ବାପା
ଏହି ଲେଖାଟି ବାପା ବିଷୟରେ ।
ବାପା ଏକ ସମ୍ପର୍କର ନାମ । ଜଣେ ପୁରୁଷ ଜଣେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବାଦ୍ୱାରା ତାଙ୍କ ଔରଷରୁ ମହିଳାଙ୍କ ଗର୍ଭରୁ ଯେଉଁ ସନ୍ତାନ ସନ୍ତତି ଜନ୍ମ ଗ୍ରହଣ କରନ୍ତି ସେମାନେ ସେହି ପୁରୁଷଙ୍କୁ 'ବାପା' ସମ୍ବୋଧନ କରନ୍ତି । ଯୌନ ସମ୍ପର୍କ ନ ରଖି ମଧ୍ୟ ପୁରୁଷର ଶୁକ୍ରାଣୁ ନେଇ ମହିଳାଙ୍କ ଅଣ୍ଡା ସହ କୃତ୍ରିମ ଉପାୟରେ ମିଳନ କରାଇ ଯେଉଁ ପିଲା ଜନ୍ମ ହୁଅନ୍ତି ସେମାନେ ମଧ୍ୟ ସେହି ପୁରୁଷଙ୍କୁ ବାପା ଡାକନ୍ତି । ଏହା ସାଧାରଣତଃ କୌଣସି ଏକ ପରିବାରରେ ଥିବା ପୁରୁଷ ଅଭିଭାବକଙ୍କୁ ବୁଝାଇଥାଏ ।
ଆଧାରସମ୍ପାଦନ କରନ୍ତୁ
ଅଧିକ ତଥ୍ୟସମ୍ପାଦନ କରନ୍ତୁ
ବାପା ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ । |
ଉଇକିମିଡ଼ିଆ କମନ୍ସରେ Fathers ବାବଦରେ ମାଧ୍ୟମ ରହିଛି । |
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |