"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଚିକିତ୍ସା: ଲେଖାଗଲା
→‎ଜୀବାଣୁ ଜନିତ ମେନିଞ୍ଜାଇଟିସ୍: ଆଣ୍ଟିବାୟୋଟିକ ବିଷୟ ଲେଖାଗଲା
୧୦୪ କ ଧାଡ଼ି:
ଶ୍ଵାସକ୍ରିୟା ବେଠିକ୍ ଥିଲେ ଓ ଚେତନ ଅବସ୍ଥା କମ ଥିଲେ ମେକାନିକାଲ୍ ଭେଣ୍ଟିଲେଟର ଆବଶ୍ୟକ ହୁଏ । ଖପୁରି ଭିତର ଚାପ ଅଧିକ ଥିଲେ ସର୍ବଦା ନିୟନ୍ତ୍ରଣ କରି ଚାପ କମେଇବା ନିମନ୍ତେ ମାନିଟଲ ଭଳି ଔଷଧ ଦିଆଯାଏ । ବାତ ନିରୋଧକ ଔଷଧ ଆବଶ୍ୟକ ସ୍ଥଳେ ଦିଆଯାଏ । [[ଜଳଶୀର୍ଷ]] ବା [[ହାଇଡ୍ରୋକେଫାଲସ୍]] ଥିଲେ [[ସେରେବ୍ରାଲ୍ ସଣ୍ଟ]] ଦିଆଯାଏ । <br />
=== ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ===
==== ଆଣ୍ଟିବାୟୋଟିକ୍ ====
[[File:Ceftriaxone structure.png|thumb|right|ସେଫାଲୋସ୍ପୋରିନ ଦଳର ୩ୟ ପିଢିର ଔଷଧ ସେଫ୍‌ଟ୍ରାଇଆକ୍‌ସନ୍ ଔଷଧର ସଂଗଠନିକ ଫର୍ମୁଲା । ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ରୋଗର ପ୍ରାରମ୍ଭରେ ଏହା ଦିଆଯାଏ ।]]
ଏହି ରୋଗ ସନ୍ଦେହ ହେବା ମାତ୍ରେ ନିଧାର୍ଯ୍ୟ କାରକ ପରୀକ୍ଷା ଫଳକୁ ଅପେକ୍ଷା ନ କରି ରୋଗୀକୁ ଅନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍ (Empirical antibiotics) ଦିଆଯାଏ । ସ୍ଥାନ ଅନୁଯାୟୀ ଆଣ୍ଟିବାୟୋଟିକ ଅଲଗା ଅଲଗା ଦିଆଯାଉଛି । ଆରମ୍ଭରେ ଇଂଲଣ୍ଡରେ ସେଫୋଟାକ୍ସିମ୍ କିମ୍ଵା ସେଫ୍‌ଟ୍ରାଇଆକ୍‌ସନ୍ ଦିଆଯାଏ । ଆମେରିକାରେ ସ୍ଟ୍ରେପ୍ଟୋକୋକାଇ ପ୍ରତିରୋଧ ଯୋଗୁ ଭାନ୍‌କୋମାଇସିନ୍ ଯୋଗ କରି ଦିଆଯାଉଛି । ଆମ୍ପିସିଲିନ୍ ଓ କ୍ଲୋରାମ୍ଫେନିକଲ୍ ମିଶି ଭଲ କାମ କରୁଛି ।<ref>{{cite journal|last=Prasad|first=K|coauthors=Kumar, A; Gupta, PK; Singhal, T|title=Third generation cephalosporins versus conventional antibiotics for treating acute bacterial meningitis.|journal=Cochrane database of systematic reviews (Online)|date=2007 Oct 17|issue=4|pages=CD001832|pmid=17943757|doi=10.1002/14651858.CD001832.pub3}}</ref> <br />
ଅଧିକ ବୟସର ରୋଗୀ, ମସ୍ତିଷ୍କ ଆଘାତ ଇତିହାସ ଥିବା ରୋଗୀ, ନିକଟ ଅତୀତରେ ମସ୍ତିଷ୍କ ଅପରେଶନ ହୋଇଥିବା ରୋଗୀ କିମ୍ଵା ସେରେବ୍ରାଲ ସଣ୍ଟ ଅପରେଶନ ହୋଇଥିବା ରୋଗୀ ହୋଇଥିଲେ ତାଙ୍କର ଏହି ଇତିହାସକୁ ବିବେଚନା କରି ଅନିର୍ଦ୍ଦିଷ୍ଟ ଔଷଧ ଦିଆଯାଏ । ଯୁବ ପିଲାମାନଙ୍କର, ବୟସ୍କ ଲୋକଙ୍କୁ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ଆମ୍ପିସିଲିନ ଦିଆଯାଏ ଓ ଯାହା ଲିସ୍ଟେରିଆ ମୋନୋସାଇଟୋଜେନିସ୍ ଜୀବାଣୁ ବିରୁଦ୍ଧରେ କାମ କରେ । ସି.ଏସ୍.ଏଫ୍ ପରୀକ୍ଷା ପର ଗ୍ରାମ ସ୍ଟେନ ଫଳ ଓ ସମ୍ଵେଦନଶୀଳ ଔଷଧର ନାମ ଜଣା ପଡିବା ପରେ ସେହି ଅନୁସାରେ ଔଷଧ ବଦଳ କରାଯାଏ । ଆଣ୍ଟିବାୟୋଟିକ କେବଳ ସୁଫଳ ଦେବ, ଏହା ଜଣା ପଡିଲେ ହେବ ନାହିଁ, ତାହା ରକ୍ତ-ମସ୍ତିଷ୍କ ପ୍ରତିରୋଧକୁ ଟପି ଉପଯୁକ୍ତ ପରିମାଣରେ ଯିବାକୁ ସକ୍ଷମ ହେବା ଦରକାର । ଅଧିକାଂଶ ଆଣ୍ଟିବାୟୋଟିକ୍ କେବଳ ଠେକୁଆ ଉପରେ ପରିକ୍ଷିତ ହୋଇଛି, ରୋଗୀ ଉପରେ ନୁହେଁ । ଫୁସଫୁସ ଯକ୍ଷ୍ମା ନିମନ୍ତେ ୬ ମାସ ଔଷଧ ଦେବା ଦରକାର କିନ୍ତୁ ଯକ୍ଷ୍ମା ମେନିଞ୍ଜାଇଟିସ୍ ନିମନ୍ତେ ଏକ ବର୍ଷ ବା ଅଧିକ ସମୟ ଧରି ଔଷଧ ଦିଆଯିବା ଦରକାର । <br />
==== ସ୍ଟିରଏଡ୍ ====
 
== ଆଧାର ==