"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଟୀକା: ବଦଳରେ ଟିକା ହେବ
→‎ସ୍ଟିରଏଡ୍: ଲେଖାଗଲା
୧୦୯ କ ଧାଡ଼ି:
ଅଧିକ ବୟସର ରୋଗୀ, ମସ୍ତିଷ୍କ ଆଘାତ ଇତିହାସ ଥିବା ରୋଗୀ, ନିକଟ ଅତୀତରେ ମସ୍ତିଷ୍କ ଅପରେଶନ ହୋଇଥିବା ରୋଗୀ କିମ୍ଵା ସେରେବ୍ରାଲ ସଣ୍ଟ ଅପରେଶନ ହୋଇଥିବା ରୋଗୀ ହୋଇଥିଲେ ତାଙ୍କର ଏହି ଇତିହାସକୁ ବିବେଚନା କରି ଅନିର୍ଦ୍ଦିଷ୍ଟ ଔଷଧ ଦିଆଯାଏ । ଯୁବ ପିଲାମାନଙ୍କର, ବୟସ୍କ ଲୋକଙ୍କୁ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ଆମ୍ପିସିଲିନ ଦିଆଯାଏ ଓ ଯାହା ଲିସ୍ଟେରିଆ ମୋନୋସାଇଟୋଜେନିସ୍ ଜୀବାଣୁ ବିରୁଦ୍ଧରେ କାମ କରେ । ସି.ଏସ୍.ଏଫ୍ ପରୀକ୍ଷା ପର ଗ୍ରାମ ସ୍ଟେନ ଫଳ ଓ ସମ୍ଵେଦନଶୀଳ ଔଷଧର ନାମ ଜଣା ପଡିବା ପରେ ସେହି ଅନୁସାରେ ଔଷଧ ବଦଳ କରାଯାଏ । ଆଣ୍ଟିବାୟୋଟିକ କେବଳ ସୁଫଳ ଦେବ, ଏହା ଜଣା ପଡିଲେ ହେବ ନାହିଁ, ତାହା ରକ୍ତ-ମସ୍ତିଷ୍କ ପ୍ରତିରୋଧକୁ ଟପି ଉପଯୁକ୍ତ ପରିମାଣରେ ଯିବାକୁ ସକ୍ଷମ ହେବା ଦରକାର । ଅଧିକାଂଶ ଆଣ୍ଟିବାୟୋଟିକ୍ କେବଳ ଠେକୁଆ ଉପରେ ପରିକ୍ଷିତ ହୋଇଛି, ରୋଗୀ ଉପରେ ନୁହେଁ । ଫୁସଫୁସ ଯକ୍ଷ୍ମା ନିମନ୍ତେ ୬ ମାସ ଔଷଧ ଦେବା ଦରକାର କିନ୍ତୁ ଯକ୍ଷ୍ମା ମେନିଞ୍ଜାଇଟିସ୍ ନିମନ୍ତେ ଏକ ବର୍ଷ ବା ଅଧିକ ସମୟ ଧରି ଔଷଧ ଦିଆଯିବା ଦରକାର । <br />
==== ସ୍ଟିରଏଡ୍ ====
କିଶୋର ଓ ଯୁବାବସ୍ଥାରେ ଉଚ୍ଚ ଆୟକାରୀ ଓ ସ୍ଵଳ୍ପ ଏଚ୍.ଆଇ.ଭି. ଥିବା ସ୍ଥାନମାନଙ୍କରେ ଶ୍ରବଣ ଶକ୍ତି ହ୍ରାସ<ref>{{cite journal |author=van de Beek D|title=Adjunctive dexamethasone in bacterial meningitis: a meta-analysis of individual patient data |journal=Lancet Neurol|volume=9 |issue=3 |pages=254–63 |year=2010 |month=March |pmid=20138011 |pmc=2835871 |doi=10.1016/S1474-4422(10)70023-5|author-separator=, |display-authors=3}}</ref> ଓ ସ୍ଵଳ୍ପ କାଳୀନ ସ୍ନାୟୁଗତ ଉନ୍ନତି<ref name=CochDex2010>{{cite journal|author=Brouwer MC, McIntyre P, de Gans J, Prasad K, van de Beek D |title=Corticosteroids for acute bacterial meningitis|journal=Cochrane Database of Systematic Reviews |volume= |issue=9 |id=CD004405 |year=2010 |pmid=20824838|doi=10.1002/14651858.CD004405.pub3 |editor1-last=Van De Beek |editor1-first=Diederik |pages=CD004405 }}</ref> ନିମନ୍ତେ [[କର୍ଟିକୋସ୍ଟିରଏଡ୍]](ସାଧାରଣତଃ ଡେକ୍ସାମେଥାଜୋନ୍) ଦିଆଯାଏ । କିଛି ଗବେଷଣା ଦ୍ଵାରା ଦେଖାଯାଇଛି ଯେ ମୃତ୍ୟୁ ହାର କମିଛି, କିଛି ଗବେଷଣା ଦର୍ଶାଉଛି ଯେ କମୁନାହିଁ । ଯକ୍ଷ୍ମା ମେନିଞ୍ଜାଇଟିସ୍‌ରେ ବିଶେଷତଃ ଏଚ୍.ଆଇ.ଭି. ନ ଥିଲେ ଏହା ଦ୍ଵାରା ବହୁତ ଉପକାର ହୁଏ ।<ref>{{cite journal|last=Prasad|first=K|coauthors=Singh, MB|title=Corticosteroids for managing tuberculous meningitis.|journal=Cochrane database of systematic reviews (Online)|date=2008 Jan 23|issue=1|pages=CD002244|pmid=18254003|doi=10.1002/14651858.CD002244.pub3}}</ref><br />
ବୈଶୟିକ ମାର୍ଗଦର୍ଶନ ଅନୁସାରେ ପ୍ରଥମ ଆଣ୍ଟିବାୟୋଟିକ ପାନ ପୂର୍ବରୁ ଡେକ୍ସାମେଥାଜୋନ୍ ବା ସେହିଭଳି କୌଣସି ଔଷଧ ଲଗାଏତ ଚାରି ଦିନ ଧରି ଦିଆଯିବା ଦରକାର । ନିମୋକୋକାଲ୍ ମେନିଞ୍ଜାଇଟିସ୍‌ରେ ଅଧିକ ଉପକାର ମୁଳୁଥିଲେ ମଧ୍ୟ ଅନ୍ୟ କୌଣସି ଜୀବାଣୁ ସନ୍ଧାନ ମିଳିଲେ ଔଷଧ ବନ୍ଦ କରିବା ଆବଶ୍ୟକ । <br />
ସ୍ଵଳ୍ପ ଆୟକାରୀ ଦେଶମାନଙ୍କରେ ଶିଶୁ ଓ ବୟସ୍କମାନଙ୍କର ସ୍ଟିରଏଡ୍ ଉପକାର ଉତ୍ସାହପ୍ରଦ ନୁହେଁ ଯାହାର କାରଣ ଜଣାନାହିଁ ।<ref name=CochDex2010/> ଉଚ୍ଚ ଆୟକାରୀ ଦେଶମାନଙ୍କରେ ମଧ୍ୟ ଆଣ୍ଟିବାୟୋଟିକ ଦେବା ପୂର୍ବରୁ ଦେଲେ ବିଶେଷତଃ ଏଚ୍.ଇନ୍‌ଫ୍ଲୁଏଞ୍ଜି ମେନିଞ୍ଜାଇଟିସରେ ଏହା ଭଲ କାମ କରେ ।<ref name="pmid9302246">{{cite journal |author=McIntyre PB |title=Dexamethasone as adjunctive therapy in bacterial meningitis. A meta-analysis of randomized clinical trials since 1988 |journal=[[Journal of the American Medical Association]] |volume=278 |issue=11 |pages=925–31 |year=1997 |month=September |pmid=9302246 |doi=10.1001/jama.1997.03550110063038 |author-separator=, |author2=Berkey CS |author3=King SM |display-authors=3 |last4=Schaad |first4=U. B. |last5=Kilpi |first5=T. |last6=Kanra |first6=G. Y. |last7=Perez |first7=C. M. O.}}</ref> ଏଚ୍.ଆଇ.ବି. ଟିକା(Haemophilus influenzae type B vaccine) ଦେବା ପରେ ଏହି ରୋଗ ବହୁତ କମିଯାଇଛି । <br />
=== ଭୁତାଣୁ ମେନିଞ୍ଜାଇଟିସ୍ ===
 
== ଆଧାର ==