"ଯାଜପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଯାଜପୁର ରେ ପାହାଡ ନାହ
୨୨ କ ଧାଡ଼ି:
 
{{About| 'ଯାଜପୁର ସହର'| 'ଯାଜପୁର ଜିଲ୍ଲା' ନିମନ୍ତେ|ଯାଜପୁର ଜିଲ୍ଲା}}
'''ଯାଜପୁର''' ନଦୀ ଆଉ ପାହାଡ଼ରେନଦୀରେ ଭରା [[ଓଡ଼ିଶା]]ର ଏକ ସହର । ଏହାର ଉତ୍ତର ଦିଗ ରେ [[ଭଦ୍ରକ ଜିଲ୍ଲା]] ଅଛି । ଯାଜପୁରଠାରେ ଥିବା [[ବିରଜା ମନ୍ଦିର]] [[ଓଡ଼ିଶା]]ର ସର୍ବତ୍ର ପରିଚିତ, [[ଯାଜପୁର]]କୁ ସେଇଥିପାଇଁ ବିରଜା କ୍ଷେତ୍ର ବୋଲି କୁହାଯାଏ । କେଶରୀ ରାଜାଙ୍କ ଶାସନ କାଳରେ ଏହା [[ଓଡ଼ିଶା]]ର ରାଜଧାନୀ ଥିଲା, କାଳକ୍ରମେ [[କଟକ]]କୁ ଉଠିଗଲା [[ଓଡ଼ିଶା]]ର ରାଜଧାନୀ । "ଯାଜପୁର" ଶବ୍ଦ ର ବ୍ୟୁତ୍ପତ୍ତି ହୋଇଛି ସଂସ୍କୃତ ଶବ୍ଦ "ୟାଜ୍" ଅର୍ଥାତ୍ ୟଜ୍ଞ କରିବା ରୁ, ବା ଏହା ଯାଗୟଜ୍ଞ କରିବାକୁ ବୁଝାଏ । ଏଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯାଗ କରାଇଥିଲେ ଏବଂ କାନ୍ୟକୁବ୍ଜ ରୁ ୧୦,୦୦୦ ବ୍ରାହ୍ମଣ ଅଣାଇଥିଲେ ତଥା [[ଓଡ଼ିଶା]]ରେ ସେମାନଙ୍କୁ ଜାଗା ଜମି ଦେଇ ଶାସନ ଦାନ କରିଥିଲେ । ତେଣୁ ଏହି ସ୍ଥାନ କୁ ଯାଜପୁର, ଯାଜନଗର, ୟଜ୍ଞପୁର ମଧ୍ୟ କୁହାଯାଏ ।
==ଇତିହାସ==
[[ଓଡିଶା]]ରେ [[ଯାଜପୁର]] ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମନେ ରାଜୁତି କରୂଥିଲେ ।
"https://or.wikipedia.org/wiki/ଯାଜପୁର"ରୁ ଅଣାଯାଇଅଛି