"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୧ କ ଧାଡ଼ି:
[[File:Ie Beuna Narit Aceh.JPG|right|thumb|ଇଣ୍ଡୋନେସିଆରେ ଦୁଇଟି ଭାଷାରେ ଲେଖାଯାଇଥିବା ଏକ ସୁନାମି ସୂଚନା ଫଳକ]]
 
ଏହି ସୁନାମି ଶବ୍ଦଟି ଜାପାନୀ ଶବ୍ଦ 津波 ରୁ ଆସିଛି । ଏଥିରେ ଦୁଇଟି କାଞ୍ଜି ([[:en:kanji|''kanji'']]- କିଛି ଚିନୀୟ ଶବ୍ଦ ଯାହା ଅଧୁନା ଜାପାନୀ ଭାଷାରେ ବ୍ୟବହୃତ ହେଉଛି) ଅଛି, ଯଥା : 津 (ସୁ) ମାନେ ପୋତାଶ୍ରୟ ଓ 波 (ନାମି) ମାନେ ଲହଡି ।
 
ସୁନାମି କୁ ବେଳେବେଳେ '''ଜୁଆରିଆ ଲହଡି''' (''tidal wave'') କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ '''ଉଚ୍ଚ ଜୁଆର''' କୁହାଯାଏ ।
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି