"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ନିମୋନିଆ ରୋଗ ବିଷୟରେ ଲେଖା ଆରମ୍ଭ ହେଲା
 
ଆଧାର ଦିଆ ଗଲା ଓ ବନାମ ଶୁଦ୍ଧ କରାଗଲା
୧୮ କ ଧାଡ଼ି:
}}
 
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ ଯାହା ପ୍ରାଥମିକ ଭାବେ ଏହାର ଅଣୁବୀକ୍ଷଣିୟ ବାୟୁ ଥଳିକୁ (Alveolus)<ref name=RespText09>{{cite book|last=McLuckie|first=[editor] A.|title=Respiratory disease and its management|year=2009|publisher=Springer|location=New York|isbn=978-1-84882-094-4|page=51}}</ref><ref name=AcuteCare09>{{cite book |author=Leach, Richard E. |title=Acute and Critical Care Medicine at a Glance |edition=2nd |publisher=Wiley-Blackwell |year=2009 |isbn=1-4051-6139-6 |url= http://books.google.co.uk/books?id=7u_wu5VCsVQC&pg=PT168|accessdate=2011-04-21}}</ref> ଆକ୍ରମଣ କରେ । ସାଧାରଣତଃ ଏହି ରୋଗ ଭୁତାଣୁ ଓ ଜୀବାଣୁ ଦ୍ଵାରା ଏବଂ ଅନ୍ୟ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]] ଦ୍ଵାରା ସଂଘଟିତ ହୁଏ ।<br />
ଏହି ଗୋଗରରୋଗର ଲକ୍ଷଣ ମଧ୍ୟରେ କାଶ, ଛାତି ଯନ୍ତ୍ରଣା, ଜର ଓ ଶ୍ଵାସଶ୍ଵାସକ୍ରିୟାରେ କଷ୍ଟ<ref name="isbn0-8160-6397-4">{{cite book |author=Ashby, Bonnie; Turkington, Carol |title=The encyclopedia of infectious diseases |edition=3rd |publisher=Facts on File |location=New York |year=2007 |origyear= |page= 242|isbn=0-8160-6397-4 |url=http://books.google.co.uk/books?id=4Xlyaipv3dIC&pg=PA242|accessdate=2011-04-21}}</ref> ଅନୁଭବ ଅନ୍ୟତମ । ଏକ୍ସ-ରେ ଓ କଫ ପରୀକ୍ଷା କରି ଏହା ସମ୍ପୁର୍ଣ୍ଣ ରୁପେ ନିଧାର୍ଯ୍ୟ କରାଯାଏ । କେତେକ ପ୍ରକାରର ନିମୋନିଆ ନିମନ୍ତେ ଟିକା ଉପଲବ୍ଧ ଅଛି । ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭରଶୀଳ । ଆଣ୍ଟିବାୟୋଟିକ ଦ୍ଵାରା ଜୀବାଣୁ ଜନିତ ନିମୋନିଆ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ପ୍ରବେଶ କରେଇ ଦିଆଯାଏ । <br />
ପ୍ରତିବର୍ଷ ପ୍ରାୟ ୪୫୦ ନିୟୁତ ଲୋକଙ୍କୁ ନିମୋନିଆ ହୁଏ ଓ ୪ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉନବିଂଶ ଶତାବ୍ଦୀରେ ଉଇଲିୟମ ଅସ୍ଲର ନିମୋନିଆକୁ ମୃତ୍ୟୁର କ୍ୟାପ୍‌ଟେନ୍<ref>{{cite book|last=Osler|first=William|title=Principles and Practice of Medicine, 4th Edition|year=1901|publisher=D. Appleton and Company|location=New York|pages=108|url=http://mcgovern.library.tmc.edu/data/www/html/people/osler/PPM4th/OP400067.htm}}</ref> ନାମରେ ଅଭିହିତ କରିଥିଲେ । ବିଂଶ ଶତାବ୍ଦିରେ ଆଣ୍ଟିବାୟୋଟିକ ଉଦ୍ଭାବନ ପରେ ଏହାର ମୃତ୍ୟୁ ହାରରେ ଉନ୍ନତି ପରିଲକ୍ଷିତ ହେଲା । ଏହା ସତ୍ତ୍ଵେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅତି ସାନ, ବୟୋବୃଦ୍ଧ ଓ ଦୀର୍ଘଦିନର ଅସୁସ୍ଥ ଲୋକଙ୍କର ମୃତ୍ୟୁ ହାରମୃତ୍ୟୁର ଏବେବି ଉଦ୍ବେଗଜନକ ମୂଖ୍ୟ କାରଣ ହାର <ref>{{cite book|last=George|first=Ronald B.|title=Chest medicine : essentials of pulmonary and critical care medicine|year=2005|publisher=Lippincott Williams & Wilkins|location=Philadelphia, PA|isbn=9780781752732|pages=353|url=http://books.google.ca/books?id=ZzlX2zJMbdgC&pg=PA353|edition=5th ed.}}</ref> <br />
== ଚିହ୍ନ ଓ ଲକ୍ଷଣ ==
== ଆଧାର ==
{{ଆଧାର}}
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି