"ଭଟ୍ଟାରିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ଟିକେ ଅଧିକ ତଥ୍ୟ
୩୮ କ ଧାଡ଼ି:
 
'''ଭଟ୍ଟାରିକା ମନ୍ଦିର''' [[ଓଡ଼ିଶା]]ର [[କଟକ ଜିଲ୍ଲା|କଟକ]]ର [[ଆଠଗଡ଼]]ଠାରେ [[ବଡ଼ମ୍ବା]] ଗାଆଁରେ ଅବସ୍ଥିତ ହିନ୍ଦୁ ଦେବୀ 'ମା ଭଟ୍ଟାରିକା'ଙ୍କର ମନ୍ଦିର ।<ref>{{cite web |url= http://www.ovguide.com/bhattarika-temple-9202a8c04000641f800000000ad34263# |title=Watch Bhattarika Temple Video |first= |last= |work=ovguide.com |year=2012 |quote=Bhattarika Temple, located in sasanga village, baramba, Athgarh, Cuttack District, India is dedicated to the Hindu Goddess Maa Bhattarika worshipped as a manifestation of Shakti |accessdate=2 October 2012}}</ref>
ଏହା [[ମହାନଦୀ]] କୂଳରେ ଅବସ୍ଥିତ । ଏହି ପୀଠରେ ମାଙ୍କୁ ଷୋଡ଼ଶୀ ଭାବେ କଳ୍ପନା କରାଯାଇଛି
 
ଇତିହାସ ଅନୁଯାୟୀ ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ହଟ୍ଟ ଓ ମଲ୍ଲ ନାମକ ଦୁଇଭାଇ ଏଠାରେ ଶଙ୍କ ଓ ମହୁରୀ ନାମକ ଦୁଇ ଗ୍ରାମ ବସାଇଥିଲେ୤ କାଳକ୍ରମେ ଏହି ଦୁଇଗାଁ ମିଶି ଏବେ ଶଙ୍ଖାମେରି ହୋଇଛି୤ ଦୁଇଭାଇ ନିଜର ଗଡ଼ ତିଆରି କରିବା ନିମନ୍ତେ ସ୍ଥାନ ସନ୍ଧାନ କଲାବେଳେ, ଗୋଟିଏ ଶବରଙ୍କ ଦଖଲରେ ଥିବା ଗୋଟିଏ ଜାଗାରେ ଅଲୌକିକ ଘଟଣା ଦେଖି ଜାଣିଲେ ଯେ ତାହା ହିଁ ବୀରମାଟି, ଗଡ଼ ନିର୍ମାଣ ନିମନ୍ତେ ଉପଯୁକ୍ତ ସ୍ଥାନ୤ କିନ୍ତୁ ଶବର ନିଜର ଆସ୍ଥାନ ଖାଲି କରିବାକୁ ପ୍ରସ୍ତୁତ ନଥିଲେ୤ ତେଣୁ ଦୁଇଭାଇ ଯୁଦ୍ଧ କଲେ, ଯୁଦ୍ଧରେ ଶବରଙ୍କ ମୃତ୍ୟୁ ପରେ ଶବରୀଙ୍କ ସହ ମଧ୍ୟ ଯୁଦ୍ଧ କଲେ୤ ଶବରୀ ମଧ୍ୟ ହାରିଲେ, ମୃତ୍ୟୁ ପୂର୍ବରୁ ସେ ଦୁଇଭାଇଙ୍କୁ ଖାରୋଡ଼ର ମହାକାଳୀ ଓ ମାଭଟ୍ଟାରିକାଙ୍କୁ ପୂଜା କରିବାକୁ ଉପଦେଶ ଦେଲେ୤ ଏହା ପରେ ଦୁଇଭାଇ ସେଠରେ ମାଙ୍କ ମନ୍ଦିର ନିର୍ମାଣ କରିଥିଲେ୤ ଭଟ୍ଟାରିକାଙ୍କ ଏକ ନାମ ବୃହଦମ୍ବା, ଅନୁସାରେ ସେମାନେ ନିଜର ରାଜ୍ୟକୁ ନାମିତ କରିଥିଲେ, ପରେ ତାହା ଅପଭ୍ରଂଶ ହୋଇ ବଡ଼ମ୍ବା ହୋଇଅଛି୤ <ref>ସମ୍ବାଦ, ୨୩ଅକ୍ଟୋବର ୨୦୧୨, ପୃଷ୍ଠା:୦୨</ref>
 
==ପୁରାଣ ଓ କିମ୍ବଦନ୍ତୀ==
[[ଫାଇଲ:Deity Bhattarika.JPG|thumb|ଦେବୀ ଭଟ୍ଟାରିକା]]
<!--ଏହାକୁ ପର୍ଶୁରାମଙ୍କ ପୀଠ ମଧ୍ୟ କୁହାଯାଏ୤ କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ୤ ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ୤-->[[ପୁରାଣ]] ଅନୁସାରେ [[ପର୍ଶୁରାମ]] ସହସ୍ରାର୍ଜୁନଙ୍କ ଠାରୁ ପରାଜିତ ହେଲାପରେ ମା [[ଦୁର୍ଗା]]ଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।<ref>[http://orissadiary.com/orissa_tourism/temple/Bhattarika.asp Bhattarika temple]</ref>
 
ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ ।<ref>{{cite web |url= http://www.orissaspider.com/resources/3710-Bhattarika-Temple-Athgarh-Odisha.aspx |title=Bhattarika Temple of Athgarh of Odisha |first= |last=|work=orissaspider.com |year=2012 |quote= the worshipers of goddess Bhattarika are non-Brahmin and cooked fish is offered to goddess Bhattarika |accessdate=2 October 2012}}</ref>