"ଚର୍ଚ୍ଚିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Robot: Interwiki standardization; ପ୍ରସାଧନ ବଦଳ
ବନାନ
୩୪ କ ଧାଡ଼ି:
}}
 
'''ଚର୍ଚ୍ଚିକା''' ମନ୍ଦିର [[କଟକ ଜିଲ୍ଲା|କଟକ ଜିଲ୍ଲାର]], [[ବାଙ୍କୀ]] ସହରରେ ଥିବା ଏକ [[ଶକ୍ତି ପୀଠ]] । ଏହି ଶକ୍ତିପୀଠଟି ରେଣୁକା ନଦୀ କୂଳରେ ଥିବା ରୁଚିକଋଚିକ ପର୍ବତରେ ଅବସ୍ଥିତ ।<ref>{{cite web |url= http://fullodia.com/sites/info/651 |title=Info: Maa Charchika temple on Fullodia.com |first= |last= |work=fullodia.com |year=2012 |quote=charchika temple is situated on Ruchika hills on the banks of the Renuka river |accessdate=12 October 2012}}</ref>ଏହାର ଅଧିଷ୍ଠେତ୍ରୀଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି "ମା" ଚର୍ଚ୍ଚିକା ଠାକୁରାଣୀ । ଚର୍ଚ୍ଚିକାଙ୍କ ମୂର୍ତ୍ତୀଟି ପର୍ଶୁରାମଙ୍କ ଦ୍ଵାରା ତିଆରି କରାଯାଇଥିବା ବିଶ୍ଵାସ କରାଯାଏ ।<ref>{{cite web |url= http://www.odishatv.in/temples.asp |title=ORISSA TV &#124; Premier News Channel of Orissa |first= |last= |work=odishatv.in |year=2012 |quote= It is believed that the Charchika devi idol was created by Parsuram. |accessdate=12 October 2012}}</ref>
 
ଦେବୀ ଚର୍ଚ୍ଚିକାଙ୍କ ପାଖରେ ବର୍ଷର ତିନି ମାସ [[କାର୍ତ୍ତିକ]], [[ମାଘ]] ଓ [[ବୈଶାଖ|ବୈଶାଖରେ]] ଆମିଷ ଭୋଗ ନିଷିଦ୍ଧ । ଅନ୍ୟ ମାସ ଗୁଡିକରେ କେବଳ ଗୁରୁବାର ଛାଡ଼ି ଅନ୍ୟ ଦିନ ଗୁଡ଼ିକରେ ଆମିଷ ଭୋଗ ହୋଇଥାଏ । କିନ୍ତୁ ଶାରଦୀୟ ପୂଜାରେ ମୂଳାଷଷ୍ଠୀ ଠାରୁ ଷୋଳ ପୂଜା ମଧ୍ୟରେ ପ୍ରତ୍ୟେକ ଦିନ ଆମିଷ ଭୋଗ ହେବାର ବିଧି ବ୍ୟବସ୍ଥା ରହିଛି । <ref>ଖବର, ୧୦ ଅକ୍ଟୋବର ୨୦୧୨, ପୃଷ୍ଠା: ୪</ref>