ବଙ୍ଗୋମୁଣ୍ଡା

ଭାରତରେ ଗ୍ରାମ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବଙ୍ଗୋମୁଣ୍ଡା
ତହସିଲ
Nickname: 
BGM
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବଲାଙ୍ଗୀର
Government
 • ବ୍ଲକ ସଭାପତିରୁନୁବାଳା ବେହେରା
 • ସରପଞ୍ଜସୁଶାନ୍ତ ଜୋଶୀ
Elevation
182 m (597 ft)
 • Density251/km2 (650/sq mi)
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)
PIN
୭୬୭୦୪୦767040
Telephone code06657
ଯାନବାହାନ ପଞ୍ଚୀକରଣOD-03
Coastline0 kilometres (0 mi)
Nearest cityKantabanji
Lok Sabha constituencyBalangir
Vidhan Sabha constituencyKantabanji
Civic agencyBlock Gram Panchayat Tehsil
ClimateTropical monsoon (Köppen)
Avg. summer temperature40 °C (104 °F)
Avg. winter temperature20 °C (68 °F)
Websitebalangir.nic.in

ବଙ୍ଗୋମୁଣ୍ଡା ଭାରତୀୟ ରାଜ୍ୟ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ତହସିଲ । ଏହା ଟିଟିଲାଗଡ଼ ସବ ଡିଭିଜନରେ ରହିଛି । ବାଇଗଣମୁରା ନାମକ ପୁରାତନ ନାମ ପରେ ଏହା ବଙ୍ଗୋମୁଣ୍ଡା ଭାବରେ ପରିଚିତ ହେଇଥିଲା ।

ଦର୍ଶନୀୟ ସ୍ଥାନ  ସମ୍ପାଦନା

ବଙ୍ଗୋମୁଣ୍ଡାଠାରୁ 7 କିଲୋମିଟର ଦୂରରେ ରାଣୀପୁର-ଝରିଆଲ ଅବସ୍ଥିତ । ଏହା ଏକ ଜଣାଶୁଣା ପର୍ଯ୍ୟଟକ ସ୍ଥଳୀ ।ଏହାକୁ ସୋମତୀର୍ଥ କୁହାଯାଏ ।  .[୧] ଗ୍ରାମର ପୁଷ୍କରିଣୀ ତୁଠରେ ଅବସ୍ଥିତ ଦୁର୍ଗ ମନ୍ଦିରକୁ ବହୁ ସଂଖ୍ୟାରେ ଭକ୍ତ ଙ୍କର ଆଗମନ ହେଇଥାଏ । 

ଯାନିଯାତ୍ରା  ସମ୍ପାଦନା

ଓଡ଼ିଶା ସଂସ୍କୃତିରେ ହଉଥିବା ରଥ ଯାତ୍ରା , ଦଶହରା , ଦୀପାବଳି , ମକରସଂକ୍ରାନ୍ତି ପରି ସମସ୍ତ ଯାନୀ ଯାତ୍ରା ଏଠାରେ ବହୁ ଉଲ୍ଲାସର ସହ ପାଳନ ହାଉଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ବିଶେଷ ଭାବରେ ପାଳିତ ହାଉଥିବା " ନୂଆଖାଇ "  ପର୍ବ ଓ " ଧନୁଯାତ୍ରା ", " ଭାଇ ଜୀଉନ୍ତିଆ " , "ପୁଅ ଜୀଉନ୍ତିଆ"  ଏଠାରେ ସ୍ୱତନ୍ତ୍ର ଆଗ୍ରହର ସହ ପାଳିତ ହୁଏ । [୨]

ଶିକ୍ଷା  ସମ୍ପାଦନା

ଏଠାରେ ସ୍କୁଲ ସ୍ତରୀୟ ଶିକ୍ଷାର ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ବେଳେ ସରସ୍ୱତୀ ଶିଶୁ ମନ୍ଦିର , ଇଂରାଜୀ ମାଧ୍ୟମ ସ୍କୁଲ ମାନ ମଧ୍ୟ ରହିଛି । କଲେଜ ସ୍ତରୀୟ ଶିକ୍ଷା ପାଇଁ ଏକ କଲେଜ ଥିବା ବେଳେ ସେଠାରେ କେବଳ କଳା ଶ୍ରେଣୀ ରହିଛି ।[୩].[୪] .[୫]  

ଗମନାଗମନ  ସମ୍ପାଦନା

ଏଠାରେ ବାଣିଜ୍ୟିକ କେନ୍ଦ୍ର ଥିଲେ ମଧ୍ୟ ରେଳ ଷ୍ଟ୍ରେସନ ନାହିଁ । ରାଜପଥ ଦେଇ ରାସ୍ତା ପରିବହନ ବ୍ୟବସ୍ଥା ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟ୍ରେସନ 16 କିଲୋମିଟର ଦୂର କଣ୍ଟାବାଞ୍ଜି ଜଙ୍କସନଠାରେ ଓ ନିକଟସ୍ଥ ବିମାନ ବନ୍ଦର ରାୟପୁରଠାରେ ରହିଛି । [୬]   

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା

  1. "Orissa Tourism - Ranipur Jharial,64 Yogini Temples,Orissa Temples,Orissa Tourism" Archived 2013-06-18 at the Wayback Machine..
  2. [୧] Archived 2016-03-11 at the Wayback Machine.

    ଜନସଂଖ୍ୟା  ସମ୍ପାଦନା

    2011 ଜନଗଣନା ଅନୁସାରେ ବଙ୍ଗୋମୁଣ୍ଡାର ଜନସଂଖ୍ୟା 5,759 ଥିଲା । ଏହା ମଧ୍ୟରୁ 2,802 ପୁରୁଷ ଥିବା ବେଳେ 2957 ମହିଳା ଥିଲେ । ଏଠାରେ 1318 ଜନ ଆଦିବାସୀ ଜନଜାତିର ହେଇଥିବା ବେଳେ 481 ଜନ ଉପଜାତିର ଥିଲେ । ଏଠାରେ  ସାକ୍ଷ୍ୟରତା ହାର 60.27 % ରହିଥିଲା । <ref>"Census of India: Search Details".

  3. [୨] Archived 2016-03-11 at the Wayback Machine. [dead link]
  4. https://web.archive.org/web/20140524004147/http://www.eindiaeducation.com/school/cmhigh-school-bangomunda-bolangir-0.
  5. "Panchayat Samiti Degree College, Bangomunda Results 2016".
  6. "Bangomunda to Kantabanji". web page. distancesto.

ବାହାର ଲିଙ୍କ  ସମ୍ପାଦନା