"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
ଅଧିକ ତଥ୍ୟ
୧ କ ଧାଡ଼ି:
{{ଛୋଟ|Manabasa}}
[[ଫାଇଲ:Jhoti.JPG|thumb|ମାଣବସା ଗୁରୁବାର ଓଷାରେ କଳସିରେ ଅଙ୍କିତ ଝୋଟିଚିତା]] '''ମାଣବସା ଗୁରୁବାର ଓଷା''' ବା ''ମାଣବସା''ରେ ମା'ଲକ୍ଷ୍ମୀଙ୍କୁ ଗୃହରେ ଧନସମ୍ପତ୍ତିଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ମାର୍ଗଶିର ମାସ ମା'ଙ୍କର ପ୍ରିୟ ମାସ । ଏହିମାସ ଆସିଲେ ପ୍ରତ୍ୟେକ ଓଡିଆ ହିନ୍ଦୁନାରୀ ଭକ୍ତିର ସହିତ ଏହି ଓଷା ପାଳନ କରିଥାନ୍ତି । ଏହିପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପାଞ୍ଚଗୁରୁବାର ପାଳନ କେବଳ ଓଡିଆ ଜାତିରେ ପ୍ରଚଳିତ । ଏହି ପୂଜା କାଳରେ [[ବଳରାମ ଦାସ]]ଙ୍କ [[ଲକ୍ଷ୍ମୀ ପୁରାଣ]]ର ପଦାବଳୀ ପାଠ କରାଯାଇଥାଏ ।<ref>Mansingha,Mayadhar (1962) ''History of Oriya literature'' Sahitya Akademi, New Delhi,</ref>
[[ମାର୍ଗଶିର]] ମାସରେ ପ୍ରତି ଓଡ଼ିଆ ପୂଜା ଘରେ ଧାନ ମେଣ୍ଟା ବା ଧାନବେଣୀ ଶୋଭା ପାଇଥାଏ । ମା' [[ଲକ୍ଷ୍ମୀ|ଲକ୍ଷ୍ମୀଙ୍କର]] ପୂଜା ପାଇଁ ଧାନଧାନକେଣ୍ଡା କୁ ଗୁନ୍ଥି ଏହି ମେଣ୍ଟା ତିଆରିବା କରବେଣୀ ଯାଏତିଆରି । ଏହି ଧାନ ମେଣ୍ଟା ମା' ଲକ୍ଷ୍ମୀଙ୍କର ପ୍ରତୀକ ଭାବରେ ପୂଜା ହୁଏକରାଯାଏ
[[File:Dhana Menta.JPG|thumb|ଧାନ ମେଣ୍ଟା/ ଧାନ ଗହଣି]]
 
ମାର୍ଗଶିର ମାସଟି ଏକ ପ୍ରାଚୁର୍ଯ୍ୟର ମାସ । ନୂଆ ଫସଲ, ଅର୍ଥାତ୍ ଧାନ ଫସଲ ଅମଳର ମାସ । ମୁଣ୍ଡଝାଳ ତୁଣ୍ଡରେ ମାରି, ଦେହର ରକ୍ତକୁ ପାଣିକରି, ଖରାବର୍ଷା ସହି ଚାଷୀ ବର୍ଷସାରା କ୍ଷେତରେ ଯେଉଁ ହାଡଭଙ୍ଗା ପରିଶ୍ରମ କରିଥାଏ, ସେହି ପରିଶ୍ରମର ଫଳସ୍ୱରୂପ ନୂଆ ଫସଲ ଆମଦାନୀ କରି ଆନନ୍ଦ ଉଲ୍ଲସିତ ହୁଏ । ଏଇ ମାସରେ ହିଁ ପ୍ରଥମ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣେ I ଅମଳ ପରେ ଖଳାରେ ସେହି ସ୍ତୁପିକୃତ ଧାନକୁ ଦେଖି ଅନ୍ନ ଓ ଧନର ଦେବୀ ମା'ଲକ୍ଷ୍ମୀଙ୍କର ଆଶିଷ ବୋଲି ଭାବେ ।
ମାର୍ଗଶିର ମାସ ଗୁରୁବାର ଦିନ [[ମାଣ]] ବସେ, ଧାନମାଣର ପୂଜା ପ୍ରତ୍ୟେକ ହିନ୍ଦୁଘରେ ଅନୁଷ୍ଠିତ ହୋଇଥାଏ ।<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref> ଏହା ହିଁ ଲକ୍ଷ୍ମୀପୂଜା- ଆଚାଣ୍ଡାଳ ବ୍ରାହ୍ମଣ, ପ୍ରତ୍ୟେକଙ୍କ ଘରେ ମାର୍ଗଶିର ମାସ ଗୁରୁବାର ଦିନ ମା’ ଲକ୍ଷ୍ମୀଙ୍କର ଆବାହନ ଓ ପୂଜା ଆରାଧନା କରାଯାଇଥାଏ । ଅମଳ ହୋଇଥିବା ଫସଲରୁ ଶୁକ୍ଳବର୍ଣ୍ଣ ଧାନ ଆଣି ନୂଆ [[ଗୌଣି]] (ବେତରେ ନିର୍ମିତ ଧାନମପା ପାତ୍ର)ରେ ବା ଖଟୁଲିରେ ରଖି ଧାନପେଣ୍ଡା ବା କେଣ୍ଡାକୁ ବେଣୀ ବା ବେଣ୍ଟିକରି ଥୋଇ ପୂଜା କରାଯାଏ ।
ରଙ୍ଗୀନ ପାଟଲୁଗାରେ ସେହି ଗୌଣି ବା ଖଟୁଲିକୁ ବୋହୂ ଭଳି ସଜାଇ ଆଖୁ, ମୂଳା, [[କଦଳୀ]], ଛେନା, [[ନଡ଼ିଆ]] ଭୋଗ କରାଯାଏ । [[ଚାଉଳ|ଅରୁଆ ଚାଉଳକୁ]] ବାଟି ଖଟୁଲି, ଦେବୀ ସ୍ଥାପନ ସ୍ଥାନ ଓ ଘର ଦୁଆରମାନଙ୍କରେ [[ଝୋଟି ଚିତା]] ପକାଯାଏ ।<ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref> ଧୂପଦୀପାଦି ସହ ସୁସ୍ୱାଦୁ ବ୍ୟଞ୍ଜନ ନୈବେଦ୍ୟ ବଢାଯାଏ ।