୯୫
ଗୋଟି ସମ୍ପାଦନା
(ନୁଆ ପୃଷ୍ଠା(http://or.wikipedia.org/s/cvi)) |
(କିଛି ସଂଶୋଧନ କଲି ଆଉ ଛବି ଯୋଡିଲି) |
||
ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ [[ତନ୍ତୁ]] । ଏହାର ଅନ୍ତର୍ଗତ [[ଜୀବକୋଷ]]ଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ଵାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗ ରେ ପାର୍ଥକ୍ୟ ଦେଖାଯାଇଥାଏ । [[ଅଣୁବୀକ୍ଷଣ]] ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।<br />
[[ଫାଇଲ:Humanbood600x.jpg|ଫ୍ରେମକରା|ମନୁଷ୍ୟ ରକ୍ତ କୋଷର ୬୦୦ ଗୁଣ ବଡ ଛବି]]
== ରକ୍ତର ଉପାଦାନ ==
ରକ୍ତ ମୁଖ୍ୟତଃ ୨ଟି ଉପାଦାନକୁ ନେଇ ଗଠିତ।(କ) ପ୍ରଲସି (ଖ) ରକ୍ତକଣିକା।<br />
(କ) ପ୍ରଲସି : ରକ୍ତର ତରଳ ଅଂଶକୁ ପ୍ରଲସି କୁହାଯାଏ । ଏହାର ରଙ୍ଗ ହଳଦିଆ । ଏହାର ଶତକଡ଼ା ପ୍ରାୟ ୯୦ ଭାଗ ହେଉଛି ଜଳ । ଅନ୍ୟ ଉପାଦାନଗୁଡ଼ିକ ଏଥିରେ ଦ୍ରବୀଭୂତ ଅବସ୍ଥାରେ ଥାନ୍ତି । ସେହି ଉପାଦାନଗୁଡ଼ିକ ହେଉଛି [[ଯବକ୍ଷାରଜାନ]], [[ଅମ୍ଳଜାନ]], [[ଅଙ୍ଗାରକାମ୍ଳ]] ପରି [[ବାଷ୍ପ]],
(ଖ) ରକ୍ତ କଣିକା : ରକ୍ତକଣିକା ୩ ପ୍ରକାରର ଯଥା:-
# ଶ୍ବେତ ରକ୍ତ କଣିକା ( white blood corpuscle)
# ଅଣୁଚକ୍ରିକା (platelet)
[[ଫାଇଲ:Red White Blood cells.jpg|ଫ୍ରେମକରା|ଲୋହିତ ରକ୍ତ କଣିକା(ବାମକୁ), ଅଣୁଚକ୍ରିକା(ମଝିରେ), ଟି-ଲିଂଫୋସାଇଟ(ଡାହାଣକୁ)]]
== ଲୋହିତ ରକ୍ତ କଣିକା<ref>http://www.orissabigyanacademy.nic.in/pdf/Bigyan_diganta_Feb_2012.pdf Monthly Odia magazine "Bigyan Diganta"(Feb,2012 ) * Content Copied using OR-TTsarala2UNICODE CONVERTER</ref> ==
ରକ୍ତରେ ଅନ୍ୟ କଣିକାମାନଙ୍କ ତୁଳନାରେ ଲୋହିତ ରକ୍ତ କଣିକାର ସଂଖ୍ୟା ସର୍ବାଧିକ । ସାଧାରଣତଃ ପ୍ରତ୍ୟେକ ଘନ ମିଲିମିଟର ରକ୍ତରେ ପ୍ରାୟ ୪.୫ ରୁ ୫ ନିୟୁତ ଲୋହିତ ରକ୍ତ କଣିକା ଥାଏ (ଗୋଟିଏ ରକ୍ତ ବିନ୍ଦୁର ଆୟତନ ହେଉଛି ପ୍ରାୟ ୫୦ ଘନ ମି.ମି.) । ଏହାର ଆକାର ଗୋଲାକାର କିନ୍ତୁ ଏହାର ଦୁଇପାର୍ଶ୍ଵ ଚେପଟା ହୋଇଥିବାରୁ ଏହା ଗୋଟିଏ ଗୋଲାକାର ଚକତି (disc) ପରି ଦେଖାଯାଏ । ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ ନାମକ ସଂଯୁକ୍ତ ପୁଷ୍ଟିସାର (conjugated protein) ଥାଏ । ଏହି
[[ଫାଇଲ:1GZX Haemoglobin.png|thumbnail|ହିମୋଗ୍ଲୋବିନ(ସବୁଜ- ହିମ୍,ନାଲି ଓ ନୀଳ- ପୁଷ୍ଟିସାର)]]
[[ଫାଇଲ:Heme.svg|thumbnail|ହିମ୍]]
=== ଉତ୍ପତ୍ତି ===
ଲାଲ [[ଅସ୍ଥିମଜ୍ଜା]] (red bone marrow) ହେଉଛି ଲୋହିତ ରକ୍ତ କଣିକାର ପ୍ରଧାନ ଉତ୍ପତ୍ତିସ୍ଥଳ । ଶିଶୁମାନଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ଧାରଣ କରୁଥିବା ସମସ୍ତ
