"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୮୦ କ ଧାଡ଼ି:
 
==କୋଣାର୍କ ସମ୍ବନ୍ଧରେ ମନ୍ତବ୍ୟ==
[[ଫାଇଲ:Konark Temple.jpg|right|200px|thumb|ରାତିରେ ରୂପସୀ କୋଣାର୍କ]]
{{Rquote|left|"''Here the language of stone surpasses the language of man.''"}}
 
ମନ୍ଦିରର କଳାନୈପୁଣ୍ୟକୁ ଦେଖି ଅନେକ କବି ଏହାର ପ୍ରଶଂସା ନ କରି ରହି ପାରି ନାହାନ୍ତି। ନୋବେଲ ପୁରସ୍କାର ପ୍ରାପ୍ତ କବି [[ରବୀନ୍ଦ୍ରନାଥ ଠାକୁର]] କହିଛନ୍ତି, ‘‘ଏଠାରେ ପଥର ମଣିଷଠାରୁ ଅଧିକ କଥା କହେ।’’
 
{{Rquote|leftcentre|"''Here the language of stone surpasses the language of man.''"}}
[[ଫାଇଲ:Konark Temple.jpg|right|200px|thumb|ରାତିରେ ରୂପସୀ କୋଣାର୍କ]]
 
ପ୍ରଖ୍ୟାତ ହିନ୍ଦୁସ୍ତାନୀ ଗାୟିକା [[ସୁନନ୍ଦା ପଟ୍ଟନାୟକ]] କୋଣାର୍କ ଉପରେ ଏକ ସୁନ୍ଦର ଇଂରାଜୀ କବିତା ଲେଖିଛନ୍ତି। ଏହାର ଓଡ଼ିଆ ଅନୁବାଦ ନିମ୍ନରେ ଦିଆଗଲା।<ref>'''ଓଡ଼ିଆ ପତ୍ରିକା ସଚିତ୍ର ‘‘ବିଜୟା’’ ମାର୍ଚ୍ଚ ୨୦୦୮ – ଅନୁବାଦ ଶ୍ରୀ ସୁନିଲ କୁମାର ପୃଷ୍ଟି''' ପୃଷ୍ଠା:୧୩</ref>