"ଲକ୍ଷ୍ମୀ ପୂଜା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସଜାଣି
ଟିକେ ଅଧିକ ତଥ୍ୟ
୧୧ କ ଧାଡ଼ି:
[[File:Laxmi Puja Light Gate.jpg|thumb|ଆଲୋକ ତୋରଣ, ଢେଙ୍କାନାଳ ଲକ୍ଷ୍ମୀ ପୂଜା]]
[[ଢେଙ୍କାନାଳ]]ରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ରହିଛି । [[ଢେଙ୍କାନାଳ]] ଇତିହାସ ବର୍ଣ୍ଣନା କାରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ [[ବୈଷ୍ଣବ ମଠ]] ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, [[ବଳରାମ ମନ୍ଦିର]], [[ଜଗନ୍ନାଥ ମନ୍ଦିର]], [[ବୃନ୍ଦାବନ ମଦିର]], ବୃନ୍ଦାବନଚନ୍ଦ୍ର ମନ୍ଦିର, [[କପିଳାସ]]ର [[ନାରାୟଣ ମଦିର]], ନୃସିଂହ ଓ [[ଲକ୍ଷ୍ମୀ]]ମୁର୍ତ୍ତୀ ପ୍ରତିଷ୍ଠା, [[ଚୈତନ୍ୟ]]ଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।
==ଆଧାର==
{{ଆଧାର}}
==ଅଧିକ ତଥ୍ୟ==
{{Commons category|Lakshmi Puja}}
* [http://www.lokakshemayagna.org/activitiestrust?id=157 Ashta Lakshmi Deepa Puja]
* [http://www.mypanchang.com Diwali and Dhanteras Lakshmi Puja Muhurtha for anycity in the world]
* [http://www.mypanchang.com/simplelakshmipuja.pdf Simple Lakshmi Puja vidhi book in PDF in Sanskrit and English by mypanchang.com]
 
{{ହିନ୍ଦୁ ପର୍ବ}}