===ପରମାୟୁ===
ଲୋହିତ ରକ୍ତ କଣିକାର ଜୀବନକାଳ ୧୦୦ ରୁ ୧୨୦ ଦିନ ବା ପ୍ରାୟ ୩ ରୁ ୪ ମାସ। ପ୍ରତ୍ୟେକ ଦିନ ଶରୀରରେ ନୂତନ କଣିକା ତିଆରି ହୁଏ ଓ କିଛି ପୁରାତନ କଣିକାର ଅବକ୍ଷୟ ହୁଏ। ଅକର୍ମଣ୍ୟ ଲୋହିତ କଣିକାଗୁଡ଼ିକ ମୁଖ୍ୟତଃ ପ୍ଳୀହାରେ ନଷ୍ଟ ହୁଅନ୍ତି। ତେଣୁ ପ୍ଳୀହାକୁ ଲୋହିତରକ୍ତ କଣିକାର "କବରସ୍ଥାନ" କୁହାଯାଏ । ଲୋହିତରକ୍ତ କଣିକାଗୁଡ଼ିକ ନଷ୍ଟ ହେବାପରେ ସେଥିରେ ଥିବା ଲୌହଲବଣ ରକ୍ତକୁ ଯାଇ ପୁନର୍ବାର ହିମୋଗ୍ଲୋବିନ ତିଆରି ପ୍ରକ୍ରିୟାରେ ଅଂଶଗ୍ରହଣ କରେ କିନ୍ତୁ ହିମ ଯକୃତକୁ ଯାଇ ସେଠାରେ ପିତ୍ତ ବର୍ଣ୍ଣକଣା (bile pigment) ତିଆରିରେ ଅଂଶଗ୍ରହଣ କରେ।
===ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କୋଷ===
ସମସ୍ତ ଶ୍ବେତରକ୍ତ କଣିକାର ଶତକଡ଼ା ପ୍ରାୟ ୭୨ ଭାଗ ଏହି ଶ୍ରେଣୀର । ଏମାନଙ୍କର ନ୍ୟଷ୍ଟି ଖଣ୍ଡବିଖଣ୍ଡିତ ଓ ବହୁରୂପୀ । ଏମାନଙ୍କର ପ୍ରରସ (cytoplasm)ରେ କଣିକା (granule) ଦେଖାଯାଏ। ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କଣିକା ମୁଖ୍ୟତଃ ୩ ପ୍ରକାରର;-
#ଉଦାସୀରଂଜୀ କୋଷ ବା
#
#
:ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତରକ୍ତ କଣିକା ଅସ୍ଥିମଜ୍ଜାରେ ଉତ୍ପନ୍ନ ହୋଇ ରକ୍ତସ୍ରୋତ ମଧ୍ୟକୁ ଆସିଥାନ୍ତି ।
====ନିଉଟ୍ରୋଫିଲ୍====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତରକ୍ତ କୋଷର ୬୦ ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା।
====
ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ ରଙ୍ଗ ଦ୍ଵାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କ ର ପରିମାଣ ହେଉଛି ୧ ରୁ ୫ ଶତାଂଶ।
====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କୋଷର ୦.୫ ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର।
ସମସ୍ତ ଶ୍ବେତ ରକ୍ତ କୋଷର ପ୍ରାୟ ୨୮ ଶତାଂଶ ହେଉଛି ଏକ ନ୍ୟଷ୍ଟିବିଶିଷ୍ଟ କୋଷ । ଏହି କୋଷଗୁଡ଼ିକର ନ୍ୟଷ୍ଟି ଗୋଲାକାର ଓ ବଡ଼।
ଏହା ୨ ପ୍ରକାରର :-
#
#
:#ବି
:#ଟି
===ଶରୀରରେ ଶ୍ବେତ ରକ୍ତକଣିକାର କାର୍ଯ୍ୟ===
ଶ୍ବେତରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା। ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ବେତରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ।<br />
ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ବେତରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ (
== ଅଣୁଚକ୍ରିକା==
|
ଗୋଟି ସମ୍ପାଦନା