"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଟୀକା
ଟିକେ →‎ଟୀକା
୯୬ କ ଧାଡ଼ି:
=== ଟୀକା ===
୧୯୮୦ ମସିହାଠାରୁ ଅନେକ ଦେଶ ପିଲା ବେଳେ ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଟାଇପ୍ ବି ଟୀକା ଦେଇ ଏହି ଜୀବାଣୁ ଜନିତ ରୋଗକୁ ପ୍ରାୟ ନିପାତ କରିଛନ୍ତି । ଏହି ଟୀକା କିନ୍ତୁ ଅତି ଦାମିକା । ମମ୍ପ୍ସ୍ ଟୀକା ଦ୍ଵାରା ମଧ୍ୟ ଏହି ରୋଗ ହାରରେ ଅବନତି ଘଟିଛି । <br />
ନିମୋକୋକାଲ୍ କଞ୍ଜୁଗେଟ ଭାକ୍ସିନ୍ (PCV) ଟୀକା ଦେବା ଦ୍ଵାରା ଏହି ଜୀବାଣୁର ସାତ ପ୍ରକାରର ସେରୋଟାଇପ୍ ବିରୁଦ୍ଧରେ କାମ ଦିଏ ଏ ରୋଗ ସଂଖ୍ୟା କମେଇ ଦିଏ ।<ref name=SegalPollard/><ref name=Weisfelt>{{cite journal |author=Weisfelt M, de Gans J, van der Poll T, van de Beek D |title=Pneumococcal meningitis in adults: new approaches to management and prevention |journal=Lancet Neurol |volume=5 |issue=4 |pages=332–42 |year=2006 |month=April |pmid=16545750 |doi=10.1016/S1474-4422(06)70409-4}}</ref> ଅପରେଶନ୍ ଦ୍ଵାରା ପ୍ଲିହା କଢାଯାଇଥିବା ଲୋକଙ୍କୁ ନିମୋକୋକାଲ୍ ପଲିସାକାରାଇଡ୍ ଟୀକା ଦିଆଯାଏ ଯାହା ୨୩ଟି ସ୍ଟ୍ରେନ ବିରୁଦ୍ଧରେ କାମ କରେ କିନ୍ତୁ ସବୁ ସ୍ଟ୍ରେନ୍ ସମାନ ଭାବରେ ପ୍ରତିକ୍ରିୟା କରନ୍ତି ନାହିଁ, ବିଶେଷତଃ ପିଲାମାନଙ୍କଠାରେ ।<ref name=Weisfelt/> ପିଲାମାନେ ନେଉଥିବା [[ବି.ସି.ଜି.]] ଟୀକା ଦ୍ଵାରା ଯକ୍ଷ୍ମା ମେନିଞ୍ଜାଇଟିସ୍ ହାର ବହୁତ କମି ଯାଇଛି, କିନ୍ତୁ ବୟଷ୍କମାନେ କିଛି ଉପକୃତ ହେଉ ନାହାନ୍ତି । ଏଥି ନିମନ୍ତେ ଉତ୍ତମ ଟୀକା ସନ୍ଧାନ ଚାଲିଛି ।
 
=== ଆଣ୍ଟିବାୟୋଟିକ୍ସ ===