ବିଜାୱାର ରାଜ୍ୟ ବ୍ରିଟିଶ ସମୟରେ ଏକ ଅଧିନସ୍ଥ ରାଜକୀୟ ରାଜ୍ୟ ଥିବା ବିଜାୱାର ସ୍ୱାଧୀନତା ପରେ ବର୍ତ୍ତମାନ ଆଧୁନିକ ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାର ଏକ ଜିଲ୍ଲା । .[୧]

ବିଜାୱାର ରାଜ୍ୟ
बिजावर
Princely State
1765–1950

Coat of arms of ବିଜାୱାର

Coat of arms

Location of ବିଜାୱାର
Location of ବିଜାୱାର
Bijawar State in the Imperial Gazetteer of India
History
 •  Established 1765
 •  Independence of India 1950
Area
 •  1901 ୨,୫୨୦ km2 (୯୭୩ sq mi)
Population
 •  1901 ୧,୧୦,୫୦୦ 
Density ୪୩.୮ /km2  (୧୧୩.୬ /sq mi)
 This article incorporates text from a publication now in the public domainChisholm, Hugh, ed. (1911). "Bijawar". Encyclopædia Britannica Eleventh Edition. Vol. 3 (11th ed.). Cambridge University Press. p. 928. {{cite encyclopedia}}: Invalid |ref=harv (help)

ଭୌଗୋଳିକ  ସ୍ଥିତି

ବିଜାୱାର ରାଜ୍ୟର ଆୟତନ 2520 ବର୍ଗ କିଲୋମିଟର ଥିଲା ଓ ଏହା ବୁନ୍ଦେଳଖଣ୍ଡ ଏଜଣେ୍ସି  ଅଧୀନରେ ଥିଲା । ଏହି ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳ ଘନ  ଅରଣ୍ୟରେ ପୂର୍ଣ ଥିଲା ।ଏହି ଅରଣ୍ୟଞ୍ଚଳ  ରେ ବହୁ ଖଣିଜ ପଦାର୍ଥ ରହିଥିଲେ ମଧ୍ୟ ଗମନାଗମନ ସୁବିଧା ଅଭାବରୁ ତାହାର ସଦୁପୋଯୋଗ ହୋଇ ପାରି ନଥିଲା ।  

ଇତିହାସ  ସମ୍ପାଦନା

ଗଣ୍ଡ ଜନଜାତି ମୁଖ୍ୟ ବିଜାଇ ସିଂହ ବିଜାୱାର ସହର 17 ଶ ଶତାବ୍ଦୀରେ ସ୍ଥାପନ କରିଥିଲେ । 1765 ମସିହାରେ ବିଜାୱାର ରାଜ୍ୟ ଗଠିତ ହେଇ ବୀର ସିଂହ ଦେଓ ଏହାର ପ୍ରଥମ ଶାସକ ହେଇଥିଲେ । ସେ ଜଣେ ବୁନ୍ଦେଲା ରାଜପୁତ ଥିଲେ । ଏହି ରାଜ୍ୟକୁ 18 ଶ ଶତାବ୍ଦୀରେ ଚତ୍ରସାଲ ଆକ୍ରମଣ କରି ଅଧିକାର କରିନେଇଥିଲେ ଓ ତାଙ୍କର ବଂଶଜମାନଙ୍କୁ ପ୍ରଦାନ କରିଥିଲେ । .[୨]

1811 ମସିହାରେ ବିଜାୱାର ବ୍ରିଟିଶ ମାନଙ୍କ କରଡା ରାଜ୍ୟ ହେଲା ଓ ରତନ ସିଂହଙ୍କୁ ତାହାର ପ୍ରଦାନ କରାଯାଇଥିଲା । 1857 ମସିହାରେ ସିପାହୀ ବିଦ୍ରୋହରେ ସହାୟତା ପ୍ରଦାନ କରିଥିବାରୁ ଭାନ ପ୍ରତାପ ସିଂହଙ୍କୁ ସ୍ୱତନ୍ତ୍ର ମର୍ଯ୍ୟାଦା ସହ ରାଜପଦ ଦିଅ ଯାଇଥିଲା । 1866 ମସିହାରେ ଆଙ୍କୁ ମହାରାଜା ଉପାଧି ଦିଆଗଲା ।1877ରେ ତାଙ୍କୁ ସୱାଇ ଉପାଧି ମଧ୍ୟ ପ୍ରଦାନ କରାଗଲା । 1899 ମସିହାରେ ତାଙ୍କର ପୌଷ୍ୟ ପୁତ୍ର ତାହା ଅର୍ଚା ରାଜ୍ୟର ମହାରାଜାଙ୍କ ପୁତ୍ର ଶାନବନ୍ତ ସିଂହ ଗାଦୀ ଆରୋହଣ କରିଥିଲେ । [୩][୪]

ରାଜ୍ୟଟି 1950ରେ ଭାରତୀୟ ରାଜ୍ୟ ସମୂହରେ ମିଶ୍ରଣ ଘଟି ପ୍ରଥମେ ବିନ୍ଧ୍ୟପ୍ରଦେଶ ଓ ପରେ ମଧ୍ୟ ପ୍ରଦେଶରେ ଜିଲ୍ଲା ଆକାରରେ ରହିଲା । 

Rulers ସମ୍ପାଦନା

ସମସ୍ତ ରାଜା ବୁନ୍ଦେଲା ରାଜପୁତ ବଂଶର ଥିଲେ । 

ରାଜା  ସମ୍ପାଦନା

  • 1769 – 1793 Bir Singh Deo (b. ... – d. 1793)
  • 1793 – 1802 Himmat Bahadur
  • 1802 – Dec 1810 Keshri Singh (b. ... – d. 1810)
  • 1811 – 1833 Ratan Singh
  • 1833 – 1847 Lakshman Singh
  • 23 Nov 1847 – 1866 Bham Pratap Singh

ମହାରାଜା  ସମ୍ପାଦନା

  • 1866 – 15 Sep 1899 Bham Pratap Singh
  • Jun 1900 – 30 Oct 1940 Savant Singh (b. 1877 – d. 1940)
  • 30 Oct 1940 – 15 Aug 1947 Govind Singh (b. 1934 – d. 1983)

ଅଧିକ ପଠନ  ସମ୍ପାଦନା

ଆଧାର  ସମ୍ପାଦନା

  1. David P. Henige (2004). Princely states of India: a guide to chronology and rulers. Orchid Press. p. 22. ISBN 978-974-524-049-0.
  2. Rajput Provinces of India - Bijawar Princely State
  3.   One or more of the preceding sentences incorporates text from a publication now in the public domainChisholm, Hugh, ed. (1911). "Bijawar". Encyclopædia Britannica Eleventh Edition. Vol. 3 (11th ed.). Cambridge University Press. p. 928. {{cite encyclopedia}}: Invalid |ref=harv (help)public domain: Chisholm, Hugh, ed. (1911).
  4. Princely state - Bijawar