"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ପରଜୀବୀ: ବିଷୟ ଲେଖାଗଲା
→‎ଅଜ୍ଞାତ କାରଣ: ବିଷୟ ଲେଖାଗଲା
୬୦ କ ଧାଡ଼ି:
ଫୁସ୍‌ଫୁସ୍‌କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍‌କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍‌ମୋଡିଅମ ମାଲେରି । ଚର୍ମ ମାଧ୍ୟମ, ଖାଦ୍ୟ ମାଧ୍ୟମ ଓ କୀଟ ମାଧ୍ୟମରେ ପରଜୀବୀମାନେ ଦେହରେ ପ୍ରବେଶ କରନ୍ତି । ପାରାଗୋନିଅମ୍ ଵେସ୍ଟର୍‌ମାନି ବ୍ୟତୀତ ଅଧିକାଂଶ ପରଜୀବୀ ସିଧା ସଳଖ ଫୁସ୍‌ଫୁସ୍‌କୁ ଆକ୍ରମଣ ନ କରି ଅନ୍ୟ ଅଙ୍ଗ ଆକ୍ରମଣ କରନ୍ତି ଓ ସେଠାରୁ ଏହା ବିସ୍ତାର ହୁଏ । ଆସ୍କାରିସ୍ ଓ ସ୍ଟ୍ରଙ୍ଗିଲଏଡ୍ ଜେନେରା ଦ୍ଵୟ ଇଓସିନିକ ପ୍ରତିକ୍ରିୟା କରିବା ଯୋଗୁ ଇଓସିନୋଫିଲିକ୍ ନିମୋନିଆ ହୁଏ । ମ୍ୟାଲେରିଆରେ ସାଇଟିକାଇନ୍ ଯୋଗୁ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଅନ୍ୟ ଦେଶମାନଙ୍କରୁ ଫେରୁଥିବା ଲୋକମାନେ ଏହି ରୋଗ ବ୍ୟାପିବାରେ ସାହଯ୍ୟ କରନ୍ତି । ଏହି ରୋଗ ପ୍ରତିରୋଧ ଶକ୍ତି ରହିତ ଲୋକମାନଙ୍କ ଠାରେ ଅଧିକ ଦେଖାଯାଏ ।<ref>{{cite journal|last=Vijayan|first=VK|title=Parasitic lung infections.|journal=Current opinion in pulmonary medicine|date=2009 May|volume=15|issue=3|pages=274–82|pmid=19276810}}</ref>
=== ଅଜ୍ଞାତ କାରଣ ===
ଅଣସଂକ୍ରମଣ ନିମୋନିଆ ବା ଇଣ୍ଟର୍‌ସ୍ଟିସିଆଲ୍ ନିମୋନିଆ ଗୋଟିଏ କାରଣ ଜଣା ନ ପଡୁଥିବା ନିମୋନିଆ ରୋଗ ସମଷ୍ଟି ବା ବିସ୍ତାରିତ ଫୁସ୍‌ଫୁସ୍ ରୋଗ ସମଷ୍ଟି । ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍‌ଭିଓଲାର୍ ଡାମେଜ୍, ଅର୍‌ଗାନାଇଜିଙ୍ଗ ନିମୋନିଆ, ନନ୍‌ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ଵାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍‌ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
== ବିକାରି ଶରୀର କ୍ରିୟା(Pathophysiology) ==
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି