"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଭୁତାଣୁ ଜନିତ: ବିକାରୀ ଶରୀର କ୍ରିୟା ଲେଖାଗଲା
→‎ଜୀବାଣୁ ଜନିତ: ବିକାରୀ ଶରୀର କ୍ରିୟା ଲେଖାଗଲା
୬୮ କ ଧାଡ଼ି:
ଅନେକ ଗୁଡିଏ ପଥ ମାଧ୍ୟମରେ ଭୁତାଣୁ ଫୁସ୍‌ଫୁସ୍‌ରେ ପହଞ୍ଚେ । ଫୁସ୍‌ଫୁସୀୟ ସିନ୍‌ସିଟିଆଲ୍ ଭୁତାଣୁ ପ୍ରଦୂଷିତ ଜିନିଷକୁ ଛୁଇଁବା ପରେ ଆଖି ଓ ନାକକୁ ସ୍ପର୍ଷ କଲେ ରୋଗ ସଂକ୍ରମଣ ହୁଏ ।<ref name=M31>Murray and Nadel (2010). Chapter 31.</ref> ପ୍ରଦୂଷିତ ବାୟୁବାହୀ ସୂକ୍ଷ୍ମ କଣା ପାଟି ବା ନାକ ବାଟେ ଫୁସ୍‌ଫୁସ୍‌‌କୁ ଯାଏ । ଥରେ ଉର୍ଦ୍ଧ୍ଵ ବାୟୁ ପଥକୁ ଗଲେ ସେଠାରୁ ଫୁସ୍‌ଫୁସ୍‌‌କୁ ଯାଇ ବାୟୁ ଥଳୀ ଓ ଫୁସ୍‌ଫୁସ୍‌‌‌ର କୋଷମାନଙ୍କୁ ଆକ୍ରମଣ କରନ୍ତି । <ref name=Gary2010>{{cite book|last=al.]|first=editors, Gary R. Fleisher, Stephen Ludwig ; associate editors, Richard G. Bachur ... [et|title=Textbook of pediatric emergency medicine|year=2010|publisher=Wolters Kluwer/Lippincott Williams & Wilkins Health|location=Philadelphia|isbn=1605471593|pages=914|url=http://books.google.ca/books?id=a7CqcE1ZrFkC&pg=PA914|edition=6th ed.}}</ref> ମିଳିମିଳା ଓ ହର୍‌ପିସ୍ ଭୁତାଣୁ ରକ୍ତ ମାଧ୍ୟମରେ ଫୁସ୍‌ଫୁସ୍‌‌କୁ ଯାଏ । ଫୁସ୍‌ଫୁସ୍‌‌ ସଂକ୍ରମିତ ହେବା ପରେ ବିଭିନ୍ନ ମାତ୍ରାରେ କୋଷ ମୃତ୍ୟୁ ହୁଏ । ପ୍ରତିରୋଧ ବିଭାଗ ପ୍ରତିକ୍ରିୟା କରିବା ପରେ ଆହୁରି ଅଧିକ କୋଷ ମୃତ୍ୟୁ ହୁଏ । ଶ୍ଵେତ ରକ୍ତ କଣିକା ମଧ୍ୟରୁ ମୋନୋନ୍ୟୁକ୍ଲିଆର କୋଷ ଅଧିକ ପ୍ରଦାହ ସୃଷ୍ଟି କରନ୍ତି । ଅନେକ ଭୁତାଣୁ ଫୁସ୍‌ଫୁସ୍‌‌କୁ ଆକ୍ରମଣ କରିବା ସହ ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ଆକ୍ରମଣ କରନ୍ତି । ଭୁତାଣୁ ଶରୀରକୁ ଦୁର୍ବଳ କଲା ପରେ ଜୀବାଣୁ ମଧ୍ୟ ଅତି ସହଜରେ ତାହା ସହ ମିଶି ଆକ୍ରମଣ କରନ୍ତି ।ଏହାକୁ କୋମରବିଡ୍ ଅବସ୍ଥା କହନ୍ତି । <ref name=Viral09>{{cite journal |author=Figueiredo LT |title=Viral pneumonia: epidemiological, clinical, pathophysiological and therapeutic aspects |journal=J Bras Pneumol |volume=35 |issue=9 |pages=899–906 |year=2009 |month=September |pmid=19820817 |doi=10.1590/S1806-37132009000900012}}</ref>
