"ସୋମବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding tt:Дүшәмбе
ଅଧିକ ତଥ୍ୟ
୧ କ ଧାଡ଼ି:
* ସୋମବାର ହେଲା ସପ୍ତାହର ଏମିତି ଏକ ଦିନ ଯାହା [[ରବିବାର]] ଆଉ [[ମଙ୍ଗଳବାର]] ମଝିରେ ଆସେ ।
*ସୁଖୀ ଦାମ୍ପତ୍ୟ ଜୀବନ ତଥା ସନ୍ତାନ ପ୍ରାପ୍ତି ପାଇଁ ଏହିଦିନ ଭଗବାନ ଶିବ ଓ ମା' ପାର୍ବତୀଙ୍କୁ ପୂଜା କରାଯାଏ । ଭଗବାନ ଶିବଙ୍କୁ ଧଳାଫୁଲ, ବେଲପତ୍ର ଚଢାଇବା ସହ ଶିବସ୍ତୋତ୍ର, ଶିବଚାଳିଶା, ରୁଦ୍ରାଷ୍ଟକ ମନ୍ତ୍ର ଜପକରିବା ଦ୍ଵାରା ଉତ୍ତମ ଫଳ ମିଳେ । ଥଣ୍ଡାଜନିତ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ସୋମବାର ଦିନ ଚନ୍ଦ୍ରଙ୍କ ବ୍ରତ ରଖାଯାଏ ।
* ଏହାକୁ ସପ୍ତାହର ପ୍ରଥମ ଦିନ ଭାବେ ଗଣାଯାଏ ଓ ଅଫିସମାନ ଏହି ଦିନ କାମ ଆରମ୍ଭ କରନ୍ତି ।
 
"https://or.wikipedia.org/wiki/ସୋମବାର"ରୁ ଅଣାଯାଇଅଛି