"ମେନିଞ୍ଜାଇଟିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ନିବାରଣ: ସମାପ୍ତ ହେଲା
ଟିକେ →‎ଟୀକା
୯୬ କ ଧାଡ଼ି:
=== ଟୀକା ===
୧୯୮୦ ମସିହାଠାରୁ ଅନେକ ଦେଶ ପିଲା ବେଳେ ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଟାଇପ୍ ବି ଟୀକା ଦେଇ ଏହି ଜୀବାଣୁ ଜନିତ ରୋଗକୁ ପ୍ରାୟ ନିପାତ କରିଛନ୍ତି । ଏହି ଟୀକା କିନ୍ତୁ ଅତି ଦାମିକା । ମମ୍ପ୍ସ୍ ଟୀକା ଦ୍ଵାରା ମଧ୍ୟ ଏହି ରୋଗ ହାରରେ ଅବନତି ଘଟିଛି । <br />
ନିମୋକୋକାଲ୍ କଞ୍ଜୁଗେଟ ଭାକ୍ସିନ୍ (PCV) ଟୀକା ଦେବା ଦ୍ଵାରା ଏହି ଜୀବାଣୁର ସାତ ପ୍ରକାରର ସେରୋଟାଇପ୍ ବିରୁଦ୍ଧରେ କାମ ଦିଏ ଏ ରୋଗ ସଂଖ୍ୟା କମେଇ ଦିଏ ।<ref name=SegalPollard/><ref name=Weisfelt>{{cite journal |author=Weisfelt M, de Gans J, van der Poll T, van de Beek D |title=Pneumococcal meningitis in adults: new approaches to management and prevention |journal=Lancet Neurol |volume=5 |issue=4 |pages=332–42 |year=2006 |month=April |pmid=16545750 |doi=10.1016/S1474-4422(06)70409-4}}</ref> ଅପରେଶନ୍ ଦ୍ଵାରା ପ୍ଲିହା କଢାଯାଇଥିବା ଲୋକଙ୍କୁ ନିମୋକୋକାଲ୍ ପଲିସାକାରାଇଡ୍ ଟୀକା ଦିଆଯାଏ ଯାହା ୨୩ଟି ସ୍ଟ୍ରେନ ବିରୁଦ୍ଧରେ କାମ କରେ କିନ୍ତୁ ସବୁ ସ୍ଟ୍ରେନ୍ ସମାନ ଭାବରେ ପ୍ରତିକ୍ରିୟା କରନ୍ତି ନାହିଁ, ବିଶେଷତଃ ପିଲାମାନଙ୍କଠାରେ ।<ref name=Weisfelt/> ପିଲାମାନେ ନେଉଥିବା [[ବି.ସି.ଜି.]] ଟୀକା ଦ୍ଵାରା ଯକ୍ଷ୍ମା ମେନିଞ୍ଜାଇଟିସ୍ ହାର ବହୁତ କମି ଯାଇଛି, କିନ୍ତୁ ବୟଷ୍କମାନେ କିଛି ଉପକୃତ ହେଉ ନାହାନ୍ତି । ଏଥି ନିମନ୍ତେ ଉତ୍ତମ ଟୀକା ସନ୍ଧାନ ଚାଲିଛି ।<ref name=SegalPollard/> <br />
 
=== ଆଣ୍ଟିବାୟୋଟିକ୍ସ ===
ସ୍ଵଳ୍ପ କାଳୀନ ପ୍ରତିରୋଧ ନିମନ୍ତେ ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍‌ରେ ଆଣ୍ଟିବାୟୋଟିକ୍ ଦିଆଯାଏ । ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ରିଫାମ୍ପିସିନ୍, ସିପ୍ରୋଫ୍ଲୋକ୍ସାସିନ୍ କିମ୍ଵା ସେଫ୍‌ଟ୍ରିଆକ୍‌ସନ୍ ଦିଆଯାଏ, କିନ୍ତୁ ଏହାର କୌଣସି ଦୀର୍ଘ କାଳୀନ ଭବିଷ୍ୟତ ଉପକାର ନାହିଁ ।<ref name=EFNS/><ref name=Zal2011>{{cite journal|last=Zalmanovici Trestioreanu|first=A|coauthors=Fraser, A; Gafter-Gvili, A; Paul, M; Leibovici, L|title=Antibiotics for preventing meningococcal infections.|journal=Cochrane database of systematic reviews (Online)|date=2011 Aug 10|issue=8|pages=CD004785|pmid=21833949|doi=10.1002/14651858.CD004785.pub4}}</ref> କିଛି ଦିନର ରିଫାମ୍ପିସିନ୍‌ର ବ୍ୟବହାର ପରେ ଏହି ଔଷଧର ପ୍ରତିରୋଧ ଶକ୍ତି ଆସିଯାଏ ଓ ଅନ୍ୟ ଔଷଧ ଆବଶ୍ୟକ ହୁଏ ।<ref name=Zal2011/> ବେସିଲାର ଖପୁରି ଭଗ୍ନ ଥିଲେ ବା ସି.ଏସ୍.ଏଫ୍. ବୋହି ଯାଉଥିଲେ ବାରମ୍ଵାର ଆଣ୍ଟିବାୟୋଟିକ ଦିଆଯାଏ, କିନ୍ତୁ ଏହାର ଉପକାରୀତା ବା ଅପକାରୀତା ବିଷୟରେ କୌଣସି ବିଶେଷ ପ୍ରମାଣ ନାହିଁ ।