"ହେମନ୍ତ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଆଧାର
୧୭ କ ଧାଡ଼ି:
 
== ସିନେମା ଜୀବନ ==
୧୯୫୪ ମସିହାରେ ପ୍ରଥମେ ଗୌର ଘୋଷଙ୍କ [[ଭାଇ ଭାଇ]] ଚଳଚ୍ଚିତ୍ରରେ ଅଭିନୟ କରି ସେ ପ୍ରାୟ ୪୦ଟି [[ଓଡ଼ିଆ ଭାଷା|ଓଡ଼ିଆ]], [[ହିନ୍ଦୀ ଭାଷା|ହିନ୍ଦୀ]] ଓ ବଙ୍ଗଳା ସିନେମାରେ ଅଭିନୟ କରିଅଛନ୍ତି ୤ ସେ ତ୍ରିମୂର୍ତ୍ତି ଛଦ୍ମ ନାମରେ ନିର୍ଦ୍ଦେଶନା ଦେଉଥିଲେ ୤ [[ଫକିର ମୋହନ ସେନାପତି|ଫକୀର ମୋହନ]]ଙ୍କ ବହୁଚର୍ଚ୍ଚିତ ପେଟେଣ୍ଟ ମେଡ଼ିସିନକୁ ନେଇ ‘ସୁଲୋଚନା’ ନାମରେ କରୁଥିବା ଚଳଚ୍ଚିତ୍ରଟିକୁ ସମ୍ପୁର୍ଣ୍ଣ କରିବା ତାଙ୍କର ଶେଷ ଲକ୍ଷ ଥିଲା ।<ref>{{cite web |url= http://articles.timesofindia.indiatimes.com/2010-04-27/bhubaneswar/28114252_1_oriya-banki-film |title=Actor Hemant Das breathes his last - Times Of India |first= |last= |work=indiatimes.com|quote=His last wish was to complete the movie Sulochana' based on Fakir Mohan Senapati's famous story Patent Medicine'. |accessdate=17 December 2012}}</ref>
=== ନିର୍ଦ୍ଦେଶିତ ସିନେମା ===
* [[ଯାଯାବର (୧୯୭୫ର ସିନେମା)|ଯାଯାବର]]
 
=== ଅଭିନୀତ ସିନେମା ===
* ଶୋଧ (ସ୍ବର୍ଣ୍ଣକମଳସ୍ଵର୍ଣ୍ଣକମଳ ପୁରସ୍କାର ପ୍ରାପ୍ତ [[ହିନ୍ଦୀ ଭାଷା|ହିନ୍ଦୀ]] ଚଳଚ୍ଚିତ୍ର)
* ଅକୁହା କଥା (୧୯୯୪)
* କିଛି ସ୍ମୃତି କିଛି ଅନୁଭୂତି (୧୯୮୮)
୫୭ କ ଧାଡ଼ି:
* [[ଶେଷ ଶ୍ରାବଣ]] (୧୯୭୬)
* [[ଯାଯାବର (୧୯୭୫ର ସିନେମା)|ଯାଯାବର]](୧୯୭୫)
* [[ମା (୧୯୫୯ର ସିନେମା)|ମା]] (୧୯୫୯)
* [[ମା]]
* [[ଭାଇ ଭାଇ]] (୧୯୫୬)
 
== ପୁରସ୍କାର ==
* ଜୟଦେବ ପୁରସ୍କାର - ୧୯୯୧ ମସିହା ପାଇଁ ରାଜ୍ୟସରକାରଙ୍କ ପାଇଛନ୍ତି ୤
* ସ୍ବତନ୍ତ୍ରସ୍ଵତନ୍ତ୍ର ଜୁରି ପୁରସ୍କାର-୧୯୮୮ (କିଛି ସ୍ମୃତି କିଛି ଅନୁଭୂତି)
* ରାଜ୍ୟ ସରକାରଙ୍କ ପୁରସ୍କାର- ୧୯୮୪ (ଦଣ୍ଡା ବାଳୁଙ୍ଗା) ଓ ୧୯୮୦ (ମା ଓ ମମତା)
 
== ଆଧାର ==
== ଦ୍ରଷ୍ଟବ୍ୟ ==
{{ଆଧାର}}
 
==ଅଧିକ ତଥ୍ୟ ==
* {{IMDb name|1866015}}
 
== ବାହାର ଲିଙ୍କ ==
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Das, Hemanta