"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ସ୍ଟିରଏଡ୍: ଲେଖାଗଲା
→‎ଭୁତାଣୁ ମେନିଞ୍ଜାଇଟିସ୍: ଓ କବକ ମେନିଞ୍ଜାଇଟିସ୍ ଲେଖାଗଲା
୧୧୩ କ ଧାଡ଼ି:
ସ୍ଵଳ୍ପ ଆୟକାରୀ ଦେଶମାନଙ୍କରେ ଶିଶୁ ଓ ବୟସ୍କମାନଙ୍କର ସ୍ଟିରଏଡ୍ ଉପକାର ଉତ୍ସାହପ୍ରଦ ନୁହେଁ ଯାହାର କାରଣ ଜଣାନାହିଁ ।<ref name=CochDex2010/> ଉଚ୍ଚ ଆୟକାରୀ ଦେଶମାନଙ୍କରେ ମଧ୍ୟ ଆଣ୍ଟିବାୟୋଟିକ ଦେବା ପୂର୍ବରୁ ଦେଲେ ବିଶେଷତଃ ଏଚ୍.ଇନ୍‌ଫ୍ଲୁଏଞ୍ଜି ମେନିଞ୍ଜାଇଟିସରେ ଏହା ଭଲ କାମ କରେ ।<ref name="pmid9302246">{{cite journal |author=McIntyre PB |title=Dexamethasone as adjunctive therapy in bacterial meningitis. A meta-analysis of randomized clinical trials since 1988 |journal=[[Journal of the American Medical Association]] |volume=278 |issue=11 |pages=925–31 |year=1997 |month=September |pmid=9302246 |doi=10.1001/jama.1997.03550110063038 |author-separator=, |author2=Berkey CS |author3=King SM |display-authors=3 |last4=Schaad |first4=U. B. |last5=Kilpi |first5=T. |last6=Kanra |first6=G. Y. |last7=Perez |first7=C. M. O.}}</ref> ଏଚ୍.ଆଇ.ବି. ଟିକା(Haemophilus influenzae type B vaccine) ଦେବା ପରେ ଏହି ରୋଗ ବହୁତ କମିଯାଇଛି । <br />
=== ଭୁତାଣୁ ମେନିଞ୍ଜାଇଟିସ୍ ===
ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ଭଳି ଭୁତାଣୁ ମେନିଞ୍ଜାଇଟିସ ରୋଗ ଏତେ ଭୟାବହ ନୁହେଁ ଓ ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧ ମଧ୍ୟ ବାହାରି ନାହିଁ । ହର୍ପେସ୍ ସିମ୍ପ୍ଲେକ୍ସ ଓ ଭାରିସେଲ୍ଲ ଜୋସ୍ଟର ଭୁତାଣୁ ନିମନ୍ତେ ଆସାଇକ୍ଲୋଭାର ଦିଆଯାଇ ପାରେ, କିନ୍ତୁ ଏହା ଉପକାରୀ ବୋଲି କୌଣସି ଅଧ୍ୟୟନ ହୋଇନାହିଁ । ସାଧାରଣ ରୋଗରେ ରୋଗୀକୁ ଘରେ ରଖି ବିଛଣା-ବିଶ୍ରାମ, ତରଳ ପଦାର୍ଥ ଓ କଷ୍ଟ ନିବାରକ ଔଷଧ ଦେଇ ଚିକିତ୍ସା କରାଯାଇ ପାରେ ।<ref>{{cite web|url=http://www.ninds.nih.gov/disorders/encephalitis_meningitis/detail_encephalitis_meningitis.htm |title=Meningitis and Encephalitis Fact Sheet |publisher=National Institute of Neurological Disorders and Stroke (NINDS) |date=2007-12-11 |accessdate=2009-04-27}}</ref> <br />
=== କବକ ମେନିଞ୍ଜାଇଟିସ୍ ===
କ୍ରିପ୍ଟୋକୋକାଲ୍ ମେନିଞ୍ଜାଇଟିସ୍‌ରେ ଆମ୍ଫୋଟେରିସିନ୍-ବି ଓ ଫ୍ଲୁସିସ୍ଟୋସିନ୍<ref name=BMB/><ref>{{cite journal |author=Gottfredsson M, Perfect JR |title=Fungal meningitis |journal=Seminars in Neurology |volume=20 |issue=3 |pages=307–22 |year=2000 |pmid=11051295| doi = 10.1055/s-2000-9394}}</ref> ଔଷଧ ଉଚ୍ଚ ମାତ୍ରାରେ ଦିଆଯାଏ । ଅନ୍ତଃଖପୁରି ଚାପ ଅଧିକ ହେଲେ ବାରମ୍ଵାର କଟିବେଧନ<ref name=BMB/> କରି ବା କଟି ନଳୀ<ref name=Perfect2010/> ଦେଇ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ କାଢି ଚାପ କମେଇ ଦିଆଯାଏ ।
 
== ଆଧାର ==