"ଆମ୍ବ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଇତିହାସ,ପ୍ରକାର,ଆମ୍ବ ଗଛ,ଆମ୍ବ ଚାଷ,ଆମ୍ବର ଗୁଣ,ଉପାଦେୟତା |
No edit summary |
||
୨ କ ଧାଡ଼ି:
[[ଫାଇଲ:ଆମ୍ବ.jpg|thumb|ଆମ୍ବ]]
ଆମ୍ବ ହେଉଛି ଭାରତର ଜାତୀୟ ଫଳ ।<ref>http://india.gov.in/knowindia/national_symbols.php?id=13</ref>ଭାରତୀୟ ସଂସ୍କୃତି ସହ ଓତୋପ୍ରୋତ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରଂପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କଞ୍ଚା ଓ ପାଚିଲା ଆମ୍ବ ଖାଦ୍ୟ ରୂପେ ବ୍ୟବହୃତ । ଭାରତୀୟ ଚିତ୍ରକଳାରେ ଆମ୍ବକଷି
== ଇତିହାସ ==
ଇଂରାଜୀରେ ଆମ୍ବର ନାମ "ମ୍ୟାଙ୍ଗେ।" (Mango) । ଏହି ନାମ ପର୍ତ୍ତୁଗୀଜ "ମାଙ୍ଗ।' ଶବ୍ଦରୁ ଆସିଛି । ଏହାର ମୂଳ ନାମ ମାଲୟାଲାମ ଭାଷାରୁ ଉତ୍ପନ୍ନ । ପର୍ତ୍ତୁଗୀଜମାନେ ଆମ୍ବକୁ "ମାଙ୍ଗ।' ନାମରେ ଭାରତରୁ ନେଇ ୟୁରୋପରେ ପରିଚିତ କରାଇଥିଲେ । "ମାଙ୍ଗ।" ଭାରତର ମୂଳଶବ୍ଦରୁ ଗଠିତ ହୋଇଥିବା ପ୍ରଥମ ବିଦେଶୀ ଶବ୍ଦ ବୋଲି ବିଶ୍ଵାସ କରାଯାଏ, କାରଣ ପ୍ରାୟ ପଞ୍ଚଦଶ ଶତାବ୍ଦୀ ବେଳରୁ ଫ୍ର।ନସର ଶବ୍ଦକୋଷରେ ଏହି ଶବ୍ଦ ଦେଖିବାକୁ ମିଳୁଛି ।<br />
|