=== ଜୀବାଣୁ ଜନିତ ===
ନାକ ଓ ଗଳାରେ ରହୁଥିବା ଅଧିକାଂଶ ଜୀବାଣୁ ଶୋଷି ହୋଇ ଶ୍ଵାସ ପଥ ଦେଇ ଫୁସ୍‌ଫୁସ୍‌ର ପହଞ୍ଚେ । ଶୋଇଥିବା ଅବସ୍ଥାରେ ସାଧାରଣ ଜନ ସମୁଦାୟର ଅର୍ଦ୍ଧେକ ସଂଖ୍ୟା ଏହି ଉପାୟରେ ସଂକ୍ରମିତ ହୁଅନ୍ତି । ଗଳାରେ ସର୍ବଦା ଜୀବାଣୁ ଥିଲେ ମଧ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ କେତେକ ନିର୍ଦ୍ଦିଷ୍ଟ ସମୟରେ ଓ ଅବସ୍ଥାରେ ରହନ୍ତି । ପ୍ରଦୂଷିତ ବାୟୁ କଣାରେ ଥିବା ଯକ୍ଷ୍ମା ଓ ଲେଜିଓନେଲା ନିମୋଫିଲା ଜୀବାଣୁ ପ୍ରଶ୍ଵାସରେ ପ୍ରବେଶ କରନ୍ତି । ରକ୍ତ ମାଧ୍ୟମରେ ମଧ୍ୟ ଜୀବାଣୁ ବିସ୍ତାର ଲାଭ କରନ୍ତି । ଫୁସ୍‌ଫୁସ୍‌ରେ ପ୍ରବେଶ କରିବା ପରେ ବାୟୁ ଥଳୀ ଓ ଫୁସ୍‌ଫୁସ୍‌ କୋଷ ମଧ୍ୟରେ ଥିବା ସ୍ଥାନରେ ଜୀବାଣୁ ପ୍ରବେଶ କଲେ ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ଦ୍ଵୟ ଏମାନଙ୍କୁ କର୍ତ୍ତବ୍ୟ ଶୁନ୍ୟ କରିବାକୁ ଚେଷ୍ଟା କରନ୍ତି ।<ref>{{cite book|last=Hammer|first=edited by Stephen J. McPhee, Gary D.|title=Pathophysiology of disease : an introduction to clinical medicine|year=2010|publisher=McGraw-Hill Medical|location=New York|isbn=0071621679|pages=Chapter 4|edition=6th ed.}}</ref> ନିଉଟ୍ରୋଫିଲ୍‌ରୁ ନିର୍ଗତ ସାଇଟୋକାଇନ୍ ପ୍ରତିରୋଧ ବିଭାଗକୁ ସକ୍ରିୟ କରନ୍ତି ।<ref name=Fein2006>{{cite book|last=Fein|first=Alan|title=Diagnosis and management of pneumonia and other respiratory infections|year=2006|publisher=Professional Communications|location=Caddo, OK|isbn=1884735630|pages=28–29|url=http://books.google.ca/books?id=hKdcHK719qgC&pg=PA28|edition=2nd ed.}}</ref> ଏହି କାରଣରୁ ଜର, କମ୍ପ ଓ ଥକ୍କା ଲାଗେ । ନିଉଟ୍ରୋଫିଲ୍, ଜୀବାଣୁ ଓ ରକ୍ତ ନଳୀରୁ ନିର୍ଗତ ତରଳ ପଦାର୍ଥ ବାୟୁ ଥଳିରେ ଜମା ହୋଇଯାଏ ଯାହା ଚିତ୍ରରେ ଦର୍ଶାଯାଇଛି ।<ref>{{cite book|last=Kumar|first=Vinay|title=Robbins and Cotran pathologic basis of disease.|year=2010|publisher=Saunders/Elsevier|location=Philadelphia, PA|isbn=1416031219|pages=Chapter 15|edition=8th ed.}}</ref>
== ରୋଗ ନିର୍ଣ୍ଣୟ ==
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି