gary D.|title=Pathophysiology of disease : an introduction to clinical medicine|year=2010|publisher=McGraw-Hill Medical|location=New York|isbn=0071621679|pages=Chapter 4|edition=6th ed.}}</ref> ନିଉଟ୍ରୋଫିଲ୍‌ରୁ ନିର୍ଗତ ସାଇଟୋକାଇନ୍ ପ୍ରତିରୋଧ ବିଭାଗକୁ ସକ୍ରିୟ କରନ୍ତି ।<ref name=Fein2006>{{cite book|last=Fein|first=Alan|title=Diagnosis and management of pneumonia and other respiratory infections|year=2006|publisher=Professional Communications|location=Caddo, OK|isbn=1884735630|pages=28–29|url=http://books.google.ca/books?id=hKdcHK719qgC&pg=PA28|edition=2nd ed.}}</ref> ଏହି କାରଣରୁ ଜର, କମ୍ପ ଓ ଥକ୍କା ଲାଗେ । ନିଉଟ୍ରୋଫିଲ୍, ଜୀବାଣୁ ଓ ରକ୍ତ ନଳୀରୁ ନିର୍ଗତ ତରଳ ପଦାର୍ଥ ବାୟୁ ଥଳିରେ ଜମା ହୋଇଯାଏ ଯାହା ଚିତ୍ରରେ ଦର୍ଶାଯାଇଛି ।<ref>{{cite book|last=Kumar|first=Vinay|title=Robbins and Cotran pathologic basis of disease.|year=2010|publisher=Saunders/Elsevier|location=Philadelphia, PA|isbn=1416031219|pages=Chapter 15|edition=8th ed.}}</ref>
== ରୋଗ ନିର୍ଣ୍ଣୟ ==
ରୋଗ ଲକ୍ଷଣ, ଚିହ୍ନ ଓ ଛାତି ଏକ୍ସ-ରେ ଛବି ପରୀକ୍ଷା କରି ନିମୋନିଆ ରୋଗ ନିର୍ଣ୍ଣୟ କରାଯାଏ ।<ref name=Diag10>{{cite journal|last=Lynch|first=T|coauthors=Bialy, L, Kellner, JD, Osmond, MH, Klassen, TP, Durec, T, Leicht, R, Johnson, DW|title=A systematic review on the diagnosis of pediatric bacterial pneumonia: when gold is bronze|journal=PLoS ONE|date=2010-08-06|volume=5|issue=8|pages=e11989|pmid=20700510|doi=10.1371/journal.pone.0011989|pmc=2917358|editor1-last=Huicho|editor1-first=Luis}}</ref> ରୋଗ ଚିହ୍ନି ହେଲେ ମଧ୍ୟ ରୋଗର କାରଣ ସର୍ବଦା ଜାଣି ହୁଏ ନାହିଁ, ଜୀବାଣୁ ଓ ଅଣଜୀବାଣୁ ଚିହ୍ନିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ବାହାରି ନାହିଁ । ପିଲାମାନଙ୍କର ନିମୋନିଆ ହେଲେ କାଶ କିମ୍ଵା ଶ୍ଵାସ କ୍ରିୟାରେ ଅସୁବିଧା ହୁଏ, ଦ୍ରୁତ ଶ୍ଵାସ ହାର ହୁଏ, ଛାତି ଭିତରକୁ ପଶିଯାଏ ଓ ସ୍ଵଳ୍ପ ଚେତନା ହୁଏ । ଏହି ଲକ୍ଷଣ ସମସ୍ତ ଡବ୍ଲ୍ୟୁ. ଏଚ୍.ଓ. ସଂଜ୍ଞା ଅନ୍ତର୍ଭୁକ୍ତ । ନିମୋନିଆରେ ଶ୍ଵାସ କ୍ରିୟା ହାର: ଦୁଇ ମାସରୁ ସାନ ପିଲାଙ୍କର ୬୦/ମିନିଟରୁ ଅଧିକ, ଦୁଇ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ୫୦/ମିନିଟ, ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ୪୦/ମିନିଟ ।<ref name=WHOBook>{{cite book|last=Ezzati|first=edited by Majid|title=Comparative quantification of health risks|year=2004|publisher=Organisation mondiale de la santé|location=Genève|isbn=978-92-4-158031-1|page=70|url=http://books.google.com/books?id=ACV1jEGx4AgC&pg=PA70|coauthors=Lopez, Alan D., Rodgers, Anthony, Murray, Christopher J.L.}}</ref> ପିଲା ମାନଙ୍କଠାରେ ଦ୍ରୁତ ଶ୍ଵାସ କ୍ରିୟା ଓ ଛାତି ଭିତରକୁ ପଶିଯିବା ଚିହ୍ନମାନ ସ୍ଟେଥୋସ୍କୋପ୍‌ରେ ଶୁଭୁଥିବା କ୍ରାକ୍ଲ ଶବ୍ଦଠାରୁ ଅଧିକ ସମ୍ବେଦନଶୀଳ । <br />
ଯଦି ବିଶେଷ ଚିହ୍ନ ନାହିଁ ଓ ସ୍ଟେଥୋଦ୍ଵାରା କୌଣସି ଅସ୍ଵାଭାବିକ ଶବ୍ଦ ଶୁଭୁନାହିଁ, ତାହା ହେଲେ ନିମୋନିଆ ସଙ୍କଟପୂର୍ଣ୍ଣ ହୁହେଁ ଓ ବିଶେଷ ପରୀକ୍ଷା ଅନାବଶ୍ୟକ ହୁଏ ।<ref>{{cite journal|last=Saldías|first=F|coauthors=Méndez, JI, Ramírez, D, Díaz, O|title=[Predictive value of history and physical examination for the diagnosis of community-acquired pneumonia in adults: a literature review]|journal=Revista medica de Chile|date=April 2007 |volume=135|issue=4|pages=517–28|pmid=17554463}}</ref> ଡାକ୍ତରଖାନା ଵାର୍ଡରେ ରହିଲେ ବିଭିନ୍ନ ପରୀକ୍ଷା କରାଯାଏ, ଯଥା: ପଲ୍ସ ଅକ୍ସିମେଟ୍ରି, ଛାତି ଏକ୍ସ-ରେ, ରକ୍ତର ସି.ବି.ସି., ସେରମ୍ ଏଲେକ୍ଟ୍ରୋଲାଟ୍, ସି ରିଆକ୍ଟିଭ ପ୍ରୋଟିନ୍ ଓ ଲିଭର ଫଙ୍କସନ୍ ପରୀକ୍ଷା କରାଯାଏ । ଇନ୍‌ଫ୍ଲୁଏଞ୍ଜା ସଦୃଶ ରୋଗ ଗୁଡିକ ଲକ୍ଷଣ/ଚିହ୍ନରୁ ନିର୍ଣ୍ଣୟ କରାଯାଏ କିନ୍ତୁ ଇନଫ୍ଲୁଏଞ୍ଜା ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ।<ref name=ILI05>{{cite journal|last=Call|first=SA|coauthors=Vollenweider, MA, Hornung, CA, Simel, DL, McKinney, WP|title=Does this patient have influenza?|journal=JAMA: the Journal of the American Medical Association|date=2005-02-23|volume=293|issue=8|pages=987–97|pmid=15728170|doi=10.1001/jama.293.8.987}}</ref> ଇନ୍‌ଫ୍ଲୁଏଞ୍ଜା ହେଉଥିବା ସ୍ଥାନ ଓ ରାପିଡ୍ ଇନ୍‌ଫ୍ଲୁଏଞ୍ଜା ପରୀକ୍ଷା ଉପରେ ଚିକିତ୍ସା ପର୍ଯ୍ୟବେଶିତ ହୁଏ ।<ref name=ILI05/>
=== ଶାରୀରିକ ପରୀକ୍ଷା ===
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି