"ସୁନାମି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ବାହାର ଲିଙ୍କ ଓ ଚିତ୍ର - ଭିଡ଼ିଓ ଦିଆଗଲା
No edit summary
୨ କ ଧାଡ଼ି:
{{ତିଆରି ଚାଲିଛି}}
 
[[File:US Navy 050102-N-9593M-031 A village near the coast of Sumatra lays in ruin after the Tsunami that struck South East Asia.jpg|thumb|300px|[[Banda Aceh]]୨୦୦୪ afterଭାରତୀୟ beingମହାସାଗରରେ hitହୋଇଥିବା byସୁନାମି aଦ୍ଵାରା tsunami,ଧରାଶାୟୀ causedହୋଇଯାଇଥିବା byସୁମାତ୍ରା theଉପକୂଳର ଏକ ସହର "ବାନ୍ଦା ଆସେଃ" ([[2004:en:Banda IndianAceh|Banda Ocean earthquakeAceh]])]]
 
ସୁନାମି ({{lang-en|tsunami}}; ଏହା {{lang-ja|津波}} ରୁ ଆସିଛି; ଅର୍ଥ: "ପୋତାଶ୍ରୟରେ ଉଠୁଥିବା ଢେଉ (harbor wave)"<ref>
{{cite web|url=http://nthmp-history.pmel.noaa.gov/terms.html
|title=Tsunami Terminology
|publisher=NOAA|accessdate=2010-07-15}}</ref>) ହେଉଛି କ୍ରମାନ୍ଵୟରେ ଆସୁଥିବା ଜଳ-ତରଙ୍ଗ, ଯାହାକି ବିଶାଳ ଜଳରାଶିର ସ୍ଥାନାନ୍ତରଣ ଯୋଗୁଁ ହୋଇଥାଏ, ମୁଖ୍ୟତଃ ହ୍ରଦ କିମ୍ବା ସମୁଦ୍ରରେ । [[ଭୂମିକମ୍ପ]], [[ଜ୍ଵାଳାମୁଖୀ|ଅଗ୍ନି ଉ‌ଦ୍‌ଗିରଣ‌]], ଓ ପଣି ଭିତରେ ହେଉଥିବା ଅନ୍ୟ ବିସ୍ଫୋରଣ, ଭୂ-ସ୍ଖଳନ, ଉଲକାପାତ ଏବଂ ଜଳସ୍ଥର ତଳେ କିମ୍ବା ଉପରେ ହେଉଥିବା ଯେକୌଣସି ଅସ୍ଥିରତା ଯୋଗୁଁ ହିଁ ସୁନାମି ସୃଷ୍ଟି ହୋଇଥାଏ ।<ref>{{cite web|title=When icebergs capsize, tsunamis may ensue|url=http://blogs.nature.com/barbaraferreira/2011/04/17/when-icebergs-capsize|author=Barbara Ferreira|date=April 17, 2011|publisher=''Nature (journal)''|accessdate=2011-04-27}}</ref><br/> ସୁନାମି ସାଧାରଣ [[ସାମୁଦ୍ରିକ ଢେଉ]] ନୁହେଁ, କାରଣ ଏହାର ତରଙ୍ଗ ଦୈର୍ଘ୍ୟ ବହୁତ ଲମ୍ବା ହୋଇଥାଏ । ଏହା ସାଧାରଣ ଢେଉ ଭାଙ୍ଗିବା ପରି ଦେଖା ନ ଯାଇ ବରଂ କ୍ଷିପ୍ର ଗତିରେ ଉଠୁଥିବା ଜୁଆର ପରି ଦେଖାଯାଏ, ଏଣୁ ଏହାକୁ ଇଂରାଜୀରେ ''tidal waves'' କୁହାଯାଏ । ସୁନାମି ସାଧାରଣତଃ ତରଙ୍ଗ ଶୃଙ୍ଖଳ କୁ ନେଇ ତିଆରି ହୋଇଥାଏ ଓ ଏହାର ଆବର୍ତ୍ତିକାଳ ଗୋଟିଏ ମିନିଟରୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ । (ଇଂରାଜୀରେ ଏହାକୁ wave train<ref name="Fradin 2008">
{{cite book|last=Fradin|first=Judith Bloom and Dennis Brindell
|title=Witness to Disaster: Tsunamis
|publisher=[[National Geographic Society]]
|location=Washington, D.C.|year=2008
|series=Witness to Disaster|pages=42, 43
|url=http://shop.nationalgeographic.com/ngs/product/books/kids-books-and-atlases/animals-and-nature/witness-to-disaster%3A-tsunamis}}
</ref> କୁହାଯାଏ) ସୁନାମିର ପ୍ରଭାବ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ମଧ୍ୟରେ ସୀମିତ ଥିଲେ ହେଁ ସେମାନଙ୍କର ଧ୍ଵଂସକାରୀ ଶକ୍ତି ବହୁତ ଅଧିକ ହୋଇଥାଏ ଓ ଏହା ସଂପୂର୍ଣ୍ଣ ମହାସାଗର ତଳକୁ ପ୍ରଭାବିତ କରିପାରେ । ୨୦୦୪ ଭାରତ ମହାସାଗରରେ ହୋଇଥିବା ସୁନାମି, ମାନବ ଇତିହାସରେ ସବୁଠାରୁ ଧ୍ଵଂସକାରୀ ପ୍ରକୃତିକ ବିପର୍ଜୟ ଥିଲା । ଏଥିରେ [[ଭାରତ ମହାସାଗର|ଭାରତ ମହାସାଗରରେ]] ଥିବା ୧୪ ଟି ଦେଶରେ ୨୩୦,୦୦୦ ରୁ ଊର୍ଦ୍ଧ୍ଵ ଲୋକଙ୍କର ପ୍ରାଣହାନୀ ହୋଇଥିଲା ।
 
ଖ୍ରୀ.ପୂ. ୪୨୬ ରେ ଜଣେ ଗ୍ରୀସ ଐତିହାସିକ (ଇତିହାସକାର) [[:en:Thucydides|''Thucydides'']] କହିଥିଲେ ଯେ ସୁନାମି ସବୁ ସମୁଦ୍ର ଭିତରେ ହେଉଥିବା ଭୂମିକମ୍ପ ଯୋଗୁଁ ସୃଷ୍ଟି ହେଇଥାଏ, <ref name="Thucydides 3.89.1-4"/><ref name="Smid, T. C. 103f."/> କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁନାମି ସମ୍ପର୍କିତ ଧାରଣା ସ୍ପଷ୍ଟ ହୋଇନଥିଲା ଓ ଆଜି ବି ଏହା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । ବର୍ତ୍ତମାନ ଗବେଷଣାର ମୁଖ୍ୟ ବିଷୟ ହେଉଛି, କାହିଁକି ବହୁତ ବଡ ବଡ ଭୂମିକମ୍ପ ସୁନାମି ସୃଷ୍ଟି କରୁନଥିବା ବେଳେ ଛୋଟ ଛୋଟ ଭୂମିକମ୍ପ ଦ୍ଵାରା ସୁନାମି ସମ୍ଭବ ହେଉଛି; ଚେଷ୍ଟା ଚାଲିଛି କିପରି ସଠିକ ଭାବେ ସୁନାମି ସମ୍ପର୍କିତ ଆଗୁଆ ସତର୍କ ସୂଚନା ମିଳିପାରିବ; ଓ ଏକଥା ବି ଆଗୁଆ ଜାଣିବା ପାଇଁ ଚେଷ୍ଟା ଚାଲିଛି ଯେ କିପରି ଏକ ସୁନାମି ତରଙ୍ଗ ନିର୍ଦ୍ଧିଷ୍ଟ ଉପକୂଳକୁ ପ୍ରଭାବିତ କରିବ ।
[[File:2004-tsunami.jpg|thumb|300px|୨୦୦୪ ରେ ଭାରତୀୟ ମହାସାଗରରେ ହୋଇଥିବା ସୁନାମି ବେଳେ [[ଥାଇଲାଣ୍ଡ|ଥାଇଲାଣ୍ଡର]] ଆଓ ନାଙ୍ଗ ଠାରେ ଉଠାଯାଇଥିବା ଫୋଟ ]]
==ବ୍ୟୁତ୍ପତି==
==ଐତିହାସିକ ସୁନାମି==
{{main|ଐତିହାସିକ ସୁନାମି}}
 
[[File:1755 Lisbon earthquake.jpg|left|thumb|୧୭୫୫ ର ଲିସବନରେ ହୋଇଥିବା ଭୂମିକମ୍ପ ଓ ସୁନାମି]]
[[File:Russians meeting Japanese in Akkeshi 1779.jpg|thumb|The Russians of Pavel Lebedev-Lastochkin in [[Japan]], with their ships tossed inland by a tsunami, meeting some Japanese in 1779]]
 
୪୨୬ ଖ୍ରୀ.ପୂ. ର ପ୍ରଥମାର୍ଦ୍ଧ ବେଳକୁ ଗ୍ରୀକ ଇତିହାସକାର ''Thucydides'' ତାଙ୍କ ବହି, ''History of Peloponnesian War'' ରେ ଅନୁସନ୍ଧାନ କରିଥିଲେ ଯେ
==ଆଧାର==
{{ଆଧାର}}
"https://or.wikipedia.org/wiki/ସୁନାମି"ରୁ ଅଣାଯାଇଅଛି