"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଇତିହାସ: ଲେଖାଗଲା ଓ ମେନିଞ୍ଜାଇଟିସ ଲେଖ ସମାପ୍ତ ହେଲା ।
୧୨୮ କ ଧାଡ଼ି:
କିଛି ଲୋକଙ୍କ ମତରେ ଗ୍ରୀକ ଚିକିତ୍ସକ ହିପୋକ୍ରାଟେସ୍ ମେନିଞ୍ଜାଇଟିସ୍ ବିଷୟରେ ଅବଗତ ଥିଲେ । ମେନିଞ୍ଜିଜ୍ମ ବିଷୟରେ ରେନାସାଁ ସମୟର ଚିକିତ୍ସକ ଆଭିସେନାଙ୍କୁ ଜଣା ଥିଲା ।<ref name=Walker>{{cite book |author=Arthur Earl Walker, Edward R. Laws, George B. Udvarhelyi |title=The Genesis of Neuroscience |url=http://books.google.com/?id=UaSaRzw8gYEC&pg=PP1 |year=1998 |publisher=Thieme|isbn=1-879284-62-6 |pages=219–21 |chapter=Infections and inflammatory involvement of the CNS}}</ref> ୧୭୬୮ ମସିହାରେ ଏଡିନ୍‌ବର୍ଗ ଚିକିତ୍ସକ ସାର୍ ରବର୍ଟ ହ୍ୟାଟଙ୍କର( Sir Robert Whytt) ଏକ ମରଣୋତ୍ତର ଆଲେଖ୍ୟରେ ମସ୍ତିଷ୍କର ଡ୍ରପ୍ସି ଲେଖାଯାଇଥିବା ରୋଗ ଯକ୍ଷ୍ମା ମେନିଞ୍ଜାଇଟିସ୍ ଲକ୍ଷଣ ସହ ମେଳ ଖାଉଥିବା ଜଣାଯାଏ । କିନ୍ତୁ ପର ଶତାବ୍ଦି ପର୍ଯ୍ୟନ୍ତ ଯକ୍ଷ୍ମା ଜୀବାଣୁ ସହ ଏହି ରୋଗର ସମ୍ପର୍କ ଜଣା ନ ଥିଲା ।<ref name=Walker/><ref>{{cite book | author=Whytt R | title=Observations on the Dropsy in the Brain | year=1768 | location=Edinburgh | publisher=J. Balfour}}</ref> <br />
ମେନିଞ୍ଜାଇଟିସ୍ ମହାମାରୀ ଏକ ନିକଟ ଅତୀତର ଘଟଣା ।<ref name=Greenwood>{{cite journal |author=Greenwood B |title=100 years of epidemic meningitis in West Africa – has anything changed? |journal=Tropical Medicine & International health: TM & IH |volume=11 |issue=6 |pages=773–80 |year=2006 |month=June |pmid=16771997 |doi=10.1111/j.1365-3156.2006.01639.x |url=http://onlinelibrary.wiley.com/doi/10.1111/j.1365-3156.2006.01639.x/pdf | format = PDF }}</ref> ଜେନେଭାରେ ୧୮୦୫ ମସିହାରେ ହୋଇଥିବା ମହାମାରୀ ବିଷୟରେ ସର୍ବ ପ୍ରଥମ ଲେଖା ଥିବା ଜଣାଯାଏ ।<ref name=Greenwood/><ref>{{cite journal | author=Vieusseux G | year=1806 | title=Mémoire sur le Maladie qui a regne à Génève au printemps de 1805 | journal=Journal de Médecine, de Chirurgie et de Pharmacologie (Bruxelles) | volume=11 | pages=50–53 | language = French }}</ref> ଆଫ୍ରିକାରେ ୧୮୪୦ ମସିହାରେ ପ୍ରଥମେ ଏହି ବିଷୟରେ ଲେଖା ହୋଇଥିଲା । ବିଂଶ ଶତାବ୍ଦୀରେ ୧୯୦୫ ରୁ ୧୯୦୮ ମଧ୍ୟରେ ନାଇଜେରିଆ ଓ ଘାନାରେ ମହାମାରୀ ହୋଇଥିବା ଲିପିବଦ୍ଧ ହୋଇଛି । <br />
ପ୍ରଥମେ ମେନିଞ୍ଜାଇଟିସ୍ ରୋଗ ମେନିଙ୍ଗୋକୋକସ୍ ଜୀବାଣୁ ଦ୍ଵାରା ହେଉଥିବା କଥା ୧୮୮୭ ମସିହାରେ ଅସ୍ଟ୍ରିଆ ଦେଶର ଆନ୍ଟନ ଉଇସେଲ୍‌ବମ୍ ଲେଖିଥିଲେ ।<ref>{{cite journal | author=Weichselbaum A | title=Ueber die Aetiologie der akuten Meningitis cerebro-spinalis | journal=Fortschrift der Medizin | year=1887 | volume=5 | pages=573–583 | language = German }}</ref> ୧୯୦୬ ମସିହାରେ ଏହି ରୋଗର ମୃତ୍ୟୁ ହାର ୯୦% ଥିଲା । ଆମେରିକା ବୈଜ୍ଞାନିକ ସାଇମନ୍ ଫ୍ଲେକ୍ସନର୍ ୧୯୦୬ ମସିହାରେ ଘୋଡାରୁ ଆଣ୍ଟିସେରମ୍ ପ୍ରସ୍ତୁତ କରିବା ପରେ ମେନିଙ୍ଗୋକୋକାଲ ମୃତ୍ୟୁ ଉଲ୍ଲେଖନୀୟ ଭାବରେ କମିଗଲା । ୧୯୪୪ ମସିହାରେ ଉଦ୍ଭାବିତ ପେନିସିଲିନ ଏହା ବିରୁଦ୍ଧରେ କାମ କରୁଥିବା ଜଣାଗଲା ।<ref>{{cite journal | author=Rosenberg DH, Arling PA | title=Penicillin in the treatment of meningitis | journal=[[Journal of the American Medical Association]] | year=1944 | volume=125 | pages=1011–17 | doi=10.1001/jama.1944.02850330009002 | issue=15}} reproduced in {{cite journal |author=Rosenberg DH, Arling PA |title=Penicillin in the treatment of meningitis |journal=[[Journal of the American Medical Association]] |volume=251 |issue=14 |pages=1870–6 |year=1984 |month=April |pmid=6366279 |doi=10.1001/jama.251.14.1870}}</ref> ହେମୋଫାଇଲସ୍ ଟିକା ବିଂଶ ଶତାବ୍ଦୀରେ ଶେଷ ଆଡକୁ ବାହାରିବା ପରେ ଏହି ଜୀବାଣୁ ଜନିତ ରୋଗ ମଧ୍ୟ କମିଗଲା । ସ୍ଟିରଏଡ ଦ୍ଵାରା ଉନ୍ନତି ହେବାର ପ୍ରମାଣ ୨୦୦୨ ମସିହାରେ ପରିଲକ୍ଷିତ ହେଲା ।<ref name=deGans2002/><ref name="CochDex2010" /><ref name=Swartz/>
 
== ଆଧାର ==