"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ କାର୍ତ୍ତିକ ପୂର୍ଣ୍ଣିମା
୫ କ ଧାଡ଼ି:
* [[ବୈଶାଖ]] ପୂର୍ଣ୍ଣମୀ: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ ।
* [[ଆଷାଢ଼]] ପୂର୍ଣ୍ଣିମା: [[ଗୁରୁ ପୂର୍ଣ୍ଣିମା]]: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
* [[ଶ୍ରାବଣ]] ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : [[ବଳରାମ]] (ବଳଦେବ)ଙ୍କର ଜନ୍ମଦିନ ।
* [[ଭାଦ୍ରବ]] ପୂର୍ଣ୍ଣିମା: ଇନ୍ଦୁପୂର୍ଣ୍ଣିମା : ଭାଗବତ ଜନ୍ମ ।
: ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀ[[କୃଷ୍ଣ]] ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ [[ଭାଦ୍ରବ]] [[ମାସ]] [[ନବମୀ]] ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ୤
: ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ୤
* [[ଆଶ୍ୱିନ]] ପୂର୍ଣ୍ଣମୀ: କୁମାର ପୂର୍ଣ୍ଣିମା ବା କୁଆଁର ପୁନିଅଁ ବା କୋଜାଗର ପୂର୍ଣ୍ଣିମା
: ପୌରାଣିକ ମତେ ଏ ଦିନ ରାତିରେ [[ଲକ୍ଷ୍ମୀ]] ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି
: ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ୤
* [[କାର୍ତ୍ତିକ ପୂର୍ଣ୍ଣିମା]]: କାର୍ତ୍ତିକେଶ୍ଵରଙ୍କ ପୂଜା କରାଯାଏ । ଡଙ୍ଗା ଭସାଯାଏ ।
* [[ପୌଷ]] ପୂର୍ଣ୍ଣିମା: ଏ ଦିନ ଶ୍ରୀ ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଉତ୍ସବ କରାଯାଏ ।
* [[ମାଘ ପୂର୍ଣ୍ଣମୀ]]: [[ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା]] ବା [[ଅଇଘରା ପୂର୍ଣ୍ଣିମା]] ବା ଅଗିଜଳାଅଗିରା ପୂର୍ଣ୍ଣିମା ।
==ଆଧାର==
{{ଆଧାର}}
Line ୨୨ ⟶ ୨୩:
 
{{ପକ୍ଷ}}
{{ମୁଣ୍ଡିଆ}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ମୁଣ୍ଡିଆ}}
 
<!-- ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[en:Purnima (day)]]
[[hi:पूर्णिमा]]