ବାମାପଦ ତ୍ରିପାଠୀ, ଜଣେ ଓଡ଼ିଆ ସାମ୍ବାଦିକ ଏବଂ ସମ୍ପାଦକ ।[୧] ସେ ଓଡ଼ିଶାର ପ୍ରମୁଖ ସମ୍ବାଦପତ୍ର ସମାଜର ମୁଖ୍ୟ ସମ୍ପାଦକଭାବରେ କାର୍ଯ୍ୟକରି ୨୦୨୦ ମସିହା ଜାନୁଆରୀ ମାସରେ ଅବସର ନେଇଥିଲେ ।[୨] ସମାଜରେ ଯୋଗଦେବା ପୂର୍ବରୁ ତ୍ରିପାଠୀ ସମ୍ବାଦର ଏଡିଟେରିଆଲ ବୋର୍ଡ଼ର ମୁଖ୍ୟଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତିତ ସେ ପ୍ରଜାତନ୍ତ୍ରରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଥିଲେ ।[୩]

ବାମାପଦ ତ୍ରିପାଠୀ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ
ବୃତ୍ତିସାମ୍ବାଦିକ
ଚାକିରିକ୍ଷେତ୍ରସମାଜ
ପୁରସ୍କାରଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ ୨୦୧୮

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ - ୨୦୧୮[୪]
  • ଶ୍ରେଷ୍ଠ ସମ୍ପାଦକ(ଓଡ଼ିଶା ମିଡ଼ିଆ ସମ୍ମାନ) - ୨୦୧୭[୫]

ଆଧାର ସମ୍ପାଦନା

  1. India Today. Thomson Living Media India Limited. April 1990.
  2. "ସୁଶାନ୍ତ କୁମାର ମହାନ୍ତି 'ସମାଜ'ର କାର୍ଯ୍ୟକାରୀ ସମ୍ପାଦକ". No. ସମାଜ ୦୭/୦୧/୨୦୨୦ପୃଷ୍ଠା ୩. ସମାଜ. Retrieved 7 January 2020.
  3. http://odishatime.com/odiya/%E0%AC%AC%E0%AC%BE%E0%AC%AE%E0%AC%BE%E0%AC%AA%E0%AC%A6-%E0%AC%B9%E0%AD%8B%E0%AC%87%E0%AC%AA%E0%AC%BE%E0%AC%B0%E0%AC%A8%E0%AD%8D%E0%AC%A4%E0%AC%BF-%E0%AC%B8%E0%AC%AE%E0%AC%BE%E0%AC%9C%E0%AC%B0/
  4. http://sambad.in/state/janaki-ballabh-smarak-sanman-122672/
  5. "ଆର୍କାଇଭ୍ କପି". Archived from the original on 2018-07-10. Retrieved 2018-07-25. {{cite web}}: Cite has empty unknown parameter: |1= (help)