"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଅଧିକ ତଥ୍ୟ
୬ କ ଧାଡ଼ି:
ମାର୍ଗଶିର ମାସଟି ଏକ ପ୍ରାଚୁର୍ଯ୍ୟର ମାସ । ନୂଆ ଫସଲ, ଅର୍ଥାତ୍ ଧାନ ଫସଲ ଅମଳର ମାସ । ମୁଣ୍ଡଝାଳ ତୁଣ୍ଡରେ ମାରି, ଦେହର ରକ୍ତକୁ ପାଣିକରି, ଖରାବର୍ଷା ସହି ଚାଷୀ ବର୍ଷସାରା କ୍ଷେତରେ ଯେଉଁ ହାଡଭଙ୍ଗା ପରିଶ୍ରମ କରିଥାଏ, ସେହି ପରିଶ୍ରମର ଫଳସ୍ୱରୂପ ନୂଆ ଫସଲ ଆମଦାନୀ କରି ଆନନ୍ଦ ଉଲ୍ଲସିତ ହୁଏ । ଏଇ ମାସରେ ହିଁ ପ୍ରଥମ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣେ I ଅମଳ ପରେ ଖଳାରେ ସେହି ସ୍ତୁପିକୃତ ଧାନକୁ ଦେଖି ଅନ୍ନ ଓ ଧନର ଦେବୀ ମା'ଲକ୍ଷ୍ମୀଙ୍କର ଆଶିଷ ବୋଲି ଭାବେ ।
<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref>
==ପୂଜାବିଧି==
==ପୂଜାବିଧି== ଅମଳ ହୋଇଥିବା ଫସଲରୁ ଶୁକ୍ଳବର୍ଣ୍ଣ ଧାନ ଆଣି ନୂଆ [[ଗୌଣି]] (ବେତରେ ନିର୍ମିତ ଧାନମପା ପାତ୍ର)ରେ ବା ଖଟୁଲିରେ ରଖି ଧାନପେଣ୍ଡା ବା କେଣ୍ଡାକୁ ବେଣୀ ବା ବେଣ୍ଟିକରି ଥୋଇ ପୂଜା କରାଯାଏ ।
ଓଷାର ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କ ପୂଜାରେ ଲାଗିପଡନ୍ତି ।
 
==ପୂଜାବିଧି== ଅମଳ ହୋଇଥିବା ଫସଲରୁ ଶୁକ୍ଳବର୍ଣ୍ଣ ଧାନ ଆଣି ନୂଆ [[ଗୌଣି]] (ବେତରେ ନିର୍ମିତ ଧାନମପା ପାତ୍ର)ରେ ବା ଖଟୁଲିରେ ରଖି ଧାନପେଣ୍ଡା ବା କେଣ୍ଡାକୁ ବେଣୀ ବା ବେଣ୍ଟିକରି ଥୋଇ ପୂଜା କରାଯାଏ ।
ରଙ୍ଗୀନ ପାଟଲୁଗାରେ ସେହି ଗୌଣି ବା ଖଟୁଲିକୁ ବୋହୂ ଭଳି ସଜାଇ ଆଖୁ, ମୂଳା, [[କଦଳୀ]], ଛେନା, [[ନଡ଼ିଆ]] ଭୋଗ କରାଯାଏ । [[ଚାଉଳ|ଅରୁଆ ଚାଉଳକୁ]] ବାଟି ଖଟୁଲି, ଦେବୀ ସ୍ଥାପନ ସ୍ଥାନ ଓ ଘର ଦୁଆରମାନଙ୍କରେ [[ଝୋଟି ଚିତା]] ପକାଯାଏ ।<ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref> ଧୂପଦୀପାଦି ସହ ସୁସ୍ୱାଦୁ ବ୍ୟଞ୍ଜନ ନୈବେଦ୍ୟ ବଢାଯାଏ ।