"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
→ଜୀବାଣୁ ଜନିତ ମେନିଞ୍ଜାଇଟିସ୍: ଆଣ୍ଟିବାୟୋଟିକ ବିଷୟ ଲେଖାଗଲା |
→ଟୀକା: ବଦଳରେ ଟିକା ହେବ |
||
୯୪ କ ଧାଡ଼ି:
===ବ୍ୟବହାରିକ ===
ଜୀବାଣୁ ଓ ଭୁତାଣୁ ଜନିତ ମେନିଞ୍ଜାଇଟିସ୍ ରୋଗ ଡେଇଁ ପାରେ କିନ୍ତୁ ଏହା ସର୍ଦ୍ଦି ବା ଫ୍ଲୁ ଭଳି ଏତେଟା ଡିଏଁନି ।<ref name="CDCtransmission">{{cite web |url= http://www.cdc.gov/meningitis/about/transmission.html |title=CDC – Meningitis: Transmission |publisher=[[Centers for Disease Control and Prevention]] (CDC) | date = August 6, 2009 |accessdate=18 June 2011}}</ref> କାଶିବା, ଛିଙ୍କିବା, ଚୁମ୍ଵନ ଦେବା ଭଳି କାମରେ ଅତି ପାଖରେ ଥିବାରୁ ଶ୍ଵାସ ନିର୍ଗତ ଅତି ସୁକ୍ଷ୍ମ କଣିକା ସହଜରେ ଜଣକଠାରୁ ଆଉ ଜଣକ ପାଖକୁ ଡେଇଁ ପାରେ କିନ୍ତୁ କେବଳ ରୋଗୀ ପାଖରେ ରହିଲେ ଏହା ଡିଏଁ ନାହିଁ ।<ref name="CDCtransmission"/> [[ଏଣ୍ଟେରୋ ଭୁତାଣୁ]] ଦ୍ଵାରା ହେଉଥିବା ମେନିଞ୍ଜାଇଟିସ୍ ମଳ ପ୍ରଦୁଷଣ ଦ୍ଵାରା ହୁଏ ।<ref name="CDCtransmission"/> ନିଜର ଚାଲି ଚଳନ ଓ ବ୍ୟବହାର ବଦଳେଇଲେ କେତେକ ମେନିଞ୍ଜାଇଟିସ୍ ନିବାରଣ କରି ହେବ ।
===
୧୯୮୦ ମସିହାଠାରୁ ଅନେକ ଦେଶ ପିଲା ବେଳେ ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଟାଇପ୍ ବି
ନିମୋକୋକାଲ୍ କଞ୍ଜୁଗେଟ ଭାକ୍ସିନ୍ (PCV)
=== ଆଣ୍ଟିବାୟୋଟିକ୍ସ ===
|