"ନବମୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ଅନ୍ୟ ଉଇକିପ୍ରସଙ୍ଗ ସହ ସଂଯୋଗ
୨ କ ଧାଡ଼ି:
{{See also|ତିଥି}}
 
'ନବମୀ' ଚନ୍ଦ୍ରପକ୍ଷର ନବମ ଦିବସ - ଚନ୍ଦ୍ରର ନବମ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] [[ଅଷ୍ଟମୀ]]ର ପରବର୍ତ୍ତୀ ଓ [[ଦଶମୀ]]ର ପୂର୍ବବର୍ତ୍ତୀ ତିଥି୤ କୃଷ୍ଣ ପକ୍ଷର ନବମୀକୁ କୃଷ୍ଣା ନବମୀ ଓ ଶୁକ୍ଳ ପକ୍ଷର ନବମୀକୁ ଶୁକ୍ଳା ନବମୀ କୁହାଯାଇଥାଏ ୤
 
* [[ଚୈତ୍ର]] ଶୁକ୍ଳନବମୀ: ରାମନବମୀ - ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ୤
୯ କ ଧାଡ଼ି:
* [[ଭାଦ୍ରବ]] କୃଷ୍ଣନବମୀ: ନନ୍ଦୋତ୍ସବ - [[କୃଷ୍ଣ ଜନ୍ମାଷ୍ଟମୀ|କୃଷ୍ଣ ଜନ୍ମାଷ୍ଟମୀର]] ପରଦିନ କୃତ ଉତ୍ସବ
* [[ଆଶ୍ୱିନ]] ଶୁକ୍ଳନବମୀ: ମହାନବମୀ - ଶାରଦୀୟା [[ଦୁର୍ଗା ପୂଜା]]ର ତୃତୀୟ ବା ଶେଷ ଦିବସ ୤
* [[କାର୍ତ୍ତିକ]] ଶୁକ୍ଳନହମୀଶୁକ୍ଳନବମୀ: ଅଁଳାନବମୀ[[ଅଁଳା ନବମୀ]]- ଜଗଦ୍ଧାତ୍ରୀପୂଜା ଓ ଦୂର୍ଗାନବମୀ ବ୍ରତ
* [[ମାର୍ଗଶୀର]] କୃଷ୍ଣନବମୀ: କାଞ୍ଜିଅଁଳାନବମୀ ୤
:କାଞ୍ଜିଅଁଳା ଓଷା: ସନ୍ତାନସନ୍ତତି ଥିବା ମହିଳାମାନେ ଷଠୀଦେବୀଙ୍କ ନିକଟରେ ନିଜ ପିଲାମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଏ ଉପବାସ କରିଥାନ୍ତି ୤
୧୫ କ ଧାଡ଼ି:
{{ଆଧାର}}
{{ପକ୍ଷ}}
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
 
{{ମୁଣ୍ଡିଆ}}
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Navami]]
[[ta:நவமி]]
"https://or.wikipedia.org/wiki/ନବମୀ"ରୁ ଅଣାଯାଇଅଛି