"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୤ → ।
No edit summary
୨୫ କ ଧାଡ଼ି:
ପ୍ରଥମେ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]] ସହିତ ପାଞ୍ଚଟି ମହାବିଦ୍ୟାଳୟ ଏବଂ କଳା, ବିଞ୍ଜାନ, ଆଇନ ଓ ଶିକ୍ଷା ଆଦି ଚାରିଟି ବିଭାଗକୁ ନେଇ ଆରମ୍ଭ ହୋଇଥିଲା ।<ref>[[ସମାଜ (ଖବରକାଗଜ)|ସମାଜ]], ୨୭ନଭେମ୍ବର ୨୦୧୧, ପୃଷ୍ଠା-୦୬</ref>
 
==ପାଠାଗାର==
 
୧୯୪୬ରେ ବିଶ୍ଵବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ଵର୍ଗତ [[ପ୍ରାଣକୃଷ୍ଣ ପାରିଜା|"ଡଃ॰ ପ୍ରାଣକୃଷ୍ଣ ପାରିଜାଙ୍କ"]] (ବିଶ୍ଵବିଦ୍ୟାଳୟର ପ୍ରଥମ ଉପ-କୁଳପତି ଓ ଜଣେ ବିଶ୍ଵସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ''ପାରିଜା ପାଠାଗାର'' ।<ref>http://www.utkaluniversity.ac.in/utkal%20university/Facilities/Library.htm </ref>
== ଆଧାର ==
{{ଆଧାର}}