"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୪ କ ଧାଡ଼ି:
 
ସୁନାମି କୁ ବେଳେବେଳେ '''ଜୁଆରିଆ ଲହଡି''' (''tidal wave'') କୁହାଯାଇଥାଏ । କିଛି ବର୍ଷ ହେବ ଏହି ଶବ୍ଦର ବ୍ୟବହାର ବନ୍ଦ ହୋଇଯାଇଛି, ମୁଖ୍ୟତଃ ବୈଜ୍ଞାନିକ ଗୋଷ୍ଠୀ ଭିତରେ, କାରଣ ସୁନାମି ସହ ଜୁଆରର କୌଣସି ସମ୍ପର୍କ ନଥାଏ । ଦିନେ ଏତେ ଲୋକପ୍ରିୟ ଥିବା ନାଁ'ଟି ପ୍ରକୃତରେ ସେମାନଙ୍କର ଏକା ପ୍ରକାରର ଦୃଶ୍ୟପଟ ଯୋଗୁଁ ହୋଇଥିଲା । ସୁନାମି ଓ ଜୁଆର ଉଭୟ ଜଳ ଲହଡି ସୃଷ୍ଟି କରନ୍ତି ଯାହାକି ଭୁପୃଷ୍ଠ ଭିତରକୁ ମାଡି ଆସେ, କିନ୍ତୁ ସୁନାମି କ୍ଷେତ୍ରରେ ଏହା ବହୁତ ବିଶାଳ ହୋଇଥାଏ ଓ ଅଧିକ ଦିନ ପର୍ଯ୍ୟନ୍ତ ରହେ, ଏହାକୁ '''ଉଚ୍ଚ ଜୁଆର''' କୁହାଯାଏ ।
 
ପ୍ରକୃତରେ ବହୁତ କମ୍ ଭାଷା ଅଛି ଯେଉଁଥିରେ "ସୁନାମି" ପାଇଁ କିଛି ନିଜସ୍ଵ ଶବ୍ଦ ରହିଛି । ଆସେନୀୟ ଭାଷାରେ ([[:en:Acehnese language|''Acehenese'']]) ଏହାକୁ '''ଇଏ ବେଉନା''' (''ië beuna'') <ref>[http://www.seis.nagoya-u.ac.jp/kimata/ref/ICTW08_paper_CPM12JP.pdf Proposing The Community-Based Tsunami Warning System]</ref> କିମ୍ବା '''ଆଲୋନ ବୁଲୁଏକ୍''' (''alôn buluëk'') କୁହାଯାଏ <ref>[http://books.google.co.id/books?id=efBrY41Hm5QC&pg=PP7&lpg=PP7&dq=alon+buluek+ie+beuna+tsunami&source=bl&ots=1Hj_pswzTy&sig=V7PmAnPptfO7BNMWBAC5aWMGKGI&hl=id&sa=X&ei=etrET-DgDMbPrQeRxcm6CQ&ved=0CCsQ6AEwAA#v=onepage&q=alon%20buluek%20ie%20beuna%20tsunami&f=false Novel Alon Buluek]</ref> (ଏହା ଆଞ୍ଚଳିକ 'ବୋଲି' ଉପରେ ନିର୍ଭର କରେ) । [[ତାମିଲ ଭାଷା|ତାମିଲ ଭାଷାରେ]] ଏହା ହେଉଛି ''ଆଜାଇ ପେରାଲାଇ'' । ସୁମାତ୍ରାର ପଶ୍ଚିମ ତଟରେ ଥିବା ସିମେଉଲୁ ([[:en:simeulue|simeulue]]) ଦ୍ଵୀପରେ ଦେବ୍ୟାନ ଭାଷାରେ ଏହା ''ସ୍ମୋଙ୍ଗ'' ଓ ସିଗୁଲାଇ ଭାଷାରେ ଏହା ''ଏମୋଙ୍ଗ'' । <ref>[http://www.jtic.org/phocadownload/archived_old_files/pdf/SMGChapter3.pdf Tsunami 1907: Early Interpretation and its Development]</ref> ଆସେଃ ରାଜ୍ୟର ସିଙ୍ଗକିଲ୍‌ରେ ସୁନାମିକୁ ସ୍ଥାନୀୟ ଲୋକ ''ଗ୍ଲୋରୋ'' କହନ୍ତି । <ref>[http://m.tribunnews.com/2010/04/19/13-pulau-di-aceh-singkil-hilang 13 Pulau di Aceh Singkil Hilang]</ref>
 
==ଐତିହାସିକ ସୁନାମି==
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି