ମୁଖ୍ୟ ସୂଚୀ ଦେଖିବେ

ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର ସମୂହ ଦକ୍ଷିଣ ଭାରତ ଓ ନିକଟସ୍ଥ ଦ୍ୱିପ ମାନଙ୍କରେ ପ୍ରାଚୀନ ଚୋଳ ଶାସନ ସମୟ ନିର୍ମିତ ହେଇଥିଲା । 11 ଶ ଓ 12 ଶ ମସିହାରେ ନିର୍ମିତ 3ଟି ମନ୍ଦିର ଏଥିରେ ଅନ୍ତର୍ଭୁକ୍ତ । [୧]   ଏହା ମଧ୍ୟରେ ଥଞ୍ଜାଭୁରଠାରେ ଅବସ୍ଥିର ବୃହଦୀଶ୍ୱର ମନ୍ଦିର , ଦରାସୁରମଠାରେ ଅବସ୍ଥିତ ଗଙ୍ଗୟକୋଣ୍ଡା ମନ୍ଦିର ଓ ଐରବତେଶ୍ୱର ମନ୍ଦିରର ରହିଛି ।ଏହା ମଧ୍ୟରୁ ବୃହଦୀଶ୍ୱର ମନ୍ଦିରକୁ UNESCOଦ୍ୱାରା 1987 ମସିହାରେ ବିଶ୍ୱ ଏଇତିହ ସ୍ଥଳ ଭାବରେ ଘୋଷଣା କରଯାଇଥିଲା ।ପରେ 2004 ମସିହାରେ ଗୋନ୍ଦଇକୋଣ୍ଡାଚୋଲିଶ୍ୱରମ ମନ୍ଦିର ଓ ଐରାବଟେଶ୍ୱର ମନ୍ଦିରକୁ ମଧ୍ୟ ଏହା ସହ ସଂଯୋଗ କରାଯାଇ ଏହି 3ଟି ମନ୍ଦିରକୁ  " ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର" କୁହାଯାଇଥାଏ ।  

Great Living Chola Temples*
ଇଉନେସ୍କୋ ସ୍ଥଳୀ

Stone sculpture at Gangaikonda Cholapuram
ରାଜ୍ୟ ଦଳ India
ପ୍ରକାର Cultural
ନିୟମ ii, iii
ଆଧାର 250
ଅଞ୍ଚଳ** Asia-Pacific
ଲେଖ ଇତିହାସ
ଲେଖ 1987  (11th ଭାଗ)
ଶାଖା 2004
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ବିଶାଳ ପ୍ରତ୍ୟକ୍ଷ ଚୋଳ ମନ୍ଦିର ଘୋଷିତ ହେବାର ସର୍ତାବଳି ସମ୍ପାଦନ କରନ୍ତୁ

ଏହି 3ଟି ମନ୍ଦିର ଚମତ୍କାର ନିର୍ମାଣ ଶୈଳୀର ହେଇଥିବା ବେଳେ ଏଥିରେ ଦ୍ରାବିଡ ସ୍ଥାପତ୍ୟର ବିରଳ କଳା ରହିଛି । ଚୋଳସମ୍ଭ୍ରାଜ୍ୟ  ସମୟର ଏହା ଏକ ନିଛକ ସ୍ଥାପତ୍ୟର ନିଦର୍ଶନ ଭାବରେ ଓ ପ୍ରାଚୀନ ତାମିଲ ସଭ୍ୟତାର ସ୍ୱାକ୍ଷର ବହନ କରିଥିବାର ପ୍ରମାଣ ରହିଛି । 

Airavatesvara Templeସମ୍ପାଦନ କରନ୍ତୁ

 
A Dravidian architecture Pillar in Airavatesvara Temple, Darasuram @ Thanjavur district
 
Airavateshwarar temple at Darasuram

ଐରାବତେଶ୍ୱର ମନ୍ଦିର ଏକ ଦ୍ୱାଦଶ ଶତାବ୍ଦୀ ନିର୍ମିତ ହିନ୍ଦୁ ମନ୍ଦିର । ଏହା ରାଜରାଜ ଚୋଳ IIଙ୍କଦ୍ୱାରା ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁର କୁମ୍ଭକୋନାମ ନିକଟସ୍ଥ ଦାରୁସୁରମ ସହରରେ ଅବସ୍ଥିତ । ଏହା ପ୍ରାଚୀନ ଦ୍ରାବିଡିୟ ଶୈଳୀ ଅନୁସାରେ ନିର୍ମିତ ହେଇଥିଲା । [୨]

ଆଧାର ସମୂହ ସମ୍ପାଦନ କରନ୍ତୁ

ବାହ୍ୟ ସଂଯୋଗ ସବୁ ସମ୍ପାଦନ କରନ୍ତୁ