"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ
୨୨ କ ଧାଡ଼ି:
 
== ଜ୍ଵର କ'ଣ ଏକ ରୋଗ ? ==
ସମସ୍ତଙ୍କର ଧାରଣା ଯେ ଜ୍ଵର ଗୋଟିଏ ରୋଗ । କିନ୍ତୁ ପ୍ରକୃତରେ ଏହା ଠିକ ନୁହେଁ । ଜ୍ଵର ହେଉଛି କୌଣସି ରୋଗର ଲକ୍ଷଣ ମାତ୍ର। ସାମାନ୍ୟ ଥଣ୍ଡା, ସର୍ଦ୍ଦି ଠାରୁ ଆରମ୍ଭ କରି [[ନିମୋନିଆ]], [[ଯକ୍ଷ୍ମା]], [[ଟାଇଫଏଡ]], [[ମ୍ୟାଲେରିଆ]], [[ବାତଜ୍ଵର]], [[ଡେଙ୍ଗୁ ଜର]], [[ମିଳିମିଳା]], [[ହାଡ଼ଫୁଟି]], [[ତରଳଝାଡ଼ା]], [[କ୍ୟାନସର]], [[ପୋଲିଓ]], [[ଏଡସ]]ପରି ପ୍ରାୟ ପ୍ରତ୍ୟେକ ରୋଗରେ ଜ୍ଵର ହୋଇଥାଏ । ତେବେ ପ୍ରତ୍ୟେକ ରୋଗ ପାଇଁ ଜ୍ଵରର ରୂପ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଜ୍ଵରକୁ ଏକ ରୋଗ ବୋଲି ଭାବି ସାଧାରଣ ଭାବରେ ତା'ର ଚିକିତ୍ସା କରି ମୂଳ ରୋଗ ପ୍ରତି ଧ୍ୟାନ ନଦେଲେ ଜ୍ଵର ତ ଭଲ ହୁଏନାହିଁ, ବରଂ ଉପଯୁକ୍ତ ଚିକିତ୍ସା ଅଭାବରୁ ମୂଳ ରୋଗଟି ବଢ଼ିଚାଲେ ।
 
== ଦେହରେ ଜ୍ଵର ଅଛି ବୋଲି ଜାଣିବେ କେମିତି ? ==
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି