"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Adding pa:ਸੁਨਾਮੀ
୨୯ କ ଧାଡ଼ି:
"ମୋ ମତରେ ଏହି ଘଟଣାର କାରଣ ଭୂମିକମ୍ପରେ ଖୋଜିବା ଯିବା ଉଚିତ । ଯେଉଁ କେନ୍ଦ୍ରରେ ଏହି ଝଟକା ଅଧିକ ହୋଇଥାଏ, ସମୁଦ୍ର ସେଠାରେ ପଛକୁ ଫେରିଯାଏ ଓ ଦୁଇଗୁଣ ଶକ୍ତି ସହକାରେ ପୁଣି ମାଡି ଆସେ, ଏବଂ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି କରେ । ବିନା ଭୂମିକମ୍ପରେ ମୁଁ ଏପରି ଦୁର୍ଘଟଣାକୁ ଅନୁମାନ କରିପାରେ ନାହିଁ ।" <ref name="Thucydides 3.89.5">[[Thucydides]]: [http://www.perseus.tufts.edu/cgi-bin/ptext?lookup=Thuc.+3.89.1 “A History of the Peloponnesian War”, 3.89.5]</ref>
 
୩୬୫ ଖ୍ରୀଷ୍ଟାବ୍ଦ ସୁନାମିରେ ଆଲେକ୍‌ଜାଣ୍ଡ୍ରିଆ ଧ୍ଵଂସ ହେବା ପରେ ରୋମାନୀୟ ଇତିହାସକାର [[:en:Ammianus Marcellinus|''Ammianus Marcellinus'']] ଜଟିଳ ସୁନାମି ଶୃଙ୍ଖଳ, ପ୍ରାରମ୍ଭିକ ଭୂମିକମ୍ପ, ସାଗରର ହଠାତ ପଛକୁ ଫେରିଯିବା ଓ ତା ପଛେ ପଛେ ଆସୁଥିବା ବୃହଦାକାୟ ଲହଡି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । <ref name="Kelly, Gavin (2004)">{{cite journal|doi=10.2307/4135013|last=Kelly|first=Gavin|year=2004|title=Ammianus and the Great Tsunami|journal=The Journal of Roman Studies|volume=94|pages=141–167|issue=141|jstor=4135013}}</ref><ref name="Stanley, Jean-Daniel & Jorstad, Thomas F. (2005)">Stanley, Jean-Daniel & Jorstad, Thomas F. (2005), "[http://gsa.confex.com/gsa/2005AM/finalprogram/abstract_96386.htm The 365 A.D. Tsunami Destruction of Alexandria, Egypt: Erosion, Deformation of Strata and Introduction of Allochthonous Material]"</ref>
ରୋମାନୀୟ ଇତିହାସକାର
 
ଜାପାନର ସବୁଠୁ ଲମ୍ବା ସୁନାମିର ଇତିହାସର ଥିଲେ ହେଁ ୨୦୦୪ ମସିହାରେ ଭାରତୀୟ ମହାସାଗରରେ ହୋଇଥିବା ଭୂମିକମ୍ପ ଓ ସୁନାମିର ଧ୍ଵଂସଲୀଳା, ୨୩୦,୦୦୦ ଲୋକଙ୍କ ଜୀବନ ନେଇ ଏକ ଆଧୁନିକ ଯୁଗରେ ସବୁଠାରୁ ଭୟଙ୍କର ଚିତ୍ର ଛାଡିଗଲା । ସୁମାତ୍ରା ଅଞ୍ଚଳ ଭୂମିକମ୍ପ ସହ ଅନଭ୍ୟସ୍ତ ନୁହେଁ, ଏହାର ତଟୀୟ ଅଞ୍ଚଳ ପ୍ରାୟତଃ ବିଭିନ୍ନ ତୀବ୍ରତାର ଭୂମିକମ୍ପର ସମ୍ମୁଖୀନ ହୋଇଥାଏ ।<ref>[http://www.australiangeographic.com.au/journal/the-10-biggest-tsunamis-in-history.htm/ The 10 most destructive tsunamis in history], Australian Geographic, March 16, 2011.</ref>
 
== ଉତ୍ପନ୍ନ ଶୈଳୀ ==
 
==ଆଧାର==
